ସିଏସଆଇଆର-ଆଇଏମଏମଟିରେ ବିଶ୍ୱ ପରିବେଶ ଦିବସ ପାଳିତ

ଭୁବନେଶ୍ୱର:- ସିଏସଆଇଆର-ଆଇଏମଏମଟି ଏହାର କ୍ୟାମ୍ପସରେ ବିଶ୍ୱ ପରିବେଶ ଦିବସ ପାଳନ କରିଛି । ଶିଶୁ ଉଦ୍ୟାନ, ବିଆଇଇଆର ହଷ୍ଟେଲ ଏବଂ ଲେଡିଜ୍ ହଷ୍ଟେଲରେ ଚାରା ରୋପଣ ସହିତ ଏହି ଉତ୍ସବ ଆରମ୍ଭ ହୋଇଥିଲା । ଏସଏସ ଭଟ୍ଟନାଗର ହଲରେ ଉତ୍ସବ ପାଳନ ଜାରୀ ରଖି ସମସ୍ତ ଛାତ୍ର, ଗବେଷକ, କର୍ମଚାରୀମାନେ…

ବାହାନଗା ଟ୍ରେନ ଦୁର୍ଘଟଣା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର: ବାହାନଗା ବଜାର ଟ୍ରେନ ଦୁର୍ଘଟଣାରେ ମୃତକ ମାନଙ୍କୁ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଭୁବନେଶ୍ୱର ସ୍ଥିତ ଏମ୍ସ (AIIMS) ହସ୍ପିଟାଲ ରେ ପହଂଚିବାକୁ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଅଛି l

ଜିଲ୍ଲା ସ୍ତରୀୟ ଗୋ-ବନ୍ଧ୍ୟା ନିରାକରଣ ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଠାରେ ରାଷ୍ଟ୍ରୀୟ ଗୋକୁଳ ମିଶନ ଓ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ଆନୁକୁଲ୍ୟରେ ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଜିଲ୍ଲା ସ୍ତରୀୟ ଗୋ-ବନ୍ଧ୍ୟା…

ଓଡି଼ଶା ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଙ୍କ ସୁନ୍ଦରଗଡ଼ ଗସ୍ତ ଏବଂ ବିଭିନ୍ନ ଯୋଜନା ର ସମୀକ୍ଷା

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା) : ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ର ମାନ୍ୟବର ଅଧ୍ୟକ୍ଷ ଶ୍ରୀ ଅବନୀକାନ୍ତ ସାହୁ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ଯୋଜନା ଗୁଡ଼ିକର ସମୀକ୍ଷା କରିଛନ୍ତି I ସ୍ଥାନୀୟ ସଦଭାବନା ଭବନ ଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଡା. ପରାଗ ଗଭାଲି…

ସହରରେ ବୁଲିଲା ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ

ରାଉରକେଲା: ୬/୬/୨୩(ବସନ୍ତ କୁମାର ଜେନା) : ଜିଲ୍ଲା ପ୍ରଶାସନ ଓ ରାଉରକେଲା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ର ମିଳିତ ଆନୁକୂଲ୍ୟରେ ରେ ଶିଶୁ ଶ୍ରମିକ ନିରାକରଣ ରଥ ର ଶୁଭାରମ୍ଭ ହୋଇଛି। ଏହି ରଥକୁ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀ ସାରଦା ପ୍ରସାଦ ନାୟକ ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି…

ଆଜବେଷ୍ଟସ ଟ୍ରକ ଦୁର୍ଘଟଣା ଗ୍ରସ୍ତ, ଦୁଇ ଗୁରୁତର

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ସ୍ଥିତ ପଣସ ବାଙ୍କୀ ଠାରେ ଭାରସାମ୍ୟ ହରାଇ ଏକ ଆଜବେଷ୍ଟସ ଟ୍ରକ ଦୁର୍ଘଟଣା ଗ୍ରସ୍ଥ ହୋଇଛି I ହେଲେ ଏହି ବଡ଼ ଦୁର୍ଘଟଣାରେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଟ୍ରକ ଡ୍ରାଇଭର ଓ ହେଲପର I ସୂଚନା ଅନୁସାରେ ସ୍ଥାନୀୟ…

ଗବୋନ (ମଧ୍ୟ ଆଫ୍ରିକା)ରେ ଫସିଛନ୍ତି ୪ ଓଡିଆ;ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

ଭୁବନେଶ୍ବର, ୦୬।୦୬- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଗବୋନ (ମଧ୍ୟ ଆଫ୍ରିକା)ରେ ