Sign in
Sign in
Recover your password.
A password will be e-mailed to you.
ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ
" କୃଷି ଓ କୃଷକ ରାଜ୍ୟର ମେରୁଦଣ୍ଡ, କୃଷି ଓ କୃଷକ ର ଉନ୍ନତି ନିମନ୍ତେ ଜଳ ଅମଳ ଓ ସୁପରିଚାଳନା ର ଆବଶ୍ୟକତା ରହିଛି "
ସୁବର୍ଣ୍ଣପୁର,(ପ୍ରକାଶ କୁମାର ହାତୀ): ଜଳ ସମ୍ପଦ ବିଭାଗ ଓଡିଶା ଓ ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ଆନୁକୂଲ୍ୟରେ ତା 0୧ ରୁ ୧୫ପର୍ଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷପାଳନ…
ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପି ଘୃଣ୍ୟ ରାଜନୀତି କରିବାକୁ ବିଫଳ ପ୍ରୟାସ କରୁଛି: ବିଜେଡି
* ପ୍ରତିଦିନ ନୂଆ ନୂଆ ଉଦ୍ଭଟ କାହାଣୀ ଶୁଣାଉଛନ୍ତି ବିଜେପି ନେତା
*ସତ ପଦାକୁ ଆସିଲେ ଲୋକଙ୍କୁ ମୁହଁ ଦେଖାଇ ପାରିବେ ତ?
ଭୁବନେଶ୍ୱର,: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା। କ୍ରାଇମବ୍ରାଞ୍ଚ ତଦନ୍ତରୁ ଧୀରେ ଧୀରେ ସତ…
ସଡକ ସୁରକ୍ଷା ନିମନ୍ତେ ସଚେତନତା ଶୋଭାଯାତ୍ରା
ବରଗଡ଼ :- ଗମନାଗମନ ଓ ବିକାଶ ର ମାର୍ଗ ହେଉଛି ସଡକ । ଗୋଟେ ସୁନ୍ଦର ସଡକ ଲୋକଙ୍କ ଆର୍ଥିକ ସ୍ଥିତି କୁ ସୁଦୃଢ଼ କରିବାରେ ସହାୟକ ହୋଇଥାଏ । ଏହସହିତ ପ୍ରତେକ ଦିନ କୋଣସି ନା କୋଣସି ସ୍ଥାନରେ ସଡକ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁ ଘଟଣା ଗଣମାଧ୍ୟମ ର ଶିରୋନାମ ମଣ୍ଡନ କରୁଛି । ଅତ୍ୟନ୍ତ ଦୁଃଖଦ…
କାମାକ୍ଷାନଗର ମହୋତ୍ସବ ଉଦ୍ଘାଟିତ
କାମାକ୍ଷାନଗର/ରିତେଶ ବ୍ରହ୍ମା:ଆରମ୍ଭ ହେଲା କାମାକ୍ଷାନଗର ମହୋତ୍ସବ।-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସ୍ଥିତ ସାରଙ୍ଗଧର ଷ୍ଟାଡିୟମ ଠାରେ ପ୍ରଥମ ଥର ପାଇିଁ ଆୟୋଜନ ହେଉଥିବା " କାମାକ୍ଷାନଗରର ମହୋତ୍ସବ"ର ଆଜି ଥିଲା ଉଦଘାଟନି ଉତ୍ସବ।୫ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ଆଜି…
ଯାଜପୁର ଓଡିଶାର ଏକ ନମ୍ବର ଜିଲ୍ଲା ହେବ – ମୁଖ୍ୟମନ୍ତ୍ରୀ
ଯାଜପୁର ଜିଲ୍ଲା ମହୋତ୍ସବ ଉଦ୍ଘାଟିତ
ଯାଜପୁର ବିଭିନ୍ନ ଧର୍ମ, ଆଧ୍ୟାତ୍ମିକ ଓ ଦର୍ଶନ ତତ୍ତ୍ବର ସଂଗମ ସ୍ଥଳ
ଯାଜପୁର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯାଜପୁର ଜିଲ୍ଲା ମହୋତ୍ସବ ୨୦୨୩ ଉଦ୍ଘାଟନ କରିଛନ୍ତି । ଏହି ଜିଲ୍ଲା ମହୋତ୍ସବ ୬ ଦିନ…
ନବନିଯୁକ୍ତ ପ୍ରଶାସନିକ ଅଧିକାରୀମାନଙ୍କ ପ୍ରଶିକ୍ଷଣ ଉଦ୍ଘାଟିତ
