ଫେବୃୟାରୀ ୧୨ରୁ ୧୪ କ୍ୟାପିଟାଲ ହାଇସ୍କୁଲ,ୟୁନିଟ୍-୩ ରେ ଇସ୍ରୋ ମହାକାଶ ବିଜ୍ଞାନ ପ୍ରଦର୍ଶନୀ

ପ୍ରସ୍ତୁତି ସଂପର୍କରେ ରାଜ୍ୟ ବିଜ୍ଞାନ ଓ ବୈଷୟିକ ବିଦ୍ୟା ମନ୍ତ୍ରୀଙ୍କ ସମୀକ୍ଷା ଭୁବନେଶ୍ୱର:   ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ), ମହାକାଶ ପ୍ରୟୋଗ କେନ୍ଦ୍ର, ବିକ୍ରମ ସରାଭାଇ ମହାକାଶ ପ୍ରଦର୍ଶନୀ ଦ୍ୱାରା ‘ସ୍ପେସ ଅନ ହୁଇଲ’ ପ୍ରଦର୍ଶନୀ ଫେବୃୟାରୀ୧୨ରୁ ୧୪ତାରିଖ ୩ଦିନ ଧରି…

କାମାକ୍ଷାନଗର ମହୋତ୍ସବରେ ଲୋକାରଣ୍ୟ: ସାଂସ୍କୃତିକ କାର୍ଯ୍ୟକ୍ରମ କିଣୁଛି ଲୋକଙ୍କ ମନ

କାମାକ୍ଷାନଗର/ରିତେଶ ବ୍ରହ୍ମା:କାମାକ୍ଷାନଗର ମହୋତ୍ସବ ଆଜି ୨ୟ ଦିନ ରେ ଲୋକାରଣ୍ୟ ଦେଖିବାକୁ ମିଳୁଛି। ଦିନ ରେ କବାଡି, ଖୋକୋ, ଭଲିବଲ୍ ଆଦି ଖେଳ ଅନୁଷ୍ଠିତ ହୋଇଥିଲା।ମହୋତ୍ସବ ର ଆକର୍ଷଣ କେନ୍ଦ୍ର ବିନ୍ଦୁ ପାଲଟିଛି ପଲିଶ୍ରୀ ମେଳା ସାଙ୍ଗ କୁ ସିନେ କଳାକାର ମାନଙ୍କର ଆଗମନ ସହ ବିଭିନ୍ନ…

କଫ ସିରଫ ବ୍ୟାପାରି ଗିରଫ

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବସନ୍ତ ବିହାର ନିକଟସ୍ଥ ଏକ ପୋଖରୀ ହୁଡ଼ାରେ ଆଜି ପାଇକମାଲ ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବଢ଼େଇ ଙ୍କର ନେତୃତ୍ୱରେ ଏକ ପୋଲିସ ଟିମ ଚଢ଼ାଉ କରି ଜଣେ କଫ ସିରଫ ବ୍ୟବସାୟୀ କୁ ଗିରଫ କରିଛି । ପ୍ରାପ୍ତ ସୂଚନା ଅନୁସାରେ ପଦ୍ମପୁର ବଡବନ୍ଧ ପଡା ନିବାସୀ…

ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଆଦ୍ୟାଶା

୨ ବର୍ଷରେ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡିଲେଣି ୧୨୦୦ ରୁ ଉର୍ଦ୍ଧ ସାପ କାମାକ୍ଷାନଗର/ରିତେଶ ବ୍ରହ୍ମା - କାମାକ୍ଷାନଗର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁକ୍ତ ୨ ବିଜ୍ଞାନ ଦ୍ଵିତୀୟ ବର୍ଷ ର ଛାତ୍ରୀ ଆଦ୍ୟାଶା ଅପରାଜିତା ମିଶ୍ର। ପୈତୃକ ଘର କାମାକ୍ଷାନଗର ମଢି ସାହି ୨ ନଂ ୱାର୍ଡ ରେ।…

