Sign in
Sign in
Recover your password.
A password will be e-mailed to you.
ଆଇନ୍ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ନିଯୁକ୍ତିର ଅନେକ ସୁଯୋଗ ଏବେ ଉନ୍ମୁକ୍ତ: ବିଶେଷଜ୍ଞ
ସୋଆ ଲେକ୍ସ କନସିଲିୟମ୍ -୨୦୨୩ ଆୟୋଜିତ
ଭୁବନେଶ୍ୱର,: ଆଇନ୍ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ନିଯୁକ୍ତିର ଅନେକ ସୁଯୋଗ ଏବେ ଉନ୍ମୁକ୍ତ ହେବାରେ ଲାଗିଛି । ତେବେ ଏହି ସୁଯୋଗକୁ ଛାତ୍ରଛାତ୍ରୀମାନେ କିଭଳି ହାସଲ କରିବେ ତାହା ସେମାନଙ୍କ ଉପରେ ନିର୍ଭର କରେ ଏବଂ ଏ ନେଇ…
ରବିବାର ଦିନ ମେଲଛାମୁଣ୍ଡାରେ ମାଗଣା ସ୍ୱାସ୍ଥ୍ୟ ଶିବିର
ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ କଲେଜ ପରିସରରେ ଆସନ୍ତା କାଲି ରବିବାର ଦିନ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରାୟପୁରସ୍ଥିତ ଶ୍ରୀ ବାଲାଜୀ ହସପିଟାଲ ଆନୁକୁଲ୍ୟରେ ଏବଂ କଲେଜ କତୃପକ୍ଷ, ଏନଏସଏସ, ରେଡକ୍ରସ ଓ ଲାୟନ୍ସ କ୍ଳବର ମିଳିତ ସହଯୋଗରେ ଏକ ଦିବସୀୟ ମାଗଣା ସ୍ୱାସ୍ଥ୍ୟ…
ପାରଳାଖେମୁଣ୍ଡି ପୌରପରିଷଦକୁ ବାଲ୍ୟବିବାହ ମୁକ୍ତ କରିବା ନିମନ୍ତେ ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ପାରଳାଖେମୁଣ୍ଡି ପୌରପରିଷଦକୁ ବାଲ୍ୟବିବାହ ମୁକ୍ତ କରିବା ପାଇଁ ଏକ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପାରଳାଖେମୁଣ୍ଡି…
ଗଜପତି ଜିଲ୍ଲା କ୍ଷେତ୍ର ପରିଦର୍ଶନ ଓ ବିଭିନ୍ନ ଯୋଜନାର ସମୀକ୍ଷା କଲେ ବିଭାଗୀୟ ଷ୍ଟାଣ୍ଡିଂ କମିଟି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଭାଗୀୟ ଅନୁବନ୍ଧିତ ଷ୍ଟାଣ୍ଡିଂ କମିଟି ମାନ୍ୟବର ସବ୍-କମିଟି -୩ ର ଘଟଣାସ୍ଥଳ ପରିଦର୍ଶନ କାର୍ଯ୍ୟକ୍ରମ -୬ , ଶୁକ୍ରବାର ଦିନ ଗଜପତି ଜିଲ୍ଲା ଗ୍ରସ୍ତ କରିବା ସହ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ,…
ପରଜଙ୍ଗ ଅଞ୍ଚଳରେ ଏକାଧିକ ଚୋରି ,ଡକାୟତି କେସରେ ସହଯୋଗ ଅଭିଯୋଗରେ ୩ ଗିରଫ
ସମ୍ବାଦିକ ସମ୍ମିଳନିରେ ସୂଚନା ଦେଲେ ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ର ।
କାମାକ୍ଷାନଗର(ରିତେଶ ବ୍ରହ୍ମା): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପୋଲିସକୁ ବଡ଼ ସଫଳତା । ପରଜଙ୍ଗ ଓ ଏହାର ଆଖ ପାଖ ଅଞ୍ଚଳରେ ହୋଇଥିବା ଚୋରି ,ଡକାୟତି ,ବ୍ୟାଙ୍କ ଲୁଟ ଘଟଣାର ସଂପୃକ୍ତ ଥିବା ୩ ଜଣଙ୍କୁ ଗିରଫ…
