Sign in
Sign in
Recover your password.
A password will be e-mailed to you.
ଜାତୀୟ ଟୀକାକରଣ ଦିବସ ପାଳନ ଓ ବାଲ ଆଧାର ପଞ୍ଜିକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗୋଷାଣୀ ବ୍ଲକର ବାଘଶାଳା ଗ୍ରାମ ନିକଟସ୍ଥ ସାତମାଇଲ ଗ୍ରାମ ସ୍ଥିତ ଜୁପିଟର କନଭେଣ୍ଟ ସ୍କୁଲ ପରିସରରେ ଜାତୀୟ ଟୀକାକରଣ ଦିବସ ପାଳନ ଓ ବାଲ ଆଧାର ପଞ୍ଜିକରଣ ସଚେତନତା କାର୍ଯ୍ୟକ୍ରମ…
ଚଞ୍ଚକତା କରି ଚୋରି କରିଥିବା ୪୩ ଲକ୍ଷ ଟଙ୍କାର ସାମଗ୍ରୀକୁ ଜବତ କଲା ପୋଲିସ।। ଟ୍ରକ ମାଲିକଙ୍କ ସମେତ ୫ ଗିରଫ।
ରାଉରକେଲା(ବସନ୍ତ କୁମାର ଜେନା) : ୪୩ ଲକ୍ଷ ଟଙ୍କାର ଚୋରା କସମେଟିକ୍ସ ସାମଗ୍ରୀ ରାଉରକେଲା ପୋଲିସ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି। ଏହି ସନ୍ଦର୍ଭରେ ପୋଲିସ ଟ୍ରକ ମାଲିକଙ୍କୁ ଗିରଫ କରିବା ସହ ଟ୍ରକ ଜବତ କରିଛନ୍ତି। ଏହା ସହ ଚୋରା ସାମଗ୍ରୀ ବିକ୍ରି କରିବା ପ୍ରକ୍ରିୟାରେ ବ୍ୟବହୃତ…
ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ନୟାଗଡ଼/ଲକ୍ଷ୍ମୀଧର ସାହୁ:ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଦୁର୍ଯ୍ୟୋଧନ ସାହୁଙ୍କ ସମେତ ବରିଷ୍ଠ ସଦସ୍ୟ ସୁରେନ୍ଦ୍ରନାଥ…
ନୟାଗଡ଼ ପ୍ରତିଷ୍ଠା ଦିବସରେ ଆଲୋକିତ ହେବ ସମଗ୍ର ସହର
ନୟାଗଡ଼,ଲକ୍ଷ୍ମୀଧର ସାହୁ: ନୟାଗଡ଼ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଓଡ଼ିଶା ଦିବସ ଓ ନୟାଗଡ଼ ପ୍ରତିଷ୍ଠା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ନୟାଗଡ଼ ବିଧାୟକ ଡ. ଅରୁଣ…
ପଲସାପାଲି ଯାଦବ ସମାଜର କର୍ମକର୍ତା ଚୟନ
ମେଲଛାମୁଣ୍ଡା,୧୮/୩(ମନୋଜ ଭୋଇ)- ରାଜବୋରାସମ୍ବର ବ୍ଳକ ଅର୍ନ୍ତଗତ ପଲସାପାଲିସ୍ଥିତ ରାଜୀବ ଭବନ ପରିସରରେ ବ୍ଳକ ସଭାପତୀ କେଶବ ଜାଲଙ୍କ ସଭାପତୀତ୍ୱରେ ପଲସାପାଲି ପଂଚାୟତ ଯାଦବ ସମାଜର ଏକ ବୈଠକ ଅନୁଷ୍ଠିତ ହେବା ସହ ପଂଚାୟତ ସ୍ତରୀୟ ନୂତନ କମିଟି ଗଠନ ହୋଇଯାଇଛି । ସର୍ବସମ୍ମତୀକ୍ରମେ ପ୍ରହଲ୍ଳାଦ…
ଓଡିଶା ଉଠାଜଳସେଚନ ନିଗମକୁ କ୍ରମାଗତ ଦ୍ଵିତୀୟ ଥର ପାଇଁ ଜାତୀୟ ପୁରସ୍କାର
ଶ୍ରେଷ୍ଠ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ନିମନ୍ତେ ଲଗାତାର ଜାତୀୟସ୍ତରରେ ପୁରସ୍କୃତ ହେଲା ନିଗମ
