ଆଜି ଛାଡିବାକୁ ଥିବା କଳିଙ୍ଗ ଉତ୍କଳ ଏକ୍ସପ୍ରେସ କାଲି ଛାଡିବ On Jul 26, 2023 8 Share ଭୁବନେଶ୍ୱର : ଆଜି ପୁରୀ ଠାରୁ ରାତ୍ରୀ 8ଘ.45ମି. ରେ ଛାଡିବାକୁ ଥିବା 18477 ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଆସନ୍ତା କାଲି ଭୋର 5 ଘଟିକାରେ ଛାଡିବ। 8 Share FacebookTwitterGoogle+ReddItWhatsAppPinterestEmail