ମେଲଛାମୁଣ୍ଡା କଲେଜ ପ୍ରତିଷ୍ଠାତା ସ୍ୱର୍ଗତ ନେହେରୁ ପଣ୍ଡାଙ୍କ ପ୍ରତିମୃତି ଉନ୍ମୋଚନ

ମେଲଛାମୁଣ୍ଡା,୨୨/୨(ମନୋଜ ଭୋଇ)- ମେଲଛାମୁଣ୍ଡାସ୍ଥିତ କନିଷ୍ଠ ମହାବିଦ୍ୟାଳୟ ପରିସରରେ ବୁଧବାର ଦିନ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତ ନେହେରୁ ପଣ୍ଡାଙ୍କ ପ୍ରତିମୃତି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ପଣ୍ଡାଙ୍କ ଧର୍ମପତ୍ନୀ ସବିତା ପଣ୍ଡା ପ୍ରତିମୃତି ଉନ୍ମୋଚନ…

ପାର୍କ ନାମକରଣ ଓ ପ୍ରତିମୂର୍ତ୍ତି ସ୍ଥାପନ ନେଇ ବଡ଼ଜୀଙ୍ଗଲ ଗ୍ରାମରେ ବ୍ୟାପୁଛି ଅସନ୍ତୋଷ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର (ଶଙ୍ଖେଶ୍ୱର) ପଂଚାୟତ ବଡଜିଙ୍ଗଲ ଠାରେ ନିର୍ମାଣ ହୋଇଥିବା ପାର୍କ ର ନାମ କରଣ କୁ ନେଇ ବଡ଼ଜିଙ୍ଗଲ ଗ୍ରାମରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି l ଏହି ପାର୍କ ଟି ବଡ଼ଜିଙ୍ଗଲ ଗ୍ରାମର ସୀମା ପରିଧି ଉପରେ ହୋଇଥିବାବେଳେ…

‘ଉପକୂଳ ଅଞ୍ଚଳରେ ବିପର୍ଯ୍ୟୟଜନିତ ବିପଦ ହ୍ରାସ ଓ ପ୍ରତିରୋଧ’ ଜାତୀୟ କର୍ମଶାଳା

ଭୁବନେଶ୍ୱର: ଉପକୂଳ ଅଞ୍ଚଳରେ ବିପର୍ଯ୍ୟୟଜନିତ ବିପଦ ହ୍ରାସ ଓ ପ୍ରତିରୋଧ ସଂପର୍କିତ ଦିନିକିଆ ଜାତୀୟ କର୍ମଶାଳା କୃଷିଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ), ଜାତୀୟ ବିପର୍ଯ୍ୟାୟ ପରିଚାଳନା ଅନୁଷ୍ଠାନ (ଏନ୍‌ଆଇଡ଼ିଏମ୍‌ଏ), ଓଡ଼ିଶା ରାଜ୍ୟ…

ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ : ପୂର୍ବତଟ ରେଳବାଇ

https://youtu.be/LYTRuAKyplw ଭୁବନେଶ୍ୱର : ବାମରା ଷ୍ଟେସନରେ ଟିକେଟ ସଂରକ୍ଷଣ ବାତିଲ ହୋଇଛି ଓ ସେଠାରେ ଟ୍ରେନ ହଲ୍ଟ କରୁନାହିଁ ବୋଲି ଅଭିଯୋଗରେ ଧାରଣା ପ୍ରତିବାଦ ହେଉଥିବା ପୂର୍ବତଟ ରେଳବାଇ ନଜରକୁ ଆସିଛି. ହେଲେ ଏହା ସତ୍ୟ ନୁହେଁ, ଗୁଜବବୋଲି ଚକ୍ରଧରପୁର ଡ଼ିଆରଏମ ଅରୁଣ ରାଠୋର…

ବେଆଇନ ଗଳାବାଟରେ ହେଉଛି ଖଣିଜ ଚାଲାଣ : ପୁଣି ଖଣିମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ

https://youtu.be/ImDID3ft0tY ଭୁବନ/ଅବିନାଶ ସାଥୁଆ ମହାପାତ୍ର: ବେଆଇନ ଭାବେ ଖଣିଜ ସମ୍ପଦ ଚୋରା ଚାଲାଣ ପାଇଁ ଗ୍ରାମ୍ୟ ଜଙ୍ଗଲ ନଷ୍ଟ କରି ନିର୍ମାଣ ହେଉଛି ରାସ୍ତା । ଖୋଦ ଖଣି ମନ୍ତ୍ରୀଙ୍କ ଅଞ୍ଚଳରୁ ଆସିଛି ଏପରି ଅଭିଯୋଗ |ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ପଞ୍ଚାୟତର କାନଖାଇ ଗ୍ରାମରେ…

