ବୀର ସୁରେନ୍ଦ୍ର ସାଏ ଙ୍କର 139ତମ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି

ବରଗଡ :- ସ୍ୱାଧୀନତା ସଂଗ୍ରାମ ର ଅନନ୍ୟ ମୁକ୍ତିକାମି ଯୋଦ୍ଧା ବୀର ସୁରେନ୍ଦ୍ର ସାଏ ଙ୍କ ଆଜି 139ତମ ପୂଣ୍ୟ ତିଥି । ଏଠାରେ ସୂଚନାଯୋଗ୍ୟ ଯେ ଭାରତବର୍ଷ ର ସ୍ବାଧୀନତା ସଂଗ୍ରାମ ର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ନିଜର ଜୀବନକାଳରେ 37 ବର୍ଷ ଜେଲରେ ରହିଥିଲେ । ଯାହାକି ଏକ…

କଳିଙ୍ଗରନର୍ସ ପକ୍ଷରୁ ୫ମ ଜାତୀୟସ୍ତରର ଗଣଦୌଡ

ଭୁବନେଶ୍ୱର: ଓଡିଶାରେ ଏକ ସୁସ୍ଥସମାଜ ଓ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ କରାଇବାକୁ ଯାଇ କଳିଙ୍ଗରନର୍ସ ଏକ ମାରାଥନ୍‌ର ଆୟୋଜନ କରିଛି । ଏହି ସିଟି ମାରାଥନ୍ ଶିଖରଚଣ୍ଡୀଠାରୁ ଆରମ୍ଭ କରାଯାଇଥିଲା । ଏଥିରେ ୫କିମି (ସକାଳ ୬:୩୦, ରିପୋର୍ଟଟାଇମ୍ – ସକାଳ ୬ଟା), ୧୦କିମି (ସକାଳ ୬ ଟା-…

ଓଡିଶାକୁ ମିଳିଲା ସ୍ପୋର୍ଟସ ଷ୍ଟାର ଆୱାର୍ଡ, କ୍ରୀଡା ପ୍ରୋତ୍ସାହନରେ ଶ୍ରେଷ୍ଠ ରାଜ୍ୟ

ପୁରସ୍କାର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ କଲେ ଉତ୍ସର୍ଗ : କ୍ରୀଡାବିତ୍‌ମାନେ ହେଉଛନ୍ତି ପ୍ରକୃତ ରାଷ୍ଟ୍ରଦୂତ ଭୁବନେଶ୍ବର: କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି । ପ୍ରସିଦ୍ଧ କ୍ରୀଡା ପତ୍ରିକା ସ୍ପୋର୍ଟସ ଷ୍ଟାର ପକ୍ଷରୁ ଏହି…

ରାଜଧାନୀରେ ଉଠିଲା ଘୁମୁସର ଜିଲ୍ଲା ଗଠନ ଦାବି

ଦାବି ପୂରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବ ଘୁମୁସର ଜିଲ୍ଲା ଆନ୍ଦୋଳନ କ୍ରିୟାନୁଷ୍ଠାନ କମିଟି ଭୁବନେଶ୍ୱର :"ଅନ୍ୟ କୌଣସି ନୂଆ ଜିଲ୍ଲା ଦାବୀର କାଗଜପତ୍ର ସରକାରଙ୍କ ପାଖରେ ନାହିଁ ବୋଲି ବର୍ତ୍ତମାନର ରାଜସ୍ୱ ମନ୍ତ୍ରୀ ବିଧାନସଭାରେ ଗତ ୨୨.୦୨.୨୦୨୩ ତାରିଖରେ କହିଛନ୍ତି । ତାହାହେଲେ ରାଜସ୍ୱ…

ତୃତୀୟ ରାଜ୍ୟସ୍ତରୀୟ ପଲିଫେଷ୍ଟ ଓ ଆଇଟିଆଇ ଫେଷ୍ଟ କଳିଙ୍ଗ ଷ୍ଟାଡିୟମ୍‌ଠାରେ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଘଡ଼େଇଙ୍କ…

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ କଳିଙ୍ଗ ଷ୍ଟାଡିୟମ୍‌ଠାରେ ଆୟୋଜିତ ତୃତୀୟ ରାଜ୍ୟସ୍ତରୀୟ ସରକାରୀ ପଲିଫେଷ୍ଟ ଓ ଆଇଟିଆଇ ଫେଷ୍ଟକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ…

