Sign in
Sign in
Recover your password.
A password will be e-mailed to you.
ବ୍ୟାଙ୍କରୁ ଟଙ୍କା ଉଠାଇ ମାର୍କେଟିଙ୍ଗ କରୁଥିବାବେଳେ ୧ ଲକ୍ଷ ଟାଙ୍କ ଝାମ୍ପିନେଇ ପଳାଇଲେ ଦୁଇ ଦୁର୍ବୁତ୍ତ।
କାମାକ୍ଷାନଗର(ରିତେଶ ବ୍ରହ୍ମା): ବ୍ୟାଙ୍କରୁ ଟଙ୍କା ଉଠାଇ ବଜାରରୁ ମଞ୍ଜି ଦୋକାନରୁ ମଞ୍ଜି କିଣୁଥିବାବେଳେ ଝାମ୍ପିନେଲେ ୧ ଲକ୍ଷ ଟଙ୍କା। ସୂଚନା ମୁତାବକ ଆଜି ଦିନ ପ୍ରାୟ ୧୧ ଟା ବେଳକୁ ମଠକରଗୋଳା ଗ୍ରାମର ସନ୍ତୋଷ ଜେନା କାମାକ୍ଷାନଗର ଷ୍ଟେଟବ୍ୟାଙ୍କ ଶାଖରୁ ୧ ଲକ୍ଷ ଟଙ୍କା ଉଠାଇ ବଜାରର…
ଓଇଆରସି ଅଧ୍ୟକ୍ଷ ଭାବେ ଶପଥ ଗ୍ରହଣ ନେଲେ ସୁରେଶ
ଭୁବନେଶ୍ୱର : ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ଅଧ୍ୟକ୍ଷ ଭାବେ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଶପଥ ଗ୍ରହଣ କରିଛନ୍ତି । ଆଜି ରାଜଭବନରେ ଏହି ଉପଲକ୍ଷେ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନବନିଯୁକ୍ତ ଅଧ୍ୟକ୍ଷ ଶ୍ରୀ ମହାପାତ୍ରଙ୍କୁ ପଦ ଓ ଗୋପନୀୟତାର…
ଚୁଲି ମୁଣ୍ଡକୁ ଆଉ ଏକ ଜୋର ଝଟକା : ବଢ଼ିଲା ଜାଳେଣି ଗ୍ୟାସ ଦର
ନୂଆଦିଲ୍ଲୀ:ଜାତୀୟ ରାଜଧାନୀର ଗ୍ୟାସ ବ୍ୟବହାରକାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ ଏକ ଝଟକା | ଉଚ୍ଚ ମୁଦ୍ରାସ୍ଫୀତି ଚାପରେ ଗ୍ରାହକଙ୍କ ମୁଣ୍ଡରେ ଗୋଟେ ବୋଝ ଲଦିଦେଇ ତୈଳ ମାର୍କେଟିଂ କମ୍ପାନୀଗୁଡିକ (ଓଏମସି) ଆଜି (ବୁଧବାର, 1 ମାର୍ଚ୍ଚ 2023) ଠାରୁ ରାଜଧାନୀରେ ଉଭୟ ବ୍ୟବସାୟିକ…
ଶିକ୍ଷକଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ
ଯଶୀପୁର: ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ ଚାକିଡି ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦଲକିବେଡା ଠାରେ ଶିକ୍ଷକ ରାମଚନ୍ଦ୍ର ସୋରେନ୍ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ଚାକିଡ଼ି ର ସଂଯୋଜକ…
ଲୋୟର ପିଏମଜି ହିଂସା ଘଟଣା: ବନ୍ଧା ହେଲେ ଇରାଶିଷଙ୍କ ସହିତ ୨୨ ବିଜେପି କର୍ମୀ
ଲୋୟର ପିଏମଜିରେ ବିଜେପିର ପକ୍ଷରୁ ଭିଯାଯାଇଥିବା ହିଂସା ଘଟଣାରେ ବନ୍ଧା ହୋଇଛନ୍ତି ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ । ତାଙ୍କ ସହିତ ୨୨ କର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସମସ୍ତଙ୍କ ବିରୋଧରେ ଲାଗିଛି ଆଇପିସିର ଧାରା ୧୪୭, ୧୪୮, ୨୯୪ , ୩୫୩ , ୩୨୩, ୩୨୫,…
ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ରେ ଜାତୀୟ ବିଜ୍ଞାନ ଦିବସ।
କାମାକ୍ଷାନଗର /ରିତେଶ ବ୍ରହ୍ମା :କାମାକ୍ଷାନଗର ସନ୍ନିକଟ କାନପୁରା ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ଙ୍କ ଅଧ୍ୟକ୍ଷତାରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟଅତିଥି ରୂପେ ରାଜ୍ୟପାଳ ପୁରସ୍କୃତ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ…
ବେଆଇନ ବାଲି ଘାଟରେ ଚଢାଉ,୧୦ଟି ଗାଡି,୨ଟି ଜେସିବି ମେସିନ ଜବତ
କାମାକ୍ଷାନଗର/ରିତେଶ ବ୍ରହ୍ମା - କାମାକ୍ଷାନଗର ଥାନା ଶାଶନ ନିକଟରେ ଥିବା ବେଆଇନ ଭାବେ ଚାଲାଣ ହେଉଥିବା ବାଲି ଘାଟରେ ଚଢାଉ।୧୦ଟି ବାଲି ବୋଝେଇ ଗାଡି ସମେତ ୨ଟି ଜେସିବି ମେସିନକୁ ଜବତ କରିଛି ପ୍ରଶାଶନ।ସୂଚନା ମୂତାବକ ଶାଶନ ଠାରେ ଥିବା ରାମିଆଳ ନଦିରୁ ଦିର୍ଘଦିନ ହେବ ବେଆଇନ ଭାବରେ ବାଲି…
ପ୍ରକୃତି ବିନା ଅଗ୍ନି ପିଣ୍ଡୁଳାରେ ପରିଣତ ହୋଇଯିବ ଧରିତ୍ରୀ :- ପଦ୍ମଶ୍ରୀ ପଟ୍ଟାୟତ ସାହୁ
ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ
ବରଗଡ଼ :- ବରଗଡ଼ , ନୂଆପଡା ଓ ବଲାଙ୍ଗିର ଜିଲ୍ଲାର ସୀମା ନିର୍ଦ୍ଧାରଣ କରୁଥିବା ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ କେବଳ ଏକ ଜଙ୍ଗଲ କିମ୍ବା ପାହାଡ଼ ନୁହେଁ , ପୁରାଣ ସାକ୍ଷୀ ଅଛି , ଏହି ପର୍ବତରେ ଭରି ରହିଛି…
ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ , ଓଡିଶା , ଭୁବନେଶ୍ୱର ଆନୁକୂଲ୍ୟରେ ଓ ଜିଲ୍ଲା ଶିକ୍ଷା ଅଧିକାରୀ…
ପିଡ଼ିଏସରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ ଗୁଜବ : ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ
ଭୁବନେଶ୍ୱର : ପିଡ଼ିଏସରେ ପ୍ଲାଷ୍ଟିକ ଚାଉଳ ବଣ୍ଟନକୁ ଗୁଜବ ବୋଲି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ଏହା ଭିଟାମିନ ଯୁକ୍ତ ଚାଉଳ ପ୍ରଥମେ ମାଲକାନଗିରି ଜିଲ୍ଲାରେ ପାଇଲଟ ବେସିସରେ ଦିଆଯାଇଥିଲା । ସେ ସମୟରେ ମଧ୍ୟ ଏହି ଚାଉଳ ନେଇ ଏହି ଭଳି ଗୁଜବ ଧାରଣା ସୃଷ୍ଟି ହୋଇଥିଲା ।…