କର୍କଟ ରୋଗୀଙ୍କ ସେବାରେ ସମର୍ପିତ ଦିବସଙ୍କୁ ବିନ୍ଧ୍ୟବାସିନୀ ଷଡ଼ଙ୍ଗୀ ସମ୍ମାନ

ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମର ଶିକ୍ଷକ ତଥା ସାମାଜିକ କର୍ମୀ ଦିବସ କୁମାର ସାହୁଙ୍କୁ ବରଗଡ଼ ଜିଲ୍ଲାର କ୍ୟାନ୍ସର ଫାଇଟର୍ସ ଗୃପ ତରଫରୁ ମର୍ଯ୍ୟାଦା ଜନକ ବିନ୍ଧ୍ୟବାସିନୀ ଷଡ଼ଙ୍ଗୀ ସମ୍ମାନ ରେ ସମ୍ମାନିତ କାରାଯାଇଛି ।ଦିର୍ଘ ଦିନ ଧରି ଅନେକ କ୍ୟାନ୍ସର…

ରାଜ୍ୟପାଳଙ୍କୁ ଭେଟିଲେ ପଟ୍ଟଚିତ୍ର ଶିଳ୍ପୀ କୃଷ୍ଣପ୍ରିୟା

ଭୁବନେଶ୍ୱର :ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ ତଥା ମହିଳା ଶିଳ୍ପଦ୍ୟୋଗୀ ଶ୍ରୀମତୀ କୃଷ୍ଣପ୍ରିୟା ଆଚାର୍ଯ୍ୟ ଆଜି ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ନିଜ ହସ୍ତନିର୍ମିତ ଏକ କଳାକୃତି ଭେଟି ଦେଇଛନ୍ତି ।

ପଦ୍ମପୁର ବନ ବିଭାଗର ଚଢାଉ :ଖଇର କାଠ ଜବତ ସହିତ ଟ୍ରକ୍ ଜବତ

ପଦ୍ମପୁର/ଶିବାଶିଷ ପଟ୍ଟନାୟକ: ପଦ୍ମପୁର ରେଞ୍ଜ ଗାଇସିଲାଟ ସେକ୍ସନ ଅନ୍ତର୍ଗତ କଂସଢୋଲ ଗ୍ରାମରୁ ଏକ ୪୦୭( OR 08-E6266)ଯୋଗେ କାଠ ଚୋରା ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁର ବନ ବିଭାଗ ପକ୍ଷରୁ ଚଢାଉ କରି ୩୦ ଖଣ୍ଡ ଖଇର କାଠ (୩୪.୭୧୯ ସିଏଫ୍ଟି) ଜବତ କରାଯିବା ସହିତ ଚୋରା…

ବିଜୁ ଜନତା ଦଳ ପକ୍ଷରୁ ଦୀପ ପ୍ରଜ୍ଜ୍ଵଳନ

ପଦ୍ମପୁର/ଶିବାଶିଷ ପଟ୍ଟନାୟକ: ସ୍ଥାନୀୟ ଭେଁଉରିଆ ଛକ ଠାରେ ବିଜୁଜନତା ପକ୍ଷରୁ ବାଲେଶ୍ୱର ଜିଲ୍ଲା ବାହାନଗାରେ ହୋଇଥିବା ରେଳ ଦୁର୍ଘଟଣାକୁ ନେଇ ଦୀପ ପ୍ରଜ୍ବଳନ କରି ନିରବ ପ୍ରାର୍ଥନା କରାଯାଇଛି I ଏହି ଟ୍ରେନ ଦୁର୍ଘଟଣା ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଛି I କରମଣ୍ଡଳ ଏକ୍ସପ୍ରେସ ଟ୍ରେନରେ…

ସମ୍ପର୍କୀୟଙ୍କ ଠାବ ପାଇଁ ନିମ୍ନ ହେଲ୍ପ ଲାଇନ ନମ୍ବରକୁ ଯୋଗାଯୋଗ କରନ୍ତୁ: ରେଳବାଇ

ଭୁବନେଶ୍ୱର : ଓଡିଶା ରେଳ ଦୁର୍ଘଟଣାରେ ପ୍ରଭାବିତ ହୋଇଥିବା ଆପଣଙ୍କ ସମ୍ପର୍କୀୟଙ୍କୁ ଠାବ କରିବା ପାଇଁ ଦୟାକରି ନିମ୍ନ ହେଲ୍ପ ଲାଇନ ନମ୍ବରକୁ ଯୋଗାଯୋଗ କରିବା ସକାଶେ ପୂର୍ବତଟ ରେଳବାଇ ପକ୍ଷରୁ ଅନୁରୋଧ କରାଯାଇଛି |ସେହି ନମ୍ବର ଗୁଡିକ ହେଲା ଭାରତୀୟ ରେଳବାଇ ହେଲ୍ପ ଲାଇନ ନମ୍ବର - 139 ଏବଂ…

