Sign in
Sign in
Recover your password.
A password will be e-mailed to you.
ଜଳ ସଂପଦର ବିକାଶ ଓ ଜଳସେଚନ ଭିତ୍ତିଭୂମି ନିର୍ମାଣ : ୫ବର୍ଷରେ ୭୫,୦୦୦ କୋଟି ବିନିଯୋଗ ଲକ୍ଷ୍ୟ
୨୦୨୩-୨୪ ରେ ଜଳ ସମ୍ପଦ ବିଭାଗ ସଂପର୍କିତ ବ୍ୟୟ ବରାଦ ସଂପର୍କରେ ଜଳ ସଂପଦ ମନ୍ତ୍ରୀ ଏବଂ ଉନ୍ନୟନ କମିଶନର ଦେଲେ ସୂଚନା
ଭୁବନେଶ୍ୱର : ଓଡିଶା ବଜେଟ୍-୨୦୨୩-୨୪ ରେ ଜଳ ସମ୍ପଦ ବିଭାଗ ସଂପର୍କିତ ବ୍ୟୟ ବରାଦ ସଂପର୍କରେ ଆଜି ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି…
ଟାଟା ପାୱାର , ପ୍ରଶାସନ ଓ ଚାଷୀ ସଂଗଠନର ସଫଳ ଆଲୋଚନା
ବରଗଡ :- ପାଇକମାଳ ବ୍ଲକ ରାଜବୋଡାସମ୍ବର୍ କୃଷକ ସଂଗଠନ ର ସଭାପତି ଶ୍ରୀ ନନ୍ଦଲାଲ ତ୍ରିବେଦୀଙ୍କ ନେତୃତ୍ୱରେ ପାଇକମାଳ ବ୍ଲକ କାର୍ଯ୍ୟାଳୟ ଠାରେ ଚାଷୀ ପ୍ରତିନିଧି ମଣ୍ଡଳୀ ,ତହସିଲଦାର,ବିଦ୍ୟୁତ୍ ବିତରକ ପାଇକମାଳ sdo ଙ୍କ ସହିତ ବିଦ୍ୟୁତ୍ ସମସ୍ୟା ର ସମାଧାନ ପାଇଁ ବୈଠକ ବସିଥିଲା ,କୃଷକ…
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ମନ୍ତ୍ରାଳୟ ପକ୍ଷରୁ ତଥା ସୋସିଓ କଲ୍ଚୁରାଲ ଡେଭଲପମେଣ୍ଟ ସେଣ୍ଟର ଓଡ଼ିଶା ସହଯୋଗରେ ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜିଲ୍ଲାସ୍ତରୀୟବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।…
ବିଦ୍ୟାଳୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ , ଜାଜପୁର ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ , ଗଜପତି ପ୍ରୋଦୋଷ କୁମାର ନାଇକଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର…
ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର “ଶତବାର୍ଷିକୀ ଉତ୍ସବ” ସମାରୋହ
https://youtu.be/hsYxVe6lCc4
-ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ୧୯୧୯ ମସିହାରେ ପାରଳା ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଦ୍ବାରା ସ୍ଥାପିତ ହୋଇଥିବା ଶତାୟୁ ପୁରାତନ ବିଦ୍ୟାଳୟ ତଥା…
ଫାର୍ମା ଜଗତରେ ନିରନ୍ତର ବିକାଶ ଆଣିବା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ବିଶେଷଜ୍ଞଙ୍କ ମତ
