ଜଗତସିଂହପୁର,ତା-୨୫.୦୮.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ସ୍ଥିତ ସ୍ବାମୀ ବିବେକାନନ୍ଦ ସ୍ମାରକ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ଦାସଙ୍କ ନିର୍ଦ୍ଦେଶ କ୍ରମେ ଜଗତସିଂହପୁର ବିଜୁ ଛାତ୍ର ଜନତା ଦଳ ସ୍ଟୁଡେଣ୍ଟ କ୍ୟାମ୍ପସ କମିଟି ପକ୍ଷରୁ ଏକ ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ କଲେଜ ର ଶତାଧିକ ଛାତ୍ର ଉପସ୍ଥିତ ରହି ସ୍ବାମୀ ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହ କଲେଜ ପରିସରରେ ବୃକ୍ଷ ରୋପଣ କରିଥିଲେ l
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ରେ ଅଧ୍ୟୟନ ରତ ଛାତ୍ର ଶୁବାଶିଷ ମହାପାତ୍ର, ସିଲୁ ସାମଲ, ସମର କୁମାର ବେଉରା, ପ୍ରିୟ ଦେବ ବେହେରା, ଦିପ୍ତିରଞ୍ଜନ ସ୍ୱାଇଁ, ପ୍ରଦୀପ ମୁଦୁଲି, ସୌମ୍ୟ ସାମଲ, ସୌମ୍ୟ ବରାଳ, ଜ୍ୟୋତି ବାରିକ, ପ୍ରଭୁଦତ ବେହେରା, ପରମେଶ୍ବର ମଇଟି, ସ୍ଵାଧୀନ ବିଶ୍ବାଳ, ପୁରାତନ ଛାତ୍ର ପୁଷ୍ପକ ରଞ୍ଜନ ସାହୁ, ଏସ କେ ନାସିର, ସୌମ୍ୟରଞ୍ଜନ ସାହୁ, କୃଷ୍ଣ ଚନ୍ଦ୍ର ସେଠୀ, ସୌମ୍ୟକାନ୍ତ ଦାସ, ଦୂର୍ଗେଶ ମହାନ୍ତି, ଅଶ୍ଵିନୀ ବାରିକ, ପଙ୍କଜ ପ୍ରୀତି ପରିଡ଼ା, ସାଇଦତ୍ତ ମହାନ୍ତି, ମନୋଜ ସିଂ, ଶ୍ରୀନିବାସ ପାତ୍ର, ସବ୍ୟସାଚୀ ବେହେରା, ଚନ୍ଦନ ସ୍ୱାଇଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Next Post