Sign in
Sign in
Recover your password.
A password will be e-mailed to you.
ପ୍ରହସନ ପାଲଟିଛି ପଥ ପାର୍ଶ୍ଵ ବନୀକରଣ ଯୋଜନା
ପାଣିରେ ପଡିଲା ବନବିଭାଗ କୋଟି କୋଟି ଟଙ୍କା
ବୀରମହାରାଜପୁର, ( ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବନଖଣ୍ଡ ର ବିଭିନ୍ନ ଗ୍ରାମ୍ୟ ରାସ୍ତା ରେ ବନବିଭାଗ ପକ୍ଷରୁ ପଥପାର୍ଶ ବନୀକରଣ ଯୋଜନା ପ୍ରହସନ ପରିଣତ ହୋଇଛି। ଯୋଜନାର ସଠିକ ରୂପାୟନ ହୋଇନଥିବାରୁ ସରକାରୀ ତହବିଲରୁ…
କାମାକ୍ଷାନଗର ମହୋତ୍ସବ ର ଚତୁର୍ଥ ଦିନ: ମୋହିତ କଲା ବରହମପୁରର ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍
କାମାକ୍ଷାନଗର/ରିତେଶ ବ୍ରହ୍ମା - କାମାକ୍ଷାନଗର ମହୋତ୍ସବ ର ଚତୁର୍ଥ ଦିନ ରେ ଲୋକାରଣ୍ୟ ହେଉଥିବା ସାରଙ୍ଗଧର ଷ୍ଟାଡିୟମ୍ ରେ ଦିନ ସାରା କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା।ନଗରପାଳ ଧର୍ମାନନ୍ଦ ପରିଡା ସମସ୍ତ ଖେଳାଳି ମାନଙ୍କୁ କ୍ରୀଡା ପୋଷାକ ବିତରଣ କରିଥିଲ । ତାସହ ସଂଧ୍ୟା ବେଳେ ରାଜ୍ୟ ର ଲୋକକଳା…
ଦେବଗଡ଼ରେ ସ୍ୱାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହରେ କେନ୍ଦ୍ରମନ୍ତ୍ରୀ
ଦେବଗଡକୁ ଆଗକୁ ନେବାକୁ ହେଲେ ଶିକ୍ଷା, ସଂସ୍କୃତି ସହ କୃଷି ପରମ୍ପରାକୁ ପ୍ରାଧାନ୍ୟ ଦେବାକୁ ହେବ- ଧର୍ମେନ୍ଦ୍ର ପ୍ରଧାନ
• ମୁଁ ଯେବେ ବି ଦେବଗଡକୁ ଆସେ, ମନରେ ବହୁତ ଉତ୍ସାହ ରୁହେ
• ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଗଠନରେ ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବଙ୍କ ଅବଦାନ ଚିର…
ବିଶ୍ୱଭୂଷଣ ହରିଚନ୍ଦନ ଛତିଶଗଡ଼ ରାଜ୍ୟପାଳ ନିଯୁକ୍ତ
ଭୁବନେଶ୍ୱର : ବରିଷ୍ଠ ନିଜେପି ନେତା ତଥା ସମ୍ପ୍ରତି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ଼ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି | ଆନ୍ଧ୍ରାପଦେଶର ରାଜ୍ୟପାଳ ବିଜନେ ଜଷ୍ଟିସ ଅବଦୁଲ ନଜରଙ୍କୁ ନିଯୁକ୍ତି ମିଳିଛି | ରମେଶ…
ଗରିବ ଲୋକଙ୍କ ଚାଉଳ କାଟ୍ ନେଇ ଓଡିଶା ବିଜେପିର ମୁଖା ଖୋଲାଯିବ: ବିଜେଡି
ଗରିବ ଲୋକଙ୍କ ମୁହଁରୁ ଦାନା ଛଡାଇ ନେଇଛି ବିଜେପି ସାରା ରାଜ୍ୟରେ ହେବ ଆନ୍ଦୋଳନ
ଭୁବନେଶ୍ୱର, : ରାଜ୍ୟର ୩.୨୫ କୋଟି ଲୋକେ ପ୍ରତି ମାସରେ ପାଉଥିବା ୫ କିଲୋଗ୍ରାମ ଚାଉଳକୁ ଓଡ଼ିଶା ବିଜେପି କିପରି ଛଡ଼ାଇ ନେଇଛି ବିଜେଡି ତାହାର ପର୍ଦ୍ଦାଫାସ କରିବ ବୋଲି କହଛନ୍ତି ବିଜେଡି ମୁଖପାତ୍ର ଲେନିନ୍…
“ଏଇ ଆମରି ଗାଁ” ୧୪ରେ
- ଜଗଦାନନ୍ଦ, ମହେନ୍ଦ୍ର ଓ ପ୍ରେମ ଆନନ୍ଦଙ୍କୁ ଚନ୍ଦ୍ରମାଧବ ମିଶ୍ର ସମ୍ମାନ- ବିରଜା ରାଉତରାୟଙ୍କୁ ଈଶ୍ୱରଚନ୍ଦ୍ର ସାହିତ୍ୟ ସମ୍ମାନ
ଭୁବନେଶ୍ୱର: ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ସମାଜ ଓ ସଂସ୍କୃତି’ର ଅଷ୍ଟାଦଶ ବାର୍ଷିକ ଉତ୍ସବ ଅବସରରେ ଏକ ସ୍ୱତନ୍ତ୍ର ସଂଗୀତ ସଂଧ୍ୟା ‘ଏଇ ଆମରି ଗାଁ’…
ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ୬୦ ତମ ପ୍ରତିଷ୍ଠା ଦିବସ ପାଳିତ
ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜ଼ିଲ୍ଲାର ସର୍ବ ପୁରାତନ ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ୬୦ ତମ ପ୍ରତିଷ୍ଠା ଦିବସ ମହାବିଦ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧକ୍ଷ୍ୟ ବିଜୟ…
ରାଜା ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ
ଜଗତସିଂହପୁର/ସୁମନ୍ତକୁମାରଦାସ: ଜଗତସିଂହପୁର ସ୍ଥିତ ଗୋପାଳସାଗର ଠାରେ ଆଜାଦସ୍ପୋଟିଂ ଆନୁକୂଲ୍ୟରେ ରାଜା ମେମୋରିଆଲ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଘାଟିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବୀଦତ୍ତ ମହାନ୍ତି, ସମ୍ନାନୀତ ଅତିଥି ଭାବେ…
ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା -୨୦୨୩ ଉଦଘାଟିତ
https://youtu.be/tsmW9Rxqmoc
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ପାରଳାଖେମୁଣ୍ଡି ପରିସରରେ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ…
ପାଇକମାଳ ରେ ହେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର:ମୁଖ୍ୟମନ୍ତ୍ରୀଙ୍କୁ ତଥା ସ୍ବର୍ଗତ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ…
https://youtu.be/lVqn0rvjMjY
ପାଇକମାଳ : ବରଗଡ଼ ଜିଲ୍ଲା ପାଇକମାଳ ରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭବରେ ଉନ୍ନୀତ କରାଯାଇଛି ।ପାଇକମାଳ ଅଂଚଳର ଜନସାଧାରଣଙ୍କ ବହୁ ଦିନର ଦାବୀ ପୂରଣ ହୋଇଛି .ସୂଚନା ଯୋଗ୍ୟ ଯେ ଗତ ଉପନିର୍ବାଚନ ସମୟରେ ପାଇକମାଳ ର…