ଭୁବନେଶ୍ୱର, ୦୧/୦୩: ଫାର୍ମା ଛାତ୍ରଛାତ୍ରୀମାନେ ଏହି କ୍ଷେତ୍ରରେ ଘଟୁଥିବା ସମସ୍ତ ବିକାଶ ପ୍ରକ୍ରିୟା ବିଷୟରେ ସକ୍ରିୟ ଭାବେ ଅବଗତ ରହିବା ଆବଶ୍ୟକ ବୋଲି ଜଣେ ବିଶେଷଜ୍ଞ ମତ ଦେଇଛନ୍ତି । ନିୟମିତ ଭାବେ ଜ୍ଞାନ ବୃଦ୍ଧି କର ଏବଂ ବିକାଶ ପ୍ରକ୍ରିୟା ବିଷୟରେ ଅବଗତ ରହିଲେ ଭବିଷ୍ୟତରେ ଆଗକୁ ଯିବ…
ଏକ ହତ୍ୟା ମାମଲାରେ ଅପରାଧୀ ଭ୍ରମର କୁଅଁର କୁ ଦଶ ବର୍ଷ ଜେଲ ଦଣ୍ଡାଦେଶ
ସୁନ୍ଦରଗଡ଼, (ବସନ୍ତ କୁମାର ଜେନା): ଆଜି ମାନ୍ୟବର ଜିଲ୍ଲା ଦୌରା ଜଜ ଶ୍ରୀ ଶୁଭଦର୍ଶୀ ପଟନାୟକ ସୁନ୍ଦରଗଡ଼ ST Case no. 94/ 2018, ଏକ ହତ୍ୟା ଘଟଣାରେ ଜଣେ ଅପରାଧୀ ଭ୍ରମର କୁଅଁର କୁ IPC ର ଦଫା 304(1) ରେ ଦଶ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା…
ଗୁଣ୍ଡା ଲଗାଇ ପୁଅ ଓ ବୋହୁକୁ ମରଣାତ୍ମକ ଆକ୍ରମଣ କରାଇଲେ ପରିବାର ଲୋକ
ସ୍ତ୍ରୀକୁ ଛାଡପତ୍ର ନଦେବାରୁ ଆକ୍ରମଣ ହୋଇଥିବା ଅଭିଯୋଗ, ପୋଲିସର ତଦନ୍ତ।
କାମାକ୍ଷାନଗର(ରିତେଶ ବ୍ରହ୍ମା): ସ୍ତ୍ରୀକୁ ଛାଡପତ୍ର ନଦେବାରୁ ପରିବାର ଲୋକଙ୍କ ପୁଅ ଓ ବୋହୁକୁ ମରଣାତ୍ମକ ଆକ୍ରମଣ। ବୋହୁର ଦୁଇ ଗୋଡ ଭାଙ୍ଗି ଯାଇଥିବା ବେଳେ ଗରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ…
ଗୁଣ୍ଡା ଲଗାଇ ପୁଅ ଓ ବୋହୁକୁ ମରଣାତ୍ମକ ଆକ୍ରମଣ କରାଇଲେ ପରିବାର ଲୋକ
ସ୍ତ୍ରୀକୁ ଛାଡପତ୍ର ନଦେବାରୁ ଆକ୍ରମଣ ହୋଇଥିବା ଅଭିଯୋଗ, ପୋଲିସର ତଦନ୍ତ।
କାମାକ୍ଷାନଗର(ରିତେଶ ବ୍ରହ୍ମା): ସ୍ତ୍ରୀକୁ ଛାଡପତ୍ର ନଦେବାରୁ ପରିବାର ଲୋକଙ୍କ ପୁଅ ଓ ବୋହୁକୁ ମରଣାତ୍ମକ ଆକ୍ରମଣ। ବୋହୁର ଦୁଇ ଗୋଡ ଭାଙ୍ଗି ଯାଇଥିବା ବେଳେ ଗରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ…
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ରାଜ୍ୟର କୌଣସି ସଂଗ୍ରହାଳୟର ପ୍ରବେଶ ଦେୟ (ଟିକେଟ) ୧୦ ଟଙ୍କାରୁ ଅଧିକ ହେବନାହିଁ
ଛାତ୍ରଛାତ୍ରୀ, କାରିଗର ଓ ବୁଣାକାରଙ୍କ ପାଇଁ ସଂପୂର୍ଣ୍ଣ ମାଗଣା
ଭୁବନେଶ୍ବର:ଓଡିଶା କଳାର ଭୂମି । ଆମର କଳା, ସଂସ୍କୃତି ସାରା ବିଶ୍ବରେ ଓଡିଶାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆମର ଏହି ମହାନ ଐତିହ୍ୟର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର ଦିଗରେ ସଂଗ୍ରହାଳୟ ଗୁଡିକ ଗୁରୁତ୍ବପୂର୍ଣ୍ଣ…