ଟ୍ରେନ ଦୁର୍ଘଟଣା ରେ ମୃତକ ଙ୍କୁ ଶ୍ରଦ୍ଧାଞ୍ଜଳି

ମୃତକ ଙ୍କର ଆତ୍ମା ର ସଦ୍ଗତି ନିମନ୍ତେ ସାମୁହିକ ଦୀପଦାନ ବରଗଡ଼ :- ବାଲେଶ୍ଵର ଜିଲ୍ଲା ବାହାନଗା ଠାରେ ଘଟିଥିବା ମର୍ମନ୍ଦୁତ ରେଳ ଦୁର୍ଘଟଣା କେବଳ ଭାରତ ନୁହେଁ ସମଗ୍ର ବିଶ୍ୱର ମାନବ ସମାଜକୁ ବ୍ୟଥିତ କରିଦେଇଛି । ଏହି ଦୁର୍ଘଟଣାରେ ସାରା ଦେଶରେ ବର୍ତ୍ତମାନ ଶୋକକୁଳ ଅବସ୍ଥା । ଦୁର୍ଘଟଣାରେ…

ଏନ୍‍ଆଇଆର୍‍ଏଫ୍‍ ରା଼ଙ୍କିଙ୍ଗ: ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାର ୧୬ତମ ସ୍ଥାନରେ କିଟ୍‍

ଭୁବନେଶ୍ୱର, ୫ ।୬: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରତିବର୍ଷ ପ୍ରକାଶ ପାଉଥିବା ନ୍ୟାସ୍‍ନାଲ୍‍ ଇନ୍‍ଷ୍ଟିଚ୍ୟୁସନାଲ୍‍ ରା଼ଙ୍କିଙ୍ଗ ଫ୍ରେମ୍‍ ୱାର୍କ (ଏନ୍‍ଆଇଆର୍‍ଏଫ୍‍) ସୋମବାର ପ୍ରକାଶ ପାଇଛି। ଏଥିରେ ଭାରତର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟକୁ ନେଇ ତାଲିକା…

ସୋଆ ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ

ଏନ୍‌ଆଇଆର୍‌ଏଫ୍ ରା଼ଙ୍କିଙ୍ଗରେ ଓଡ଼ିଶାରେ ପୁଣି ଏକ ନମ୍ବର ସ୍ଥାନରେ ସୋଆ ଭୁବନେଶ୍ୱର, ଜୁନ ୫: ୨୦୨୩ ନିମନ୍ତେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍ନାଲ ରା଼ଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ରା଼ଙ୍କିଙ୍ଗରେ ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ୧୫ ତମ ସ୍ଥାନ ହାସଲ କରିଛି…

ଅଲଟ୍ରାଟେକ୍ ସିମେଣ୍ଟ କଟକ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳନ

ଭୁବନେଶ୍ୱର : 5 ଜୁନ୍ 2023 ରେ ଅଲଟ୍ରାଟେକ୍ ସିମେଣ୍ଟ କଟକ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିଲା। ଉତ୍ସବର ବିଷୟବସ୍ତୁ UNEP 2023 ଥିମ୍ # ପ୍ଲାଷ୍ଟିକ୍ ପ୍ରଦୂଷଣର ସମାଧାନ | ପ୍ରକଳ୍ପର ମୁଖ୍ୟ ଶ୍ରୀ ଦୀନେଶ ଗୁପ୍ତା ଏବଂ ଶ୍ରୀ ପୁରୁଷୋତ୍ତମ ଭେମୁରୀ ୟୁନିଟ୍ ମୁଖ୍ୟ ଏହି…

ଟ୍ରେନ ଦୁର୍ଘଟଣା ମୃତକଙ୍କ ଶବ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷିତ ରଖାଯାଇଛି : ପୂର୍ବତଟ ରେଳବାଇ

ଭୁବନେଶ୍ୱର : ବାହାନଗା ବଜାର (ବାଲେଶ୍ୱର ) ଟ୍ରେନ ଦୁର୍ଘଟଣା ମୃତ ଶରୀର ଗୁଡିକୁ ବୈଜ୍ଞାନିକ ପଦ୍ଧତିରେ ଭୁବନେଶ୍ୱର ର ବିଭିନ୍ନ ହସ୍ପିଟାଲ ମାନଙ୍କରେ ସଂରକ୍ଷଣ କରି ରଖାଯାଇଅଛି ବୋଲି ପୂର୍ବତଟ ରେଳବାଇ କର୍ତ୍ତ୍ତୃପକ୍ଷ ସୂଚନା ଦେଇଛନ୍ତି. | ସୂଚନାଯୋଗ୍ୟ ଯେ ଏଯାବତ ମୃତକଙ୍କ ସଂଖ୍ୟା 275…