Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର
ନୟାଗଡ,୨୪/୨: ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଗତିଶ୍ୱର ଡିଗ୍ରୀ ମହାବିଦ୍ୟାଳୟ,ମାଳିସହିଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଏନ.ଏସ.ଏସ ସଂଯୋଜକ ଜ୍ୟୋତିରଞ୍ଜନ ଭୂୟାଁ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ।ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା…
ଅବସରପ୍ରାପ୍ତ ପୁଲିସ କର୍ମଚାରୀ କଲ୍ୟାଣ ସଂଘ ବୈଠକ
ନୟାଗଡ଼,୨୪/୨:ବରିଷ୍ଠ ନାଗରିକ ଗୋଷ୍ଠୀ କେନ୍ଦ୍ରଠାରେ ଅବସରପ୍ରାପ୍ତ ପୁଲିସ କର୍ମଚାରୀ କଲ୍ୟାଣ ସଂଘ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଉକ୍ତ ଅଧିବେଶନରେ ସଂଘର ସଭାପତି ଅଭିମନ୍ୟୁ ପରିଡ଼ା ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଗୋପାଳ ଚନ୍ଦ୍ର ନାୟକ ପୂର୍ବ ସଭାର ବିବରଣୀ ପାଠ କରିଥିଲେ।…
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ମାର୍ଚ୍ଚ ୪ରେ ଭୁବନେଶ୍ୱରରୁ ଆଜମେର ଓ ପୁଷ୍କର ଯାତ୍ରା କରିବ ସ୍ୱତନ୍ତ୍ର…
ତୀର୍ଥଯାତ୍ରାର ସୁବ୍ୟବସ୍ଥା କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର-ତା-୨୪.୦୨.୨୦୨୩: ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ପ୍ରମୁଖ କାର୍ଯ୍ୟକ୍ରମ “ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା”ରେ ୨୦୧୯-୨୦୨୦ ବର୍ଷପାଇଁ ଗତ ଜାନୁଆରୀ ୨୭…
‘ଫିଟ୍ ଫର୍ ଲାଇଫ୍’ ପାଇଁ ଓଡ଼ିଶା ସରକାର, ୟୁନେସ୍କୋ ଓ କିସ୍ ତ୍ରିପାକ୍ଷିକ ବୁଝାମଣା
ଭୁବନେଶ୍ୱର, ୨୪ ।୨: ୟୁନେସ୍କୋର ‘ଫିଟ୍ ଫର୍ ଲାଇଫ୍’ କାର୍ଯ୍ୟକ୍ରମ ନିମନ୍ତେ ୟୁନେସ୍କୋ, କିସ୍ ଓ ରାଜ୍ୟ କ୍ରୀଡ଼ା ବିଭାଗ ମଧ୍ୟରେ ତ୍ରିପାକ୍ଷିକ ବୁଝାମଣାପତ୍ର ଗୁରୁବାର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣାପତ୍ରରେ ଓଡ଼ିଶା ସରକାରଙ୍କ ପକ୍ଷରୁ କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା…
ବର୍ଦ୍ଧିତ ଜନସଂଖ୍ୟାର ଆବାସିକ ବ୍ୟବସ୍ଥା ପାଇଁ ସହରଗୁଡିକୁ ସ୍ଥାୟୀ ଭିତିଭୂମି ସହିତ ବିକଶିତ କରିବାର ଆବଶ୍ୟକତା ରହିଛି:…
୭୧ତମ ନ୍ୟାଶନାଲ ଟାଉନ୍ ଆଣ୍ଡ୍ କଂଟ୍ରି ପ୍ଲାନର୍ସ କନ୍ଫରେନ୍ସ
ଭୁବନେଶ୍ୱର, ୨୪ ଫେବୃଆରୀ ୨୦୨୩: ଭବିଷ୍ୟତର ବର୍ଦ୍ଧିତ ଜନସଂଖ୍ୟା ପାଇଁ ବାସସ୍ଥାନର ବ୍ୟବସ୍ଥା କରିବା ଲାଗି ସ୍ଥାୟୀ ଭିତିଭୂମି ସହିତ ସହରଗୁଡିକୁ ବିକଶିତ କରିବାର ଆବଶ୍ୟକତା ରହିଛି ବୋଲି ୭୧ତମ ନ୍ୟାଶନାଲ ଟାଉନ୍ ଆଣ୍ଡ କଂଟ୍ରି…