ଭିଜିଲାନ୍ସ ଜାଲରେ ଜାମସେଠ ରାଜସ୍ବ ନିରୀକ୍ଷକ

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଳ ତହସିଲ ଅନ୍ତର୍ଗତ ଜାମସେଠ ରାଜସ୍ବ ନିରୀକ୍ଷକ ଡମ୍ବରୁଧର ସେଠ ନିଜ ଜାମସେଠ ସ୍ଥିତ କାର୍ଯ୍ୟାଳୟ ଠାରେ ବରତୁଣ୍ଡା ଗ୍ରାମର ଫକୀର ଚରଣ ଶବର ଙ୍କ ଠାରୁ 8ଏକର 40ଡିସିମିଲ ର ପଟ୍ଟା କରାଇଦେବା ପାଇଁ 20000 ଟଙ୍କା ( କୋଡ଼ିଏ ହଜାର ଟଙ୍କା) ଲାଞ୍ଚ ନେଇଥିବା ସମୟରେ…

ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପୱାରକୁ ସିଏସ୍ଆର୍ ଜର୍ଣ୍ଣାଲ ପୁରସ୍କାର

ମୁମ୍ବାଇ / ଭୁବନେଶ୍ୱର:ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ, ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)କୁ ସମ୍ମାନଜନକ ସିଏସ୍ଆର୍ ଜର୍ଣ୍ଣାଲ ଉତ୍କର୍ଷ ପୁରସ୍କାର ୨୦୨୨ରେ ସମ୍ମାନୀତ କରାଯାଇଛି । ଦିବ୍ୟାଙ୍ଗ ପିଲା ମାନଙ୍କ ପାଇଁ…

କୁନିପିଲା ମାନଙ୍କ ପାଇଁ ଉଦ୍ଦିଷ୍ଟ ପତ୍ରିକା ଶିଶୁପଲ୍ଲବ ଉନ୍ମୋଚିତ

ଭଦ୍ରକ : ଶୁଭପଲ୍ଲବ ପବ୍ଲିକେଶନ୍ ଦ୍ୱାରା ପ୍ରକାଶିତ ବାର୍ଷିକ ଓଡ଼ିଆ ଶିଶୁପତ୍ରିକା "ଶିଶୁପଲ୍ଲବ" ଗତକାଲି ଆମ୍ବ ବଉଳର ବାସ କାର୍ଯ୍ୟକ୍ରମରେ ଉନ୍ମୋଚିତ ହୋଇଯାଇଛି । ପଲ୍ଲବୀ ପୂଜାପଣ୍ଡାଙ୍କ ବଳିଷ୍ଠ ସମ୍ପାଦନାରେ ପ୍ରକାଶିତ ହୋଇଥିବା ଏହି ୩ୟ ସଂଖ୍ୟାରେ ରହିଛି କୁନିକୁନି ପିଲାମାନଙ୍କ ପାଇଁ…

ଖାଉଟି ଅଧିକାର ସୁରକ୍ଷା କମିଟି ଆନୁକୂଲ୍ୟରେ ଖାଉଟି ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଖାଉଟି ଅଧିକାର ସୁରକ୍ଷା କମିଟି ଆନୁକୂଲ୍ୟରେ ଖାଉଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଖାଉଟି ଅଧିକାର ସୁରକ୍ଷା କମିଟିର ଗଜପତି ଜିଲ୍ଲା କାର୍ଯ୍ୟକାରୀ ସଭାପତି ତନୁଜା ଶତପଥୀଙ୍କ ସହଯୋଗରେ ଏକ ଶୋଭାଯାତ୍ରା ନଗର ଭ୍ରମଣ କରି ସରକାରଙ୍କ…

ଉସ୍କି ଆଶ୍ରମ ବିଦ୍ୟାଳୟ ରେ ପିତାମାତା/ଅବିଭାବକ ସମ୍ମିଳନୀ ଓ ବାର୍ଷିକ ଉତ୍ସବ

ଯଶୀପୁର: ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ ଅନ୍ତର୍ଗତ ଉସ୍କି ଆଶ୍ରମ ବିଦ୍ୟାଳୟ ରେ ପିତାମାତା/ଅବିଭାବକ ସମ୍ମିଳନୀ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପରିଚାଳନା ସମିତି ର ସଭାନେତ୍ରୀ ଶ୍ରୀମତୀ ଲେତ ଜେରାଇ ଙ୍କ ସଭାପତିତ୍ବ ରେ ସଭା କାର୍ଯ୍ୟ ପରିଚାଳନା ହୋଇଥିବା ବେଳେ…