ଭୀମଭୋଇ ସରକାରୀ ଦୃଷ୍ଟିହୀନ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ
ଭୁବନେଶ୍ୱର: ଆଜି ଭୀମଭୋଇ ସରକାରୀ ଦୃଷ୍ଟିହୀନ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ବିଦ୍ୟାଳୟ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ପୁରସ୍କାର ବିଦରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ସନ୍ଥ କବି…
ଆନନ୍ଦପୁର ଡିଗ୍ରୀ କଲେଜରେ ପୁରାତନ ଛାତ୍ର ସମ୍ମିଳନୀ
"ନିଜ ଅନୁଷ୍ଠାନର ବିକାଶରେ ସାମିଲ ହୁଅ"
ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଡିଗ୍ରୀ କଲେଜରେ ଶୁକ୍ରବାର ‘ମୋ କଲେଜ ଅଭିଯାନର’ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପୁରାତନ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି ଅବସରରେ…
ଜିଲ୍ଲା ପାଇଁ ଗୌରବ ଆଣିଲେ ନୟାଗଡର ଝିଅ ସ୍ବୟଂପ୍ରଭା।
ଇକୋନୋମିକ୍ସ ରେ ପାଇଲେ ଗୋଲଡ଼ ମେଡାଲ।
ନୟାଗଡ଼(ବିଶ୍ୱଜିତ ନାୟକ) - ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଚାହାଳୀ ଗ୍ରାମର ଝିଅ ସ୍ୱୟଂପ୍ରଭା ବେହେରା ଜିଲ୍ଲା ପାଇଁ ଆଣିଛନ୍ତି ଗୌରବ । ଶ୍ରୀଯୁକ୍ତ ସତ୍ୟବାଦୀ ବେହେରା ଓ ଶ୍ରୀମତି ଜୟନ୍ତୀ ବେହେରାଙ୍କ ଝିଅ ହେଉଛନ୍ତି ସ୍ୱୟଂପ୍ରଭା ବେହେରା…
ନୂଆରେକୁଳା ଗ୍ରାମ ରେ ନୂତନ ମଙ୍ଗଳାମନ୍ଦିର ପାଇଁ ରତ୍ନମୁଦ
କାମାକ୍ଷାନଗର -ଆଜି କାମାକ୍ଷାନଗର ଏନଏସି ନୂଆ ରେକୁଳା ଗ୍ରାମ ରେ ନୂତନ ମଙ୍ଗଳାମନ୍ଦିର ପାଇଁ ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗ୍ରାମ୍ୟ କମିଟି ସଭାପତି ସତ୍ୟାନନ୍ଦ ସାହୁ ଆୟୋଜନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ କର୍ତ୍ତା ଭାବେ ସାଧୁଚରଣ ବେହେରା ଯୋଗ ଦେଇ ରତ୍ନମୁଦ…
ବେରୋଜଗାର ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ ବାଟ ଦେଖାଉଛି ହିଣ୍ଡାଲକୋ
ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ଲରପଙ୍କ ଗ୍ରାମର ଜଣେ ବାସିନ୍ଦା ଅଞ୍ଜଳି ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ତାଙ୍କ ବାପାଙ୍କୁ ବାଲ୍ୟାବସ୍ଥାରେ ହରାଇବା ପରେ ପରିବାରର ଗୁଜୁରାଣ ମେଣ୍ଟାଇବା କାର୍ଯ୍ୟରେ ସହଯୋଗ କରିବାକୁ ସ୍କୁଲ ପାଠ ଛାଡିବାକୁ ବାଧ୍ୟ ହୋଇଥିଲେ । ୨୦୧୯ରେ ଆଦିତ୍ୟ…