ପଦ୍ମପୁର : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଘନାମାଲ ରେ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଷ୍ଟାର୍ ପ୍ଲସ୍ କ୍ରିକେଟ କ୍ଲବ ଆନୁକୂଲ୍ଯରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ କୁ ଯୁବନେତା ଭୋଜରାଜ ସିଂ ବରିହା ମୁଖ୍ୟ ଅତିଥି, ଜୋନ୍ ୩ ଜିଲ୍ଲା ପରିଷଦ ପ୍ରତିନିଧି ଅନିରୁଦ୍ଧ ରଣା ଓ ସମିତି ସଭ୍ୟ ଅମିଲାଲ ଭୁଏ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି l ଏହି ଟୁର୍ଣ୍ଣାମେଣ୍ଟରେ ୨୪ ଗୋଟି ଦଳ ଭାଗ ନେଇଥିବା ବେଲେ କ୍ଲବର ସମସ୍ତ ସଦସ୍ଯ ପରିଚାଲନାରେ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.