ନୟାଗଡ଼ ଜିଲ୍ଲାର ଅନ୍ୟତମ ଆକର୍ଷଣ ‘ବରକନ୍ୟା ଝରଣା’
ନୟାଗଡ଼(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବୁଢ଼ା ବୁଢିଆଣୀ ବନ୍ଧ ଠାରୁ ଦକ୍ଷିଣକୁ ଓସ୍ତିଆ ମାଳ ଗ୍ରାମଦେଇ ଗଡଗାଁର ନିହଲପ୍ରସାଦ ନିକଟରେ ପ୍ରାକୃତିକ ଶୋଭାରାଜିରେ ଭରପୂର 'ବରକନ୍ୟା ଝରଣା' ଏବେ ସବୁରି ମନ ମୋହିବାରେ ଲାଗିଛି । ବୁଢ଼ା ବୁଢିଆଣୀ ବନ୍ଧର ଦକ୍ଷିଣ ପାର୍ଶ୍ବ ଠାରୁ…
ସହକାରୀ ଜିଲ୍ଲାପାଳ ଙ୍କୁ ଅତିରିକ୍ତ ଦାୟିତ୍ୱ
କାମାକ୍ଷାନଗର - ୨୩/୦୨/୨୦୨୩- କାମାକ୍ଷାନଗର ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ମଦନ ମୋହନ ଜେନା ଙ୍କୁ କାମାକ୍ଷାନଗର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ସହକାରୀ ଜିଲ୍ଲାପାଳ ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଭାବରେ ଯୋଗ ଦେଇଥିଲେ । କାମାକ୍ଷାନଗର ରେ କର୍ଯ୍ୟକରିବାର ପ୍ରାୟ ଏକ ବର୍ଷ…
୫ ଡକାୟତ ଗିରଫ,ବାଇକ, ମାରାଣାସ୍ତ୍ର ବିପୁଳ ପରିମାଣର ବୋମା ତିଆରି ସାମଗ୍ରୀ ଜବତ।
ଦାଦାବଟି ମାଗିବା ଓ ଡକାୟତି କରିବା ଅଭିଯୋଗରେ ଗିରଫ ବୋଲି କାମାକ୍ଷାନଗର ଏସ୍ଡ଼ିପିଓ ସାମ୍ବାଦିକ ସମିଳନୀରେ ସୂଚନା |
କାମାକ୍ଷାନଗର/ରିତେଶ ବ୍ରହ୍ମା )-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୋଲିସର ବଡ ସଫଳତା। ଦାଦା ବଟି ମାଗିବ ଅଭିଯୋଗା ଓ ଗତ କାଲି ଡକାୟତି ପାଇଁ ଉଦ୍ୟମ କରୁଥିବା ବେଳେ ୫…
ମଧ୍ୟାହ୍ନ ଭୋଜନ ପାଚିକା-ସହାୟିକା ମାନଙ୍କର ବିଭିନ୍ନ ଦାବି ନେଇ ଯୋଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ଯୋଡା, (ପାର୍ଥ ସାରଥି ଷଡ଼ଙ୍ଗୀ)୨୪/୨ କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ କାର୍ଯ୍ୟରତ ମଧ୍ୟାହ୍ନ ଭୋଜନ ପାଚିକା-ସହାୟିକା ମାନଙ୍କର ବିଭିନ୍ନ ଦାବି ନେଇ ସିଆଇଟିୟୁ ପକ୍ଷରୁ ଯୋଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…
ୟୁରୋପୀୟ କଳା ପ୍ରଦର୍ଶନୀରେ ଏସିଆର ପ୍ରତିନିଧିତ୍ୱ କରୁଥିବା ଓଡିଆ ଆର୍ଟ/କ୍ରାଫ୍ଟ ବ୍ରାଣ୍ଡ ‘ମୌଜଆର୍ଟ’ କୁ ପ୍ରଶଂସା
ଭୁବନେଶ୍ୱର:- ଆନ୍ତର୍ଜାତୀୟ ମଲ୍ଟି ମିଡିଆ କଳାକାର ତଥା ଚିତ୍ରକାର ଅର୍ଚ୍ଚନା ରଥ ଏବଂ ସହ-ପ୍ରତିଷ୍ଠାତା ବିଶ୍ୱନାଥ ରଥ କେବଳ ଓଡିଶା କିମ୍ବା ଭାରତ ପାଇଁ ନୁହେଁ ବଂର ଏସିଆରେ ମଧ୍ୟ ସେମାନଙ୍କର ବ୍ରାଣ୍ଡ ‘ମୌଜଆର୍ଟ’ ର ସ୍ୱତନ୍ତ୍ର କଳାକୃତିର ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏକ…