Sign in
Sign in
Recover your password.
A password will be e-mailed to you.
ସିନିୟର ନ୍ୟାସ୍ନାଲ୍ ଟେବୁଲ୍ ଟେନିସ୍ ଚାମ୍ପିଅନ୍ସିପ୍ରେ ସୋଆ ଆଇନ୍ ଛାତ୍ରୀଙ୍କ ପ୍ରତିନିଧିତ୍ୱ
ଭୁବନେଶ୍ୱର, ୨୦/୦୩: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍)ର ଇନ୍ଟିଗ୍ରେଟେଡ୍ ଲ’ର ତୃତୀୟ ବର୍ଷ ଛାତ୍ରୀ ସୁଶ୍ରୀ ପାୟଲ୍ ପାଣୀ ଜମ୍ମୁଠାରେ ସୋମବାର ଆରମ୍ଭ ହୋଇଥିବା ୮୪ତମ ସିନିୟର ନ୍ୟାସ୍ନାଲ୍ ଓ ଇନ୍ଟର ଷ୍ଟେଟ୍ ଟେବୁଲ ଟେନିସ…
ପଦ୍ମପୁରରେ ନୂଆ ଥାନା ଅଧିକାରୀ
ପଦ୍ମପୁର (ଶାସକ ପ୍ରଶାସକ ): ବରଗଡ଼ ଜିଲ୍ଲା ପଦ୍ମପୁର ଆଦର୍ଶ ଥାନା ର ନୂତନ ଅଧିକାରୀ ଭାବେ ସୁକୁମାର ତ୍ରିପାଠୀ ଯୋଗ ଦେଉଛନ୍ତି l ସେ ଝାରସୁଗୁଡା ଜିଲ୍ଲା କୋଲାବିରା ଥାନା ରେ ଅବସ୍ଥାପିତ ଥିଲେ l ବେପାରୱା ଗାଡି ଚାଳନା ଓ ମଦୁଆ ଗାଡି ଚାଳକ ଙ୍କ ଉପରେ ନଜର ରଖିବା ସହ ଆଇନ ଶୃଙ୍ଖଳା…
ଝାରବନ୍ଧ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।
ବରଗଡ :- ପ୍ରଶାସନ କୁ ଲୋକଙ୍କ ନିକଟତର କରିବା ପାଇଁ ତଥା ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ସମସ୍ୟା ଶୁଣିବା ଏହାର ସମାଧାନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବରଗଡ଼ ଜିଲ୍ଲାପାଳ ପ୍ରତେକ ସୋମବାର ଦିନ ଜିଲ୍ଲାର ବିଭିନ୍ନ ବ୍ଲକ ରେ ଅଭିଯୋଗ ଶୁଣାଣି କରିଥାନ୍ତି । ଏହି କ୍ରମରେ ପଦ୍ମପୁର…
ଦବୁଛି ନୟାଗଡ଼ ଟାଉନ ପ୍ଲାଟଫର୍ମ
ନୟାଗଡ଼,୨୦/୩: ଗତ ୨୦୧୭ ମସିହା ଜୁନ ୧୯ ତାରିଖରେ ନୟାଗଡ଼ ଟାଉନ ରେଳ ଷ୍ଟେସନ ତତ୍କାଳୀନ କେନ୍ଦ୍ର ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ଦ୍ୱାରା ଅଭାସୀ ମାଧ୍ୟମରେ ଉଦଘାଟିତ ହୋଇଥିଲା। ନୂଆଦିଲ୍ଲୀରେ ରେଳମନ୍ତ୍ରୀ ଅଭାସୀ ଜରିଆରେ ଉଦଘାଟନ କରିଥିବା ବେଳେ ନୟାଗଡ଼ ଟାଉନ ଷ୍ଟେସନରେ ହିଁ ଉଦ୍ଘାଟନୀ ସଭା…
ମ୍ୟୁଜିକ ସର୍କଲ ରାଉରକେଲା ସାଂସ୍କୃତିକ ପରିମଣ୍ଡଳର ପ୍ରାଣକେନ୍ଦ୍ର ।
ରାଉରକେଲା(ବସନ୍ତ କୁମାର ଜେନା): ମ୍ୟୁଜିକ ସର୍କଲର ବସନ୍ତ ସମାରୋହର ଦ୍ବିତୀୟ ସଂନ୍ଧ୍ୟାକୁ ମୁଖ୍ୟ ଅତିଥି ରାଉରକେଲା ଇସ୍ପାତ କାରଖାନାର ସମାଜ ମଙ୍ଗଳ ବିଭାଗର ମହାପ୍ରବନ୍ଧକ ବିଜୟ କୁମାର ରାଉତ, ଉପଦେଷ୍ଟା ଭବେଶ ଚନ୍ଦ୍ର ସାହୁ ଏବଂ ସମ୍ମାନୀତ ଅତିଥି ଗଣେଶ ପ୍ରସାଦ ବାଗେଡିଆ ଯୋଗ ଦେଇ ପ୍ରଦୀପ…
ନିର୍ବାହୀଅଧିକାରୀ ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା।