ଟ୍ରାକ୍ଟର ମାଡି ଯାଇ ଜଣେ ଶିଶୁର ମୃତ୍ୟୁ

କାମାକ୍ଷାନଗର/ରିତେଶ ବ୍ରହ୍ମା  -ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କନ୍ତିଓ ପୁଟସାହି ଗ୍ରାମରେ ଟ୍ରାକ୍ଟର ମାଡି ଯାଇ ଜଣେ ଶିଶୁ ର ମୃତ୍ୟୁ ହୋଇଛି |ମୃତ ଶିଶୁ ଜଣକ ହେଉଛନ୍ତି ସେହି ଗ୍ରାମର ବିଜୟୀ ଦେହୁରୀ ଙ୍କ ୪ବର୍ଷର ପୁଅ ବିସ୍ମୟ ଦେହୁରୀ |ସୂଚନା ମୁତାବକ ବିସ୍ମୟ ଗାଁ ଦାଣ୍ଡ ରେ…

କଲମ ଧରିବ ଦିବ୍ୟାଙ୍ଗ ମୁନା: ଓଡ଼ିଶା-ମୋ ପରିବାରର ସହାୟତା

ଭୁବନେଶ୍ୱର (ଶାସକ ପ୍ରଶାସକ): ପିଲା ଦିନୁ ଦୁଇ ହାତ ହରାଇ ଦିବ୍ୟାଙ୍ଗ ହୋଇପଡିଥିଲେ ମୁନା । ମନରେ ପଢା ଲେଖା କରିବାକୁ ଅନାବିଳ ଆଗ୍ରହ ଥିଲେ ସୁଦ୍ଧା ତାଙ୍କର ଶାରୀରିକ ଅକ୍ଷମତା ପ୍ରତିବନ୍ଧକ ସାଜିଥିଲା । ଛୋଟ ପିଲାଟିର କରୁଣ କାହାଣୀ ସମ୍ପର୍କରେ ଜାଣିବା ପରେ, କୃତ୍ରିମ ହାତ ଯୋଗାଇ ଦେଲା…

ସୁବଳୟା ବିରାଟ ଧନୁଯାତ୍ରା ମହୋତ୍ସବ ଉଦଘାଟିତ

କଂସ ମହାରାଜଙ୍କ ରାଜ୍ୟ ଅଭିଷେକ ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ସ୍ଥିତ ବାବା ଅବଧୂତ ସାଂସ୍କୃତିକ ସଂଘ ପକ୍ଷରୁ ବିରାଟ ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଛି।‌ ଏଥିରେ ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣି ଭୋଇ ମୁଖ୍ୟ…

ପଦ୍ମନାଭ ଗଜପତି ଉ.ପ୍ରା ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରେମାନନ୍ଦ ପଟ୍ଟନାୟକଙ୍କ ଡକ୍ଟରେଟ୍ ଲାଭ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶ୍ରୀ ପ୍ରେମାନନ୍ଦ ପଟ୍ଟନାୟକ ବିଦ୍ୟାଳୟ ଓ ଗଣଶିକ୍ଷକ ବିଭାଗରେ କାର୍ଯ୍ୟରତ , ବରିଷ୍ଠ ଶିକ୍ଷକ , Education for All : An analytical study in the present Relevance of swami Vivekanand's ideas.: ଉପରେ ମୌଳିକ ସନ୍ଦର୍ଭ ଲେଖି…

ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷପାଳନ-୨୦୨୩

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ଜଳ ସମ୍ପଦ ବିଭାଗ ପକ୍ଷରୁ ସ୍ଥାନୀୟ ଜଳ ସମ୍ପଦ କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ପାଣି ପଞ୍ଚାୟତ ପକ୍ଷ ପାଳନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଫେବୃଆରୀ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକର ସ୍ତରୀୟରେ…

ରାସ୍ତା ଉନ୍ନତୀକାରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ,

ସୁବର୍ଣ୍ଣପୁର,(ପ୍ରକାଶ କୁମାର ହାତୀ) ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଦିଗଶିରା ହନୁମାନ ମନ୍ଦିର ଛକ ଠାରେ ଡୁଙ୍ଗୁରିପାଲି ସହଲା ଭାୟା ସୁନାପାଲି ରାସ୍ତାର ଉନ୍ନତୀକରଣ ପାଇଁ ହେବାକୁ ଥିବା ରାସ୍ତା କାମ ର  ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ  ଅର୍ଥ ସଂସଦୀୟ ବ୍ୟପାର ସ୍ୱାସ୍ଥ୍ୟ ଓ…