ଓଡ଼ଗାଁ ପାଇଁ ୨ କୋଟି ୫୩ଲକ୍ଷ ଟଙ୍କା ମଞ୍ଜୁର, ବଦଳିବ ଓଡ଼ଗାଁ ଏନଏସିର ରୁପରେଖ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବିଜ୍ଞାପିତ ପରିଷଦର ବଦଳିବ ରୂପରେଖ । ସହରର ସୌନ୍ଦର୍ଯ୍ୟ ବୃଦ୍ଧି ସହିତ ଅନ୍ୟାନ୍ୟ ବିକାଶମୂଳକ କାର୍ଯ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨ କୋଟି ୫୩ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ଓଡ଼ଗାଁ ବ୍ଲକ ସଭା ଗୃହରେ ଭିଡିଓ…

ଗୈ।ଡପୁଟ ପଞ୍ଚାୟତ କର୍ମି ସମ୍ମିଳନୀ, ମିଶ୍ରଣ ପର୍ବ

ନବୀନ ବିକାଶ’କୁ ଜନାଦୃତ କରିବାକୁ ଅରୁଣଙ୍କ ଆହ୍ୱାନ ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଲକ ଗୈାଡ଼ପୁଟ ପଞ୍ଚାୟତ ବୁଢ଼ାବୁଢ଼ୀଆଣି ଠାକୁରାଣୀ ମନ୍ଦିର ପରିସରରେ ବିଜୁ ଜନାତ ଦଳ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ…

ଝରଣା ରେ ସ୍ନାନ କରୁଥିବା ବେଳେ ବୁଡିଯାଇ ଯୁବକ ଙ୍କର ମୃତ୍ୟୁ

ବରଗଡ :- ବରଗଡ଼ ଜିଲ୍ଲା ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଙ୍କର ମନ୍ଦିର ନିକଟରେ ପ୍ରବାହିତ ହେଉଥିବା ଝରଣାରେ ଗାଧୋଇବା ପାଇଁ ସମସ୍ତଙ୍କର ପ୍ରବଳ ଇଛା ହୋଇଥାଏ । ଏହି ଝରଣାରେ ଗାଧୋଇବା ପାଇଁ ଅନେକ ସୁନ୍ଦର ସ୍ଥାନ ରହିଛି । ଆଜି ଦିପହର ପ୍ରାୟ 12 ଘଣ୍ଟା ସମୟରେ ବରଗଡ଼ ନିକତସ୍ତ…

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବାଘେଲ

ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତାବ ଭୁବନେଶ୍ଵର: ଛତିଶଗଡ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେଶ ବାଘେଲ ଆଜି ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇ କରମଣ୍ଡଳ ଦୁର୍ଘଟଣା ସଂପର୍କରେ ଆଲୋଚନା କରିଥିଲେ। ଦୁର୍ଘଟଣା ରେ ମୃତାହତ ଲୋକଙ୍କ ପାଇଁ ଗଭୀର ଦୁଃଖ…

ବାହାନଗା ରେଳ ଦୁର୍ଘଟଣା ଉଦ୍ଧାର କାର୍ଯ୍ୟରେ ନିଜର ହେଲିକପ୍ଟର ଯୋଗାଇଦେବାକୁ ବୈଜୟନ୍ତ ପଣ୍ଡାଙ୍କ ନିବେଦନ

ଭୁବନେଶ୍ବର, ୦୩।୦୬- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣା ଖବରରେ ଅତ୍ୟନ୍ତ ମର୍ମାହତ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତ ଯାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା…

ପ୍ରମୁଖ ପରିମଳ କର୍ମଚାରୀଙ୍କୁ “ବିଶ୍ୱ ପରିବେଶ ଦିବସ” ରେ ଗାରିମା ପରିଚୟ ପତ୍ର ପ୍ରଦାନ କରାଯିବ

ଭୁବନେଶ୍ୱର: ରାଜ୍ୟର ୧୧୫ ଗୋଟି ପୌରାଞ୍ଚଳରେ ଚିହ୍ନଟ ହୋଇଥିବା ପ୍ରମୁଖ ପରିମଳ କର୍ମଚାରୀ ମାନଙ୍କୁ ଗରିମା ଅଧୀନରେ ପରିଚୟ ପତ୍ର ପ୍ରଦାନ କରାଯିବ I ଓଡ଼ିଶା ସରକାର ୨୦୨୦ ରେ ପ୍ରମୁଖ ପରିମଳ କର୍ମଚାରୀଙ୍କ ସୁରକ୍ଷା, ମର୍ୟ୍ୟାଦା ଓ କଲ୍ୟାଣ ପାଇଁ ଭାରତର କୌଣସି ରାଜ୍ୟ ଦ୍ୱାରା ଆରମ୍ଭ…

ବାଲେଶ୍ୱର ଦୁର୍ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ,ରେଳମନ୍ତ୍ରୀଙ୍କ ସହ ଉଦ୍ଧାର କାର୍ଯ୍ୟ ନେଇ ଆଲୋଚନା

ସ୍ଥାନୀୟବାସୀଙ୍କୁ ଜଣାଇଲେ ଧନ୍ୟବାଦ https://youtu.be/EP4CaX2zTfE ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଉଦ୍ଧାର କାର୍ଯ୍ୟ ନେଇ ଆଲୋଚନା କରିଛନ୍ତି । ଏହାପରେ ବାଲେଶ୍ବର…

ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କର ତୃତୀୟ ବ୍ୟାଚ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ

ଭୁବନେଶ୍ୱର(ଶାସକ ପ୍ରଶାସକ) : ସରକାରୀ ଉଚ୍ଚ ବିଦ୍ୟାଳୟ ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟମାନଙ୍କରେ କାର୍ଯ୍ୟରତ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କର ଦୁଇ ଦିବସୀୟ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର (ତୃତୀୟ ବ୍ୟାଚ), କଳିଙ୍ଗ ଷ୍ଟାଡ଼ିୟମ, ଭୁବନେଶ୍ୱରଠାରେ ଉଦଘାଟିତ ହୋଇଯାଇଅଛିା ଓସେପାର ଅତିରିକ୍ତ…

“ମୋ ଘର” ଯୋଜନାରେ ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରା ଅଞ୍ଚଳରେ ସଫଳତାର ସହ କାର୍ଯ୍ୟକାରୀ କରିବା ଉପରେ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ "ମୋ ଘର" ଯୋଜନା ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରା ଅଞ୍ଚଳରେ ସଫଳତାର ସହ କାର୍ଯ୍ୟକାରୀ କରିବା ଉପରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ "ମୋ ଘର" ଯୋଜନାର କର୍ମଶାଳା…