Sign in
Sign in
Recover your password.
A password will be e-mailed to you.
ନୃସିଂହନାଥ ମନ୍ଦିର ପରିଦର୍ଶନ ସହିତ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ବିଧାୟିକା ବର୍ଷା ସିଂ
ବରଗଡ଼ :- ବରଗଡ ଜିଲ୍ଲା ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଆଜି ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ପାରିସର ରେ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ଯ ର ତଦାରଖ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ କୋଡିଏ କୋଟି ଟଙ୍କାରୁ ଉର୍ଦ୍ବ ବ୍ୟୟ ଅଟକଳ…
ୱାଇଆଇ ପକ୍ଷରୁ ମୋ ଉତ୍କଳ ଦିବସ’ ପାଳନ ଘୋଷଣା
ଭୁବନେଶ୍ୱର:- ରାଜ୍ୟର ପ୍ରତିଷ୍ଠା /ଉତ୍କଳ ଦିବସ ଅବସରରେ କନଫେଡେରେସନ୍ ଅଫ୍ ଇଣ୍ଡିଆ ଇଣ୍ଡଷ୍ଟ୍ରି(ସିଆଇଆଇ) ଭୁବନେଶ୍ୱରର ଏକ ଅବିଚ୍ଛେଦ୍ୟ ଅଙ୍ଗ ୟଙ୍ଗ ଇଣ୍ଡିଆନସ୍ ପକ୍ଷରୁ ଏପ୍ରିଲ ୨ ତାରିଖରେ ‘ମୋ ଉତ୍କଳ ଦିବସ’ ପାଳନ କରିବାକୁ ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମହାମହିମ ରାଜ୍ୟପାଳ…
ଟେକ୍ସାସ୍ ୟୁନିଭରସିଟି (ଡଲାସ୍) ଦ୍ବାରା ନବୀନ ଜିନ୍ଦଲଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ
ନୋବେଲ ବିଜେତା ଅଜିଜ ସୈଂକରଙ୍କ ପରେ ଏହି ପୁରସ୍କାର ପାଇବାରେ ଶ୍ରୀ ଜିନ୍ଦଲ ଦ୍ୱିତୀୟ ବ୍ୟକ୍ତି
ନୂଆଦିଲ୍ଲୀ: ଶିଳ୍ପ, ରାଜନୀତି ଏବଂ ଶିକ୍ଷା କ୍ଷେତ୍ରରେ ସଫଳତା ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲଙ୍କୁ ଟେକ୍ସାସ ୟୁନିଭରସିଟି (ଡଲାସ) ଦ୍ୱାରା ଆଜୀବନ…
ଡଭା ଠାରେ ସମବାୟ ସମିତି ର ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା l
ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଝାରବନ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ଅଧିନସ୍ତ ଡ଼ଭା ସେବା ସମବାୟ ସମିତି ପରିସର ରେ ଅଞ୍ଚଳ ର ଚାଷୀ ଙ୍କୁ ନେଇ ବ୍ୟଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏହି ଶିବିର ରେ ଏସ ଡି ସି ସି ବ୍ୟାଙ୍କ ପରିଚାଳକ ଶ୍ରୀ…
ଅସହାୟ ମା’ କୁ ସାହା ହେଲା BSKY…ନୂଆ ଜୀବନ ପାଇଲା ଆଶିଷ
(ସହାୟତା ଯୋଗାଇଦେଲା ଓଡ଼ିଶା-ମୋ ପରିବାର)
ଅସହାୟ ମା’ର ପୁଅକୁ ନୂଆ ଜୀବନ ଦେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ହସ୍ପିଟାଲ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିବା ପରିବାରର ପ୍ରିୟ ପରିଜନ ପରି ଆବଶ୍ୟକୀୟ ସହାୟତା ଯୋଗାଇ ଦେଲା ଓଡ଼ିଶା-ମୋ ପରିବାର ।
ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଆଙ୍ଗିଶିଙ୍ଗି…
୩୧ରୁ ଗଡ଼ିବ ନୟାଗଡ଼ ଟାଉନ ଏବଂ ଭଦ୍ରକ ପାସେଞ୍ଜର ମେମୁ ଟ୍ରେନ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଚଳିତ ମାସ ୩୧ତାରିଖରୁ ନୟାଗଡ଼ ଟାଉନ ଏବଂ ଭଦ୍ରକ ମଧ୍ୟରେ ଏକ ନୂଆ ପାସେଞ୍ଜର ମେମୁ ଟ୍ରେନ ନିୟମିତ ଚଳାଚଳ କରିବ। ଏ ନେଇ ପୂର୍ବତଟ ରେଳ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ଚଳିତ ମାସ ୩୦ ତାରିଖ ଅପରାହ୍ନରେ କେନ୍ଦ୍ର…
ପୂର୍ବତନ ମନ୍ତ୍ରୀ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମ ହେଲା ସଫଳ
ଉଚ୍ଚ ଶିକ୍ଷା ବିଭାଗ ଅନୁମୋଦନ କ୍ରମେ ଏରକଣା ମହାବିଦ୍ୟାଳୟରେ ଖୋଲିଲା ନୂତନ ଶ୍ରେଣୀ
ମାହାଙ୍ଗା (ଦେବେନ୍ଦ୍ର ଷଢଙ୍ଗୀ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ,ନିର୍ମଳ, ପ୍ରଗତିଶୀଳ ଶାସନରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ…
ଉତ୍କଳ ରଙ୍ଗମଞ୍ଚରେ ଓଡିଶୀ ସଙ୍ଗୀତଜ୍ଞ ଗୁରୁ ପଣ୍ଡିତ ଶ୍ରୀ ରଘୁନାଥ ପାତ୍ରଙ୍କ ଓଡ଼ିଶୀ ସଙ୍ଗୀତ ପରିବେଷଣ
https://youtu.be/aRm0oPED8hk
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ , ଓଡ଼ିଶା ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଦ୍ବାରା ଆୟୋଜିତ "ଓଡ଼ିଶୀ ସଙ୍ଗୀତ ଉତ୍ସବ"ରେ ପାରଳାଖେମୁଣ୍ଡିର ସଙ୍ଗୀତ ନାଟକ…
ଝାରସୁଗୁଡ଼ା ବିଧାନସଭା ଆସନ ଉପନିର୍ବାଚନ ପାଇଁ ବାଜିଲା ବିଗୁଲ
ନୂଆଦିଲ୍ଲୀ : ଝାରସୁଗୁଡ଼ା ବିଧାନସଭା ଆସନ ଉପନିର୍ବାଚନ ପାଇଁ ବାଜିଲା ବିଗୁଲ | ଘୋଷଣା ହୋଇଛି ଉପନିର୍ବାଚନ ତାରିଖ । ମେ’ ୧୦ରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ମେ’ ୧୩ରେ ଭୋଟଗଣତି ହୋଇ ଫଳ ଘୋଷଣା ହେବ । ସେହିପରି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ତାରିଖ ତାରିଖ ଏବଂ…
ଭୁବନେଶ୍ୱରର ଉତ୍କଳମଣ୍ଡପଠାରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ
ଭୁବନେଶ୍ୱର: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉତ୍ସାହ ଓ ଉଦ୍ଦୀପନାର ସହ ଓଡ଼ିଶା ଦିବସ ପାଳନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତିା ଏହି କ୍ରମରେ ଭୁବନେଶ୍ୱରର ଉତ୍କଳମଣ୍ଡପଠାରେ ଅପ୍ରେଲ ଏକ ତାରିଖ ସନ୍ଧ୍ୟାରେ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ…