ଭୁବନେଶ୍ୱର : ଇଣ୍ଡିଆନ୍ ଆଇଡଲ୍-16ର ବିଜେତା ଯୁବ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।

ଜ୍ୟୋତିର୍ମୟୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ସେ କହିଛନ୍ତି ଯେ ” ନିଜର ସୁମଧୁର ସ୍ୱର, କଠିନ ପରିଶ୍ରମ ଓ ସାଧନା ବଳରେ ସେ ସମଗ୍ର ଦେଶରେ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି । ତାଙ୍କର ଏହି କୀର୍ତ୍ତି ଅନେକ ଯୁବପ୍ରତିଭାଙ୍କ ପାଇଁ ପ୍ରେରଣା ।”
