ବିଜୁ ପଟ୍ଟନାୟକଙ୍କୁ ଅପମାନ; ସାଂସଦ ନିଶିକାନ୍ତ ଦୁବେଙ୍କ ବିରୋଧରେ ଗର୍ଜିଲା ମାଲକାନଗିରି ବିଜେଡି

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଓଡ଼ିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିରୋଧରେ ଅଶୋଭନୀୟ ମନ୍ତବ୍ୟ ଦେଇ ଏବେ ଅଡୁଆରେ ସାଂସଦ ନିଶିକାନ୍ତ ଦୁବେ। ଏହାକୁ ନେଇ ସାରା ଓଡ଼ିଶାରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଆଜି ମାଲକାନଗିରି ଜିଲ୍ଲାରେ ବିଜୁ ଜନତା ଦଳ ପକ୍ଷରୁ…

13 ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଗାଁ ଠାରୁ ସହର ଚଳଚଞ୍ଚଳ

ବେଲଗୁଣ୍ଠା,୩୧/୦୩-(ଶିବରାମ ଚୌଧୁରୀ )-,ଢୋଲ,ମହୁରୀରେ ପ୍ରକମ୍ପିତ ହେବ ଧରା I ପଣା, ଝୁଣା ମହକରେ ମହକି ଯିବ ପରିବେଶ I ବର୍ତ୍ତମାନ ଗଞ୍ଜାମ ଜିଲ୍ଳା ଚଳଚଞ୍ଚଳ I ସମସ୍ତେ ରୁଦ୍ର କାଳୀଙ୍କ ଆରାଧନା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ Iପାଖେଇ ଆସୁଛି ଗଞ୍ଜାମର ପ୍ରସିଦ୍ଧ ଲୋକ ପର୍ବ ଦଣ୍ଡ ଯାତ୍ରା I…

ଓଡିଆ ପକ୍ଷ ପାଳନ ନେଇ ପ୍ରସ୍ତୁତି ବୈଠକ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୩୧/୦୩/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଆଗାମି ଏପ୍ରିଲ ୧ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡିଆ ପକ୍ଷ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଓଡିଆ ଘର…

ବିଶ୍ଵ ହିନ୍ଦୁ ପରିଷଦ ର ଜିଲ୍ଲା ସ୍ତରୀୟ ବୈଠକ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୩୧/୦୩/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ବିଶ୍ଵ ହିନ୍ଦୁ ପରିଷଦ ର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ବିଶ୍ଵ ହିନ୍ଦୁ ପରିଷଦ ର ଜିଲ୍ଲା ସଭାପତି କୃପାରାମ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ…

ଭକ୍ତ ଙ୍କ ଗହଣରେ ମେଲାଣି ନେଲେ ମା ଠାକୁରାଣୀ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୩୧/୦୩/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଗତ ୯ ଦିନ ଧରି ଚାଲି ଆସୁଥିବା ମା ଠାକୁରାଣୀଙ୍କ ଘଟଯାତ୍ରା ସମ୍ପନ୍ନ ହୋଇଛି। ଡାବୁଗାଁ କଳସ ମଣ୍ଡପ ଠାରେ ଗତ ୨୩ ତାରିଖରୁ ପୂଜା ପାଇ ଆସୁଥିବା ମା ଠାକୁରାଣୀ ଙ୍କୁ ଭକ୍ତ ଓ ଶ୍ରଦ୍ଧାଳୁ ବାଜା…

ଦିନକୁ ଦିନ ରାଜ୍ୟରେ ଗୋଚାଲାଣ ବଢୁଥିବା ବେଳେ ସରକାର ନିଦାବିଷ୍ଣୁ ସାଜିଛନ୍ତି।

ବାଲେଶ୍ୱର: ବିଭିନ୍ନ ସମୟରେ ଗୋମାଫିଆ ଓ ଗୋରକ୍ଷକ ମାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ଅନେକ ଗୋରକ୍ଷକ ମାନଙ୍କ ଜୀବନ ଚାଳି ଯାଉଛି। ଠିକ୍ ସେହିପରି ବାଲେଶ୍ୱର ଜିଲ୍ଲା ଖନ୍ତାପଡା ରୁ ଆସିଛି ଏକ ଲୋମଟାଙ୍କୁରା ଘଟଣା। ସୂଚନାଯୋଗ୍ୟ ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଆଡୁ କଲିକତା ଅଭିମୁଖେ…

କେନ୍ଦୁଝର ସହରରେଅସ୍ୱାଭାବିକ ଗ୍ୟାସ ସିଲିଣ୍ଡର ଯୋଗାଣ ବ୍ୟବସ୍ଥା : ୭ଦିନ ଭିତରେ ସ୍ୱାଭାବିକ ହେବ।

 କେନ୍ଦୁଝର ନାଗରିକ ମଞ୍ଚ ସହ ଆଲୋଚନା ପରେ ପ୍ରଶାସନର ପ୍ରତିଶୃତି।    କେନ୍ଦୁଝର,ତା ୩୧/୩- କେନ୍ଦୁଝର ସହରରେ କିଛି ଦିନ ହେବ ଘରୋଇ ଗ୍ୟାସ ସିଲିଣ୍ଡର ଯୋଗାଣ ନେଇ ଘୋର ଅବ୍ୟବସ୍ଥା ସୃଷ୍ଟି ହୋଇଛି,ତେଣୁ ଲୋକେ ଦୁଇ ଦୁଇ ଥର ରାସ୍ତାରୋକ କଲେଣି ଯାହା ଘୋର ଚିନ୍ତାର ବିଷୟ। ମୁଖ୍ୟମନ୍ତ୍ରୀଙ୍କ…

ଟ୍ରାନ୍ସଜେଣ୍ଡର ଅଧିକାର ଦିବସ ପାଳିତ : ସମାନତା ଓ ସମ୍ମାନ ପାଇଁ ଦାବି

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:  ତା ୩୧/୦୩ ଆଜି ସାରା ଓଡ଼ିଶା ସହିତ ଦେଶବ୍ୟାପୀ ଟ୍ରାନ୍ସଜେଣ୍ଡର ଅଧିକାର ଦିବସ ପାଳିତ ହୋଇଛି। ଏହି ଅବସରରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ , ଆଲୋଚନା ସଭା ଓ ରାଲି ଆୟୋଜିତ ହୋଇଥିଲା।ସମାଜରେ…

ସରକାରୀ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ, ଭାଟିଗାଁ ର ପ୍ରିନସିପାଲ ସରୋଜ କୁମାର ତ୍ରିପାଠୀ ଙ୍କ ଅବସର ଗ୍ରହଣ ମହା…

ଅଶୋକ ସାହୁ:11/ 12/1992ରେ ଡାବୁଗାଁ ରୁ ଚାକିରୀ ଜୀବନ ଆରମ୍ଭ l ଅଂଚଳଗୁମା, ତାରାଗାଁ ଓ RCD ହାଇସ୍କୁଲ ରେ ଶିକ୍ଷକତା କାଟିବାପରେ 06/ 08/2021 ରେ ପ୍ରଧାନ ଶିକ୍ଷକ ରୂପେ ଯୋଗ ଦିଅନ୍ତି ଭାଟିଗାଁ ହାଇସ୍କୁଲ ସ୍କୁଲରେ l 35 ଜଣ ଷ୍ଟାଫ୍ଙ୍କୁ ନେଇ ବିଦ୍ୟାଳୟ କୁ ଶିକ୍ଷାର ସର୍ବୋଚ୍ଚ ସ୍ତରରେ…

ମହିଳା ସ୍ନାତକ ମହାବିଦ୍ୟାଳୟରେ କିଟ୍ ବିଶ୍ବବଦ୍ୟାଳୟ ଆନୁକୁଲ୍ୟରେ ଏକ – ଦିବସୀୟ କର୍ମଶାଳା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ , ପାରଳାଖେମୁଣ୍ଡି ପରିସରରେ ଆଜି କିଟ୍ ବିଶ୍ବବିଦ୍ୟାଳୟ ଅନୁକୁଲ୍ୟରେ ଏକ "ଏକ- ଦିବସୀୟ କର୍ମଶାଳା" ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ରୀନା ସାହୁ ଅଧ୍ଯକ୍ଷତା କରି ସ୍ବାଗତ…