ଭୁବନେଶ୍ୱର : ଆସନ୍ତା କାଲି ମେ ୨୨ରେ ହାୱଡା -ପୁରୀ-ହାୱଡା (22895/22896 ) ବନ୍ଦେ ଭାରତ ଟ୍ରେନ ବାତିଲ କରିଛନ୍ତି ରେଳବାଇ କର୍ତୃପକ୍ଷ | ଦୁର୍ଘଟଣା କାରଣରୁ ସଂଯୋଗ କରି ବନ୍ଦେ ଭାରତ ଟ୍ରେନ ବିଳମ୍ବରେ ପହଂଚିବାକୁ ଥିବାରୁ ସମୟ ଆଡ଼ଜଷ୍ଟ କରିବା ପାଇଁ ରେଳବାଇ ଏପରି ନିଷ୍ପତ୍ତି ନିଆଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି |
Sign in
Sign in
Recover your password.
A password will be e-mailed to you.
Next Post