ଝିଅ ପଢ଼ିଲେ ଦେଶ ବଢ଼ିବ : ଉଚ୍ଚଶିକ୍ଷା ମନ୍ତ୍ରୀ

କାନପୁର ଆଞ୍ଚଳିକ ଡିଗ୍ରୀ କଲେଜ ଓ ନରସିଂହପୁର ଡିଗ୍ରୀ କଲେଜର ବାର୍ଷିକ ଉତ୍ସବ ଭୁବନେଶ୍ୱର: କଟକ ଜିଲ୍ଲା କାନପୁର ଆଞ୍ଚଳିକ ଡିଗ୍ରୀ କଲେଜ ଓ ନରସିଂହପୁର ଡିଗ୍ରୀ କଲେଜର ବାର୍ଷିକ ଉତ୍ସବ ଶନିବାର ଧୁମ୍‌ଧାମ୍‌ରେ ପାଳନ କରାଯାଇଛି । କାନପୁର ଆଞ୍ଚଳିକ ଡିଗ୍ରୀ କଲେଜର ବାର୍ଷିକ ଉତ୍ସବରେ ମୁଖ୍ୟ…

“ବସ୍ତାନି ବଡ, ପାଠ କମ୍‌” – ଗୋଲକ ମହାପାତ୍ର

ରାଜ୍ୟ ସରକାରଙ୍କ ବଜେଟ   ରାଜ୍ୟ ସରକାରଙ୍କ ନିଜସ୍ୱ ରୋଜଗାର ୧,୦୫,୫୦୦କୋଟି, ଯାହା ଦରମା ଓ ପେନସନ ବାବଦରେ ଖର୍ଚ୍ଚ ହୋଇଯାଉଛି  ଓଡିଶା ବଜେଟ୍ ସଂପୂର୍ଣ୍ଣ କେନ୍ଦ୍ରୀୟ ଅନୁଦାନ ଉପରେ ନିର୍ଭରଶୀଳ  ୨୦୧୯ ରୁ ୨୦୨୨ ପର୍ଯ୍ୟନ୍ତ ଆକଳନ ହୋଇଥିବା ବଜେଟରୁ ୯୯,୬୯୬ କୋଟି…

ଉଠା ଜଳସେଚନ ପାଇପ ଚୋରି ଉଦ୍ୟମ ପଣ୍ଡ

ଖବର ପାଇ ପହଁଚିଲେ ଚାଷୀ , ଘଟଣା ସ୍ଥଳରୁ ଫେରାର ଚୋର | କାମାକ୍ଷାନଗର(ରିତେଶ ବ୍ରହ୍ମା):କାମାକ୍ଷା ନଗର ଥାନା ମୁକ୍ତାପସି ଗ୍ରାମ ନିକଟସ୍ଥ ରେଙ୍ଗାଳି ବାମପାର୍ଶ୍ବ କେନାଲରେ ଲାଗିଥିବା ଉଠା ଜଳସେଚନ ପ୍ରକଳ୍ପ ରୁ ପାଇପ ଚୋରି ଉଦ୍ୟମ ପଣ୍ଡ ହୋଇଛି |ଗ୍ରାମବାସି ଆସିଯିବା ଫଳରେ ଘଟଣା ସ୍ଥଳରୁ…

କୋଭିଡରେ ପ୍ରାଣ ହରାଇଥିବା ସାମ୍ବାଦିକ ତପନ ମଲ୍ଲିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ

ରାଉରକେଲା: (ବସନ୍ତ କୁମାର ଜେନା): କୋଭିଡ୍‌ ମହାମାରୀରେ ପ୍ରାଣ ହରାଇଥିବା ବଣାଇଁର ସାମ୍ବାଦିକ ତପନ ମଲ୍ଲିକ ଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ଅନଲାଇନ ମାଧ୍ୟମରେ ଦିଆଯାଇଥିବା ସହାୟତା ରାଶିର ପ୍ରମାଣପତ୍ରକୁ ଶୁକ୍ରବାର ଦିନ…

ରାଉରକେଲାରେ ଟିଉସନ୍ ଶିକ୍ଷକଙ୍କ ଦ୍ଵାରା ଛାତ୍ରୀକୁ ଅସଦାଚରଣ ଅଭିଯୋଗ

ରାଉରକେଲା ୨୪/୨, (ବସନ୍ତ କୁମାର ଜେନା)ଉଦିତନଗର ଥାନା ସ୍ଥିତ ବାସନ୍ତୀ କଲୋନୀ, ଏଫ୍ଏଲ୍ – ୨୦୭ରେ ଜଣେ ୧୭ ବର୍ଷିୟ ଝିଅ ଟିଉସନ୍ ପଢିବାକୁ ଯାଇଥିବା ସମୟରେ, ଟିଉସନ୍ ଶିକ୍ଷକଙ୍କ ଦ୍ବାରା ଅସଦାଚରଣ ହୋଇଛି ବୋଲି ଉଦିତନଗର ଥାନାରେ ଆଜି ଅଭିଯୋଗ କରାଯାଇଛି। ଘଟଣାରୁ ପ୍ରକାଶ ଯେ, ବାସନ୍ତୀ…

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ଉଡାନ୍ ୨୦୨୩ରେ କୃଷକ ଓ ବୈଜ୍ଞାନିକଙ୍କ ସମାବେଶ, କୃଷିରେ ନବସୃଜନ ଉପରେ ଆଲୋଚନା

ଭୁବନେଶ୍ୱର/ ବ୍ରହ୍ମପୁର: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜନ କରାଯାଇଥିବା ଦୁଇଦିନିଆ ଗୋଷ୍ଠୀ ସଂପୃକ୍ତି ସମ୍ପର୍କ କାର୍ଯ୍ୟକ୍ରମ ଉଡାନ୍‌ର ଉଦଯାପନୀ ଦିବସରେ ଜଳବାୟୁ ସ୍ଥିରତା କୃଷିରେ ନବସୃଜନ ଉପରେ ଆଲୋଚନା କରିବା ଲାଗି କୃଷକ ଓ ବୈଜ୍ଞାନିକଙ୍କ ସମାବେଶ ହୋଇଥିଲା ।ଗଂଜାମ ଜିଲ୍ଲା…

ବିଭିନ୍ନ ପ୍ରସଙ୍ଗରେ ରାଜବୋଡାସମ୍ବର କୃଷକ ସଙ୍ଗଠନ ତରଫରୁ ତହସିଲଦାର ଙ୍କୁ ଦାବିପତ୍ର

 ବରଗଡ :- ବରଗଡ ଜିଲ୍ଲା ପାଇକମାଳ ବ୍ଲକ ରାଜବୋଡାସମ୍ବର୍ କୃଷକ ସଂଗଠନ ର ସଭାପତି ଶ୍ରୀ ନନ୍ଦଲାଲ ତ୍ରିବେଦୀ ଙ୍କ ନେତୃପ୍ତ ରେ ପାଇକମାଳ ବ୍ଲକ ଚାଷୀ ପ୍ରତିନିଧି ମଣ୍ଡଳୀ ବିଦ୍ୟୁତ୍ ବିଲ , ଇନ୍ ପୁଟ ସବସିଟି , ଇନ୍ସୁରେନ୍ସ ପ୍ରସଙ୍ଗରେ ଦାବିପତ୍ର ଦେଇ ଆଲୋଚନା କରିଥିଲେ।ପାଇକମାଳ ଏକ ଚିର…

ଆମ୍ବଲାନ୍ସରେ ଛୁଆକୁ ଜନ୍ମଦେଇ ମା’ର ମୃତ୍ୟୁ

ଓଡ଼ଗାଁ, ୨୪।୨(ଶ୍ରୀକାନ୍ତ କୁମାର ମିଶ୍ର): ସରକାରଙ୍କ ଦ୍ବାରା ଗର୍ଭବତି ମା' ଠାରୁ ଆରମ୍ଭ କରି ଛୁଆ ଜନ୍ମ ହୋଇ ୫ବର୍ଷ ହେବା ପର୍ଯ୍ୟନ୍ତ ଅନେକ ହିତକର ଯୋଜନା ଲାଗୁ କରାଯାଇଥିବା ବେଳେ ଆମ୍ବଲାନ୍ସ ମଧ୍ୟରେ ଛୁଆକୁ ଜନ୍ମ ଦେଇ ମା'ର ମୃତ୍ୟୁ ଘଟିବା ପରି ଏକ ଅଭାବନୀୟ ଘଟଣା ଏନେଇ ପ୍ରଶ୍ନବାଚୀ…

ଉତ୍କଳ ଆଲୁମିନାର ରକ୍ତଦାନ ଶିବିରରେ ରେକର୍ଡ ୨୫୩ ୟୁନିଟ ରକ୍ତ ସଂଗୃହୀତ

କାଶୀପୁର / ଟିକିରି ରୁ ବୈକୁଣ୍ଠ ଦୁରିଆ : ଏହି ଅଞ୍ଚଳର ସ୍ୱାସ୍ଥ୍ୟ ଓ କଲ୍ୟାଣ ଦିଗରେ ନିରଳସ ଭାବରେ ଚାଲିଥିବା ପ୍ରୟାସର ଅଂଶସ୍ୱରୂପ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଏହାର ନୂଆପଡା ଟାଉନସିପ୍‍ କ୍ଲବ ହାଉସଠାରେ…

ରୋଟାରୀର ୧୧୮ତମ ଜନ୍ମବାର୍ଷିକୀ

ନୟାଗଡ଼: ୧୯୦୫ ଫେବୃୟାରୀ ୨୩ ରେ ଜନ୍ମଲାଭ କରିଥିବା ରୋଟାରୀ ଇଣ୍ଟରନ୍ୟାସନାଲର ୧୧୮ ତମ ଜନ୍ମବାର୍ଷିକୀ ରୋଟାରୀ କ୍ଲବ ନୟାଗଡ଼ରେ ପାଳିତ ହୋଇଯାଇଛି। ରୋଟାରୀ କ୍ଳବ୍ର ସଭାପତି ପ୍ରବୀର କୁମାର ପୃଷ୍ଟିଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ନୟାଗଡ଼ ମୁନିସିପାଲିଟିର ଅଧ୍ୟକ୍ଷା…