ଶିକ୍ଷା ହେଉଛି ସାମାଜିକ ଉତ୍‍ଥାନର ଚାବିକାଠି: ପ୍ରଫେସର ଗଣେଶୀ ଲାଲ୍‍

କିଟରେ ଟାଇମ୍‍ସ ହାୟର ଏଜୁକେସନ୍‍ ଭାରତୀୟ ଫୋରମ୍‍ର ସମ୍ମିଳନୀ ଭୁବନେଶ୍ୱର,୨୩ା୨: ଶିକ୍ଷା ହେଉଛି ସାମାଜିକ ଉତ୍‍ଥାନର ଚାବିକାଠ ବୋଲି ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ କହିଛନ୍ତି । ଆଜି କିଟ୍‍ ବିଶ୍ୱବିଦ୍ୟାଳୟ ଓ ଟାଇମ୍‍ସ ହାୟର ଏଜୁକେସନ୍‍ ଭାରତୀୟ ବିଶ୍ୱବିଦ୍ୟାଳୟ ଫୋରମ୍‍ର…

ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗରେ ଦୁର୍ନୀତି

ନଳକୂପ ଚାନ୍ଦିନୀରେ ସିମେଣ୍ଟ ଲେପ ଦେଇ ଲକ୍ଷାଧିକ ଟଙ୍କା ଚଳୁ ! ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗରେ ନଳକୂପ ଚାନ୍ଦିନୀ ନିର୍ମାଣରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ବ୍ଳକର ୧୫ ଗୋଟି ପଞ୍ଚାୟତରେ…

ବାପାଙ୍କ ସ୍ମୃତିରେ ଗଛଟିଏ

ମେଲଛାମୁଣ୍ଡା,୨୩/୨(ମନୋଜ ଭୋଇ)- ରାଜବୋଡାସମ୍ବର ବ୍ଳକ ଅର୍ନ୍ତଗତ କନସିଂହା ଗ୍ରାମର ବାସିନ୍ଦା ତଥା ସମବାୟ ବିଭାଗର ଅବସର ପ୍ରାପ୍ତ ସଂପାଦକ ସ୍ୱର୍ଗତ ଘନଶ୍ୟାମ ଶତପଥୀଙ୍କ ସ୍ମୃତିରେ ଦ୍ୱାଦଶ ତିଥିରେ ଚାରାଟିଏ ରୋପଣ କରିବା ସହ ତାକୁ ଏକ ବିରାଟ ଦୃମରେ ପରିଣତ କରିବା ପାଇଁ ସଂକଳ୍ପ ନେଇଛନ୍ତି…

୨୯୮ ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ଫେଲୋସିପ୍‌ରେ ସମ୍ମାନିତ କରିଛି ଟାଟା ଷ୍ଟିଲ ଫାଉଣ୍ଡେଶନ

.ସ୍ଥାନୀୟ ସମୁଦାୟଗୁଡିକର ସଫଳତାକୁ ବର୍ଣ୍ଣନା କରୁଛି ଉଡାନ୍ ୨୦୨୩ । ବ୍ରହ୍ମପୁର, ୨୩ ଫେବୃଆରୀ ୨୦୨୩: ଟାଟା ଷ୍ଟିଲ୍ ଫାଉଣ୍ଡେଶନ ପକ୍ଷରୁ ଆଜି ଗୋପାଳପୁରର ବିଜୁ ପଟ୍ଟନାୟକ ଅଡିଟୋରିୟମଠାରେ ସମୁଦାୟ ନିୟୋଜନ କାର୍ଯ୍ୟକ୍ରମ ‘ଉଡାନ୍‌-୨୦୨୩’ ଶୁଭାରମ୍ଭ କରାଯିବା ସହିତ ୨୯୮ ଜଣ ମେଧାବୀ…

ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଦ୍ଵାରା ସମ୍ବର୍ଦ୍ଧନା ସଭା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଓଡ଼ିଶା ସରକାର ଓ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଗଜପତି ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ଵାରା ପାରଳାଖେମୁଣ୍ଡି ସ୍ଥିତ ଆର୍ ଏମ୍ ସି ପ୍ରାଙ୍ଗଣରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ସ୍ୱତନ୍ତ୍ର…