ସୁନ୍ଦରଗଡ଼ / ବଣେଇଁ : ଖଣ୍ଡାଧାର ଗ୍ରୁପ,ତରଫରୁ ସୁଆରପାଲି ଠାରେ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ନୃସିଂହ ଚରଣ ବରାଳ ଙ୍କ ଅବସରକାଳୀନ ବିଦାୟ ସମର୍ଦ୍ଧନା କଳା ସାଂସ୍କୃତିକ ଗୃହର ପ୍ରାଙ୍ଗଣ ରେ ହୋଇ ଯାଇଛି । ଏଥିରେ ଖଣ୍ଡାଧାର ଗ୍ରୁପ ର ସଦସ୍ୟ/ ସଦସ୍ୟା ଉପସ୍ଥିତି ରହି ଶ୍ରୀ ଯୁକ୍ତ ବରାଳଙ୍କ…
ପଛୁଆ ବର୍ଗଙ୍କୁ ବିକାଶ ଧାରାରୁ ବଂଚିତ ରଖୁଛନ୍ତି ବିଜେଡି ସରକାର : କ୍ରୀଷ୍ଣା ଗୌର
କେନ୍ଦ୍ର ସରକାର ଓବିସି ବର୍ଗଙ୍କୁ ଶିକ୍ଷା, ନିଯୁକ୍ତିରେ ୨୭% ସଂରକ୍ଷଣ ଦେଉଥିଲେ ବି ଓଡ଼ିଶା ସରକାର ରାଜ୍ୟ କ୍ଷେତ୍ରରେ ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି ରାଜ୍ୟରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ନହେବା ପର୍ଯ୍ୟନ୍ତ ଲଢେଇ ଜାରୀ ରଖିବ ବିଜେପି ଅନ୍ୟ ରାଜ୍ୟମାନଙ୍କ ଭଳି ‘ଡୋର-ଟୁ-ଡୋର ସର୍ଭେ’…
ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଉଦଯାପିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ମାର୍ଚ୍ଚ ୧୩ ତାରିଖରୁ ଆରମ୍ଭ ହୋଇଥିବା ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ-୨୦୨୩ ଆଜି ଉଦଯାପିତ ହୋଇଯାଇଛିା ଏହି ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀରେ ଭାରତର ବିଭିନ୍ନ ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ,…
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଦୃଷ୍ଟି’ ପକ୍ଷରୁ ଦୃଷ୍ଟିବାଧିତ ବର୍ଗଙ୍କ କଲ୍ୟାଣକାରୀ ପ୍ରୟାସର ୨୦ ବର୍ଷ ପୂର୍ତ୍ତି
-ଦୃଷ୍ଟି ପକ୍ଷରୁ ୨୦,୫୦୦ରୁ ଅଧିକ ମାଗଣା କର୍ଣ୍ଣିଆ ପ୍ରତିରୋପଣ ସମ୍ପନ୍ନ
-ଅନ୍ତର୍ରାଷ୍ଟ୍ରୀୟ ହିନ୍ଦୀ ସଂସ୍କରଣ ପରେ ମରାଠୀ ପାକ୍ଷିକ ‘ଦୃଷ୍ଟି’ର ଅନ୍ୟଏକ ବ୍ରେଲ ଖବରକାଗଜ
-ବିଭିନ୍ନ ସାଧନ ଜରିଆରେ ଦୃଷ୍ଟିବାଧିତ ସମୁଦାୟର ୧.୭୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିଛି…
କୋଟିଏ ଟଙ୍କା ବ୍ୟୟ ଅଟକଳରେ ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କଲେ ଅରୁଣ
ନୟାଗଡ଼ (ବିଶ୍ଵଜିତ ନାୟକ) - ନୟାଗଡ଼ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ବିରୁଡ଼ାରେ ଆଜି କୋଟିଏ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଦୁଇଟି ପ୍ରକଳ୍ପ ଶିଳାନ୍ୟାସ ପର୍ବ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଶିଳାନ୍ୟାସ କରିଛନ୍ତି ।…