Sign in
Sign in
Recover your password.
A password will be e-mailed to you.
ଅବଧି ଶେଷ ପରେ ମଧ୍ୟ ୧ ଲକ୍ଷ ୧୧ ହଜାର ଚାଷୀଙ୍କ ଧାନ ସଂଗ୍ରହ ହୋଇପାରିନାହିଁ: ବିଜେଡି
ଖରିଫ ଧାନ ସଂଗ୍ରହ ଅବଧିକୁ ଆଉ ୧୫ ଦିନ ବୃଦ୍ଧି ପାଇଁ ଦାବି
ରବି ଧାନ ସଂଗ୍ରହ ପଞ୍ଜିକରଣ ଅବଧିକୁ ଏକ ମାସ ବୃଦ୍ଧି ପାଇଁ ଦାବି
ଧାନ ସଂଗ୍ରହରେ ଅବ୍ୟବସ୍ଥା ଯୋଗୁଁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
ଭୁବନେଶ୍ୱର, ୩୧/୦୩/୨୦୨୬: ରାଜ୍ୟ ସରକାରଙ୍କ ଦ୍ୱାରା…
କେନ୍ଦୁଝର ମେଡିକାଲ କଲେଜରେ ଟ୍ରମା କେୟାର, ସିଟି ସ୍କାନ ଓ ଏମଆରଆଇ ସୁବିଧା ପାଇଁ ଆମ ଆଦମୀ ପାର୍ଟିର ଦାବି
କେନ୍ଦୁଝର,ତା୩୧/୩- କେନ୍ଦୁଝର ଜିଲ୍ଲାର ସ୍ୱାସ୍ଥ୍ୟ ସୁବିଧାକୁ ସୁଦୃଢ କରିବା ପାଇଁ ଆମ ଆଦମୀ ପାର୍ଟି (AAP) ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାବିପତ୍ର ଦାଖଲ କରାଯାଇଛି। ଧରଣୀଧର ମେଡିକାଲ କଲେଜ ରେ ତତ୍କାଳ ଟ୍ରମା କେୟାର, CT ସ୍କାନ ଓ MRI ସୁବିଧା ସ୍ଥାପନ ପାଇଁ ଏହି ଦାବି…
ପୁରୀ ଆଇଟି ଆସୋସିଏସନର ସାଧାରଣ ସଭା ଅନୁଷ୍ଠିତ
ପୁରୀ, (ଅନିମେଷ ପଟ୍ଟନାୟକ): ପୁରୀ ଆଇଟି ଆସୋସିଏସନ ପକ୍ଷରୁ ସମୁଦ୍ରକୂଳ ସ୍ଥିତ ନିଳାଦ୍ରୀ ବିଚ ଓପନ ଅଡିଟୋରିୟମରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସଭା ଆରମ୍ଭରେ ଅନୁଷ୍ଠାନର ସଦସ୍ୟମାନେ ଦିବଂଗତ ସଦସ୍ୟ ହରେକୃଷ୍ଣ ପ୍ରଧାନୀ ଓ ନାରାୟଣ ବରାଳଙ୍କ ଅମର ଆତ୍ମାର ସଦଗତି କାମନାରେ ଦୁଇ…
ଏସ୍ଆଇଆର୍ ପୂର୍ବରୁ ଭୋଟର ବାଦ୍ !
ତାଲିକା ସଂଶୋଧନରେ କଟିଲେ ସାଢ଼େ ୭ ଲକ୍ଷ
ସୁନ୍ଦରଗଡ଼ରୁ ସର୍ବାଧୂକ ବାଦ୍ ପଡ଼ିଛନ୍ତି
ସୁନ୍ଦରଗଡ ୩୦-୦୩-୨୬. ରାଜ୍ୟରେ ଭୋଟର ତାଲିକା ସଂଶୋଧନରେ ବାଦ୍ ପଡ଼ିଛନ୍ତି ୭ ଲକ୍ଷ ୬୮ ହଜାର ୫୨୧ ଭୋଟର । ଭୋଟର ଜାଲିଆତିର ବଡ଼ ଖୁଲାସା କରିଛନ୍ତି ନିର୍ବାଚନ ଅଧିକାରୀ । ଏକାଧିକ…
ଗୋବର କଣ୍ଢେଇ କଳା ଏବେ ବି ବଞ୍ଚିଛି; ଓଡଗାଁ ରାମନବମୀ ଯାତ୍ରାର ଏକ ଅନୁଭୂତି
ଓଡଗାଁ, ୩୦।୩(ଶ୍ରୀକାନ୍ତ କୁମାର ମିଶ୍ର): ଡିଜିଟାଲ ଯୁଗର ଦ୍ରୁତ ଗତିରେ ଯେଉଁଠି ଅନେକ ପାରମ୍ପରିକ ଲୋକକଳାକୁ ବିଲୁପ୍ତ କରିଦେଉଛି, ସେଠି ବହୁପୁରାତନ ଗୋବର କଣ୍ଢେଇ ପରି ପ୍ରାଚୀନ ହସ୍ତକଳା ଆଜିବି କିଛି କଳାକାରଙ୍କ ଅଦମ୍ୟ ପ୍ରୟାସରେ ବଞ୍ଚି ରହିଛି। ଗତ ୨୯ ତାରିଖରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ…
ପାରମ୍ପାରିକ ଲୋକକଳା ଓ ସଂସ୍କୃତିର ପ୍ରଚାରକ ଇଂ ଲଡୁକିଶୋର, ବୟସାଧିକ୍ୟରେ ଜାରି ରଖିଛନ୍ତି ପ୍ରଚାର କାର୍ଯ୍ୟ
ଓଡ଼ଗାଁ, ୩୦।୩(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁର ପ୍ରସିଦ୍ଧ ଶ୍ରୀ ରଘୁନାଥଜୀଉଙ୍କ ଶ୍ରୀରାମ ନବମୀ ଯାତ୍ରାର ତୃତୀୟ ସନ୍ଧ୍ୟାରେ ପାରମ୍ପାରିକ ଲୋକକଳାରେ ରଙ୍ଗିନ ହୋଇଯାଇଥିଲା। ପାରମ୍ପାରିକ ଲୋକକଳା ଓ ସଂସ୍କୃତିର ନିଷ୍ଠାବାନ ପ୍ରଚାରକ ଇଂ ଲଡୁ କିଶୋର ପଢ଼ିଆରୀ, ତାଙ୍କ…
ପ୍ରଥମ ଡିଜିଟାଲ ଜନଗଣନା- ୨୦୨୭ : ୩ ଦିନିଆ ତାଲିମ ଶିବିର ଉଦଯାପିତ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର):ଭାରତର ପ୍ରଥମ ଡିଜିଟାଲ ଜନଗଣନା- ୨୦୨୭ ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ /ବ୍ଳକ ଏବଂ ଓଡ଼ଗାଁ ଏନ୍ଏସି ଅଞ୍ଚଳ ପାଇଁ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ୩ ଦିନିଆ ତାଲିମ ଶିବିର ଶେଷ ହୋଇଛି। ତାଲିମ ପ୍ରାପ୍ତ ୫୫ ଜଣ ପର୍ଯ୍ୟବେକ୍ଷକଙ୍କ…
ଓଡ଼ଗାଁ ଶ୍ରୀରାମନବମୀ ଯାତ୍ରାର ଚତୁର୍ଥ ସନ୍ଧ୍ୟା, ‘ଗଙ୍ଗାପାର ବେଶ’ ଶ୍ରଦ୍ଧାଳୁଙ୍କ ମନମୋହିଲା
ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ବିଜେ ଶ୍ରୀ ରଘୁନାଥ ଜୀଉଙ୍କ ପୀଠରେ ପାଳିତ ହେଉଥିବା ନବଦିନ ଶ୍ରୀରାମନବମୀ ଯାତ୍ରାର ଚତୁର୍ଥ ସନ୍ଧ୍ୟାରେ ‘ଗଙ୍ଗାପାର ବେଶ’ ଦୃଶ୍ୟ ଭକ୍ତମାନଙ୍କୁ ଭାବବିଭୋର କରିଦେଇଥିଲା। କୈବର୍ତ୍ତଙ୍କ ଦ୍ୱାରା ପ୍ରଭୁ ଶ୍ରୀରାମଙ୍କ ପାଦ…
ବିରିଡ଼ି ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର
ଜଗତସିଂହପୁର,ତା-୩୦.୦୩.୨୦୨୬/ସୁମନ୍ତକୁମାରଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ବିରିଡ଼ି ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିର ରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି…
ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ଉପରେ ଦିଲୀପ ରାୟଙ୍କ ପୋଷ୍ଟ କେବଳ ଲୋକ ଦେଖାଣିଆ: ବିଜେଡି
ବିଜେପି ସାଂସଦଙ୍କ ମନ୍ତବ୍ୟକୁ ଖଣ୍ଡନ କରିବା ପାଇଁ ଦିଲୀପଙ୍କ ସତ୍ସାହସ ନାହିଁ
ଦିଲୀପଙ୍କ ବିଜୁ ଲିଗାସୀ ଦାବି କେବଳ ଉପରଠାଉରିଆ
ସତ୍ସାହସ ଥିଲେ ଦୁବେଙ୍କ ମନ୍ତବ୍ୟ ଖଣ୍ଡନ କରିବା ସହିତ ତାଙ୍କ ଠାରୁ ନିସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କରନ୍ତୁ ଦିଲୀପ
ଭୁବନେଶ୍ୱର, ୩୦/୦୩/୨୦୨୬:…