ଶପଥ ନେଲେ ତିନି ମନ୍ତ୍ରୀ ରାଜ୍ୟ By SPNEWS On May 22, 2023 0 2 Share ଆଜି ପୁଣି ଥରେ ନବୀନ ମନ୍ତ୍ରିମଣ୍ଡଳରେ ଏଣ୍ଟ୍ରି ମାରିଛନ୍ତି ତିନି ମନ୍ତ୍ରୀ ବିକ୍ରମ ଆରୁଖ, ସୁଦାମ ମାରାଣ୍ଡି ଆଉ ସାରଦା ନାୟକ | ରାଜ୍ୟପାଳ ପ୍ର ଗଣେସି ଲାଲ ତିନି ମନ୍ତ୍ରୀକୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ | 0 2 Share FacebookTwitterGoogle+ReddItWhatsAppPinterestEmail