ନିଷ୍ଠାପରତା ତଥା ବୃତ୍ତିଗତ ସଫଳତାର ପଥ ଅନୁସରଣ କରିବାକୁ ପରାମର୍ଶ
ଭୁବନେଶ୍ୱର,:ଓଡ଼ିଶା ପ୍ରଶାସନିକ ସେବାରେ ନବନିଯୁକ୍ତ ଅଧିକାରୀମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସ୍ଥାନୀୟ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଆଜି ଉଦ୍ଘାଟିତ ହୋଇଛି । ପ୍ରଶିକ୍ଷାର୍ଥୀମାନଙ୍କୁ ନିଷ୍ଠାପରତା ତଥା…
ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା: ଅଂଶଗ୍ରହଣ କଲେ ବିଜେଡି ସାଂସଦ ମାନସ ମଙ୍ଗରାଜ
http://youtu.be/ASZ-PSUT9Q8
ନୁଆଦିଲ୍ଲୀ : ବିଜୁ ଜନତା ଦଳ ପକ୍ଷରୁ ବିଜେଡିର ରାଜ୍ୟସଭା ସାଂସଦ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ଆଜି ରାଜ୍ୟସଭାରେ ମାନ୍ୟବର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିଛନ୍ତି | ଶ୍ରୀ ମଙ୍ଗରାଜ ଓଡ଼ିଆରେ ତାଙ୍କ ଅଭିଭାଷଣ ରଖି କହିଥିଲେ…
ଓଡିଶାର ୮ଟି ସହରରେ ଉପଲବ୍ଧ ହେଲା ଏୟାରଟେଲ୍ ୫ଜି ପ୍ଲସ୍ ସେବା
ଅନୁଗୁଳ, ସମ୍ବଲପୁର, ବ୍ରହ୍ମପୁର ଓ ବାଲେଶ୍ୱରରେ ଉପଲବ୍ଧ ହେଲା ଅଲଟ୍ରାଫାଷ୍ଟ ୫ଜି ସେବା
ଭୁବନେଶ୍ୱର: ଏୟାରଟେଲ୍ ପକ୍ଷରୁ ଓଡିଶାର ଅନୁଗୁଳ, ସମ୍ବଲପୁର, ବ୍ରହ୍ମପୁର ଓ ବାଲେଶ୍ୱର ସହରରେ ଏହାର ଅତ୍ୟାଧୁନିକ ୫ଜି ସେବାର ଶୁଭାରମ୍ଭ ଘୋଷଣା କରାଯାଇଛି । ଏୟାରଟେଲ୍ର ୫ଜି ସେବାଗୁଡିକ ପୂର୍ବରୁ…
ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ପରିପ୍ରେକ୍ଷୀରେ ଗଣମାଧ୍ୟମକୁ ସୂଚନା ଓ ପ୍ରସାରଣ ସୁବିଧା ପାଇଁ ସମନ୍ୱୟ ବୈଠକ
ଭୁବନେଶ୍ୱର : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୈାପଦୀ ମୁର୍ମୁଙ୍କର ଫେବୃୟାରୀ ୧୦ ଓ ୧୧ ତାରିଖରେ ଯଥାକ୍ରମେ ଭୁବନେଶ୍ୱର ଓ କଟକ ଗସ୍ତକୁ ଦୃଷ୍ଟିରେ ରହି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ବିସ୍ତୃତ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ମାନ୍ୟବର ରାଷ୍ଟ୍ରପତି ୧୦ ତାରିଖ ସକାଳେ…
ଉତ୍କଳ ଆଲୁମିନାର ପ୍ରୋଜେକ୍ଟ ଉଦ୍ୟମୀ ବେରୋଜଗାରୀଙ୍କୁ ସ୍ୱାବଲମ୍ବୀ ହେବା ଦିଗରେ ସହାୟତା କରୁଛି
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡିଷ୍ଟ୍ରିଜ ଲିମିଟେଡର ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନା ଲିମିଟେଡ ଗ୍ରାମାଞ୍ଚଳ ଯୁବଗୋଷ୍ଠୀଙ୍କୁ ଆତ୍ମନିଯୁକ୍ତି ସୁଯୋଗ ଯୋଗାଇଦେବା ସକାଶେ ଏହାର ନିରନ୍ତର ଉଦ୍ୟମର ଅଂଶସ୍ୱରୂପ ଭାରତର…