ଭୁବନେଶ୍ଵର: ଓଡିଶା ଜଳସଂପଦ ବିଭାଗ ଅନ୍ତର୍ଗତ ଓଡିଶା ଉଠାଜଳସେଚନ ନିଗମକୁ ୨୦୨୨-୨୩ ବର୍ଷ ନିମନ୍ତେ ଶ୍ରେଷ୍ଠ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ପାଇଁ ସର୍ବ ଭାରତୀୟ ସ୍ତରରେ ପୁରସ୍କୃତ କରାଯାଇଛି ।…
ସହକାରୀ ଜିଲ୍ଲାପାଳ ଙ୍କ ମହିଳା ମହାବିଦ୍ୟାଳୟ ପରିଦର୍ଶନ
କାମାକ୍ଷାନଗର/ରିତେଶ ବ୍ରହ୍ମା - ଏକ ଅଭିଯୋଗ ଆଧାର ରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ଜିଲ୍ଲାପାଳ ମଦନ ମୋହନ ଜେନା ଓ ଦିପକ କୁମାର ମିଶ୍ର ମିଳିତ ଭାବେ କାମାକ୍ଷାନଗର ମହିଳା ମହାବିଦ୍ୟାଳୟ +୨ ଓ +୩ କୁ ଅଚାନକ ପରିଦର୍ଶନ ରେ ଯାଇଥିଲେ।ଅଭିଯୋଗ ଥିଲା ଯେ…
ଜଳିଗଲା ତିନି ବଖରା ଘର, ସମସ୍ତ ସମ୍ପତି ପୋଡି ଭସ୍ମୀଭୂତ
କାମାକ୍ଷାନଗର/ରିତେଶ ବ୍ରହ୍ମା -ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ବାଟଗାଁ ସ୍ଥିତ ଏକ ଦଳିତ ବସ୍ତି ର ପ୍ରଶାନ୍ତ ନାଏକ ଙ୍କ ତିନି ବଖରା ଘର ଜଳି ଯାଇଛି l ସୂଚନା ଅନୁଯାୟୀ ଗତକାଲି ପରିବାର ର ସଦସ୍ୟ ମାନେ ଯାତ୍ରା ଦେଖିବା ପାଇଁ କୁସୁମୁଣ୍ଡିଆ ଗ୍ରାମ କୁ ଯାଇଥିଲା ବେଳେ କୌଣସି କାରଣ…
ସୋଆରେ ‘ସୋଆ ସ୍ପୋର୍ଟ୍ସ ମିଟ୍ -୨୦୨୩’ ଉଦ୍ଘାଟିତ
ଭୁବନେଶ୍ୱର,୧୮/୦୩: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ଆରମ୍ଭ ହୋଇଛି ‘ସୋଆ ସ୍ପୋର୍ଟ୍ସ ମିଟ୍ -୨୦୨୩’ ।ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ୪ ଦିନିଆ କ୍ରୀଡା କାର୍ଯ୍ୟକ୍ରମରେ ସୋଆ ବ୍ୟତୀତ ଓଡିଶା ମୋଟ୍ ୭ ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଛନ୍ତି ।ଏଥିରେ ବାସ୍କେଟ୍…
ଡ଼ାକ୍ତର ସମସ୍ୟା ର ସମାଧାନ ଦାବି ନେଇ ତେଜିଲେ ଗୁଣପୁରବାସୀ
ଗୁଣପୁର ରୁ ସନ୍ତୋଷ କୁମାର ଚୌଧରୀ: ଆଜିରାୟଗଡ଼ା ଜିଲ୍ଲା ଗୁଣପୁରର ଠାରେ ଡ଼ାକ୍ତର ସମସ୍ୟାର ସମାଧାନ ନେଇ ଗୁଣପୁର ଉପଖଣ୍ଡ ବିକାଶ ପରିଷଦ ଗୁଣପୁର ଜନସାଧାରଣ ତରଫରୁ ଗୁଣପୁର ପୁରୁଣା ବସ୍ ଷ୍ଟାଣ୍ଡ ଗାନ୍ଧୀ ପ୍ରତିମୂର୍ତ୍ତୀ ଠାରୁ ଏକ ପଦଯାତ୍ରା ବାହାରି ଗୁଣପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ…