ଗାଇସିଲାଟ ଥାନାରେ ଯୋଗଦେଲେ ନୂତନ ଥାନାଅଧିକାରୀ

0 2

ଗାଇସିଲାଟ/ମନ ଡନସନା: ଗାଇସିଲାଟ ଥାନାରେ ନୂତନ ଭାବେ ଯୋଗଦେଲେ ଥାନାଅଧିକାରୀ ପ୍ରଶାନ୍ତ କୁମାର ସାମଲ। ଆଗରୁ କେଉଁଝର, ସମ୍ବଲପୁର, ଢେଙ୍କାନାଳ, ଧନୁପାଲି, କେସିଙ୍ଗା, ଧମା ବିଭିନ୍ନ ଥାନା ମାନଙ୍କରେ ସାମଲ ତାଙ୍କର କାର୍ଯ୍ୟ ସୁଚାରୁରୂପେ ତୁଲାଇ ଆସିଛନ୍ତି।ଗାଇସିଲାଟ ଥାନା ଅଂଚଳର ଲୋକଙ୍କୁ ବିଶ୍ୱାସକୁ ନେଇ ସୂଚାରୁ ରୂପେ କାର୍ଯ୍ୟ ତୁଲାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply

Your email address will not be published.