Sign in
Sign in
Recover your password.
A password will be e-mailed to you.
ସୀମାନ୍ତ ଅଞ୍ଚଳ ରେ ଜଗଦଳପୁର ପୋଲିସ ର ନୁଆମନ ନୁଆ ସପନ କାର୍ଯ୍ୟକ୍ରମ
https://youtu.be/DFIz7A9Ck3c
ଝାରବନ୍ଧ -ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ସୀମାନ୍ତ ଅଞ୍ଚଳ ଲହଡ଼ିପୁର, ଗୁଞ୍ଚାଡିହି ଗ୍ରାମ ବାସି ଙ୍କୁ ନେଇ ପୋଲିସ ପକ୍ଷ ରୁ ନୁଆମନ ନୁଆ ସପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ବରଗଡ଼ ଏସ ପି ପ୍ରହଲ୍ଲାଦ ସହିଷ ମିନା ମୁଖ୍ୟ…
ଓଡଗାଁ ଶ୍ରୀରାମ ନବମୀ ଯାତ୍ରାର ପ୍ରଥମ ସନ୍ଧ୍ୟା: ଜନ୍ମନାରାୟଣବେଶ ଦର୍ଶନ କଲେ ଶ୍ରଦ୍ଧାଳୁ
ଓଡଗାଁ, ୩୦।୩(ଶ୍ରୀକାନ୍ତ କୁମାର ମିଶ୍ର): ସାରା ଓଡ଼ିଶା ସହିତ ଭାରତବର୍ଷରେ ପରିଚିତ ନୟାଗଡ ଜିଲ୍ଲାର ଅନ୍ୟତମ ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ସ୍ୱର୍ଣ୍ଣ କଳସକ୍ଷେତ୍ର ଭାବରେ ପରିଚିତ ଓଡ଼ଗାଁ ଶ୍ରୀରଘୁନାଥ ଜିଉଙ୍କ ପୀଠରେ ଆଜି ପବିତ୍ର ଚୈତ୍ର ଶୁକ୍ଲ ନବମୀ ତିଥିରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମ…
ବିଶ୍ୱାସର ମନଛୁଆଁ ପର୍ବ ବାଲି ରପା : ନାଚ ଗୀତରେ ଝୁମିଲେ ଦେବୀ ଏବଂ ଶ୍ରଦ୍ଧାଳୁ
https://youtu.be/b6CaXcG-2Kk
ନବରଙ୍ଗପୁର/ ଅଶୋକ ସାହୁଙ୍କ ରିପୋର୍ଟ: ନବରଂଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ନିଶନାହାଣ୍ଡି ଗ୍ରାମ ପଂଚାୟତ ବାଣିଆ ଗ୍ରାମରେ ୧୨ ବର୍ଷୀୟ ବାଲି ଯାତ୍ରାର ବାଲି ରପା ଅନୁଷ୍ଠିତ ହୋଇଯାଇଛି।ପୂର୍ବ ପୁରୁଷ ମାନଙ୍କ ଠାରୁ ଆରମ୍ଭ ହୋଇ ଆସୁଥିବା ବାଲି ଯାତ୍ରା…
ରାମ ନବମୀ ଅବସର ରେ ଭବ୍ୟ ଓ ଆକର୍ଷଣୀୟ ଶୋଭାଯାତ୍ରା
ବରଗଡ : ପବିତ୍ର ରାମ ନବମୀ ଅବସର ରେ ପାଇକମାଳ ଶିବ ମନ୍ଦିର ରୁ ଏକ ଭବ୍ୟ ଓ ଆକର୍ଷଣୀୟ ଶୋଭାଯାତ୍ରା ରେ ପାଇକମାଳ ମାରୱାଡି ଯୁବାମଞ୍ଚ ର କର୍ମକର୍ତା, ବଣିକ ସଂଘ ର କର୍ମକର୍ତା, ପାଇକମାଲ ଶ୍ରୀ ଶ୍ୟାମ ମିତ୍ର ମଣ୍ଡଳ ର କର୍ମକର୍ତା ଙ୍କର ସମେତ ରାମ ଭକ୍ତ ଓ ଅନେକ ଯୁବକ ମହିଳା ମାନେ ପତାକା ଧରି…
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମୃତ
ବରଗଡ :- ,ଗତ କାଲି ପ୍ରାୟ ବାର ଘଣ୍ଟା ସମୟରେ ପାଇକମାଲ ପଦ୍ମପୁର ବିଜୁ ଏକ୍ସପ୍ରେସ ୱେ ର ରଞ୍ଜିତପୁର ଛକ ନିକଟରେ ଦୁଇ ଗୋଟି ବାଇକ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ବାଇକ ଚାଳକ ଙ୍କର ମୃତ୍ୟୁ ହୋଇଯାଇଥଲା । ପାଇକମାଲ ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବଢ଼େଇ ଙ୍କର ଦ୍ୱାରା ମିଳିଥିବା…
ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ
ନୟାଗଡ଼,୩୦/୩:ଲୋକଙ୍କ ହାତ ପାଆନ୍ତାରେ ଉଚ୍ଚ ଗୁଣବତ୍ତା ଏବଂ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବା ଉଦ୍ଦେଶ୍ୟରେ ନୟାଗଡ ମ୍ୟୁନିସିପାଲିଟିର ଆଠ ନମ୍ବର ୱାର୍ଡ ସ୍ଥିତ କମ୍ୟୁନିଟି ସେଣ୍ଟରଠାରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ କରକମଳରେ ଉଦଘାଟିତ…
ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ଶାନ୍ତିପ୍ରିୟ ଓଡ଼ିଶାକୁ ନିନ୍ଦିତ କରନ୍ତୁ ନାହିଁ
ଧର୍ମେନ୍ଦ୍ରଙ୍କ ଟୁଇଟର ଜବାବ ରଖିଲେ ସସ୍ମିତ
କେନ୍ଦ୍ରମନ୍ତ୍ରୀଙ୍କୁ ଆଇନଶୃଙ୍ଖଳା ଓ ଅପରାଧ ମଧ୍ୟରେ ପାର୍ଥକ୍ୟ ବୁଝାଇଲେ
ଜିଏସ୍ଟି ଚଢ଼ଉ ବେଳେ ବିଜେପି କର୍ମୀ ବଳପୂର୍ବକ ପ୍ରବେଶ କରି ଆଇନଶୃଙ୍ଖଳା ଭାଙ୍ଗିଥିଲେ
ଅନେକ ବିଜେପି ଶାସିତ ରାଜ୍ୟଠାରୁ ଓଡ଼ିଶାର ଆଇନଶୃଙ୍ଖଳା…
ଜଗଦଲପୁର ହାଇସ୍କୁଲ କୁ ମିଳିଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନ୍ୟତା l
ଝାରବନ୍ଧ -ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଳପୁର ଚନ୍ଦ୍ରଶେଖର ହାଇସ୍କୁଲ କୁ ସରକାର ଉନ୍ନୀତ କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନ୍ୟତା ଦେଇଛନ୍ତି l ଚଳିତ ବର୍ଷ 128 ଜଣ ଛାତ୍ର ଛାତ୍ରୀ ଙ୍କ ନାମ ଲେଖା ହେବ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଶ୍ୱିନୀ ମିଶ୍ର…
ଶାୟରୀ ଶାୟରୀ ଚଳଚ୍ଚିତ୍ରର ମୁକ୍ତିଲାଭ ଆସନ୍ତା ଏପ୍ରିଲ୍ ୧୪ରେ
ରାଉରକେଲା(ବସନ୍ତ କୁମାର ଜେନା): ମା ଖମ୍ବେଶ୍ବରୀ ଏଣ୍ଟରଟେନମେଣ୍ଟ ଓ ସହର ସେବା ସମିତିର ମିଳିତ ଆନୁକୂଲ୍ୟରେ ଆଜି ହୋଟେଲ ସୋଲାସ୍ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇ କୁହାଯାଇଛି ଯେ ଆସନ୍ତା ଏପ୍ରିଲ୍ ମାସ ୧୪ ତାରିଖ ପଣାସକ୍ରାନ୍ତି ଦିନ ସହରର ଦୁଇଟି ପ୍ରେକ୍ଷାଳୟ ସମେତ…
ଓମଫେଡ୍ କ୍ଷୀର ହାଫ୍ ଲିଟର ପିଛା ୨ ଟଙ୍କା ବୃଦ୍ଧି
ଭୁବନେଶ୍ୱର/ରାଉରକେଲା :-ଦିନ କୁ ଦିନ ବଢ଼ିବାରେ ଲାଗିଛି ସମସ୍ତ ଅତ୍ୟାବଶ୍ୟକ ଜିନିଷର ଚାହିଦା ତା ସହ ପୁଣି ବଢ଼ିଛି ଓମଫେଡ୍ କ୍ଷୀର ଦର। ୫୦୦ ମିଲି ଲିଟର ଗ୍ରାମ ଅର୍ଥାତ୍ ହାଫ୍ ଲିଟର କ୍ଷୀର ପ୍ୟାକେଟ୍ ପିଛା ୨ ଟଙ୍କା ବୃଦ୍ଧି ଘଟିଛି । ଏନେଇ ଓମଫେଡ୍ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି…