ଆପଣଙ୍କ ମୋବାଇଲ ହଜିଲେ କି ଚୋରି ହେଲେ ତତ୍କାଳ କରିବେ କଣ ?

0

ଭୁବନେଶ୍ୱର : “ଯଦି ଆପଣଙ୍କ ମୋବାଇଲ ହଜିଯାଏ କିମ୍ବା ଚୋରି ହୋଇଯାଏ ତେବେ ନିଜକୁ ଅଯଥା ଭାରାକ୍ରାନ୍ତ ନକରି ପ୍ରଥମ ପଦକ୍ଷେପ ସ୍ୱରୁପ https://ceir.sancharsaathi.gov.in/Home/index.jsp ଲିଙ୍କରେ କ୍ଲିକ୍ କରି ମୋବାଇଲକୁ ବ୍ଲକ୍ କରନ୍ତୁ । ଏହି ପଦକ୍ଷେପ ଆପଣଙ୍କୁ ଏକ ବଡ ସାଇବର ଠକେଇରୁ ରକ୍ଷା କରିପାରେ ।” ଓଡ଼ିଶା ପୋଲିସ ଦ୍ୱାରା ଜନହିତରେ ସୂଚନା ଜାରି କରାଯାଇଛି ।

Leave A Reply

Your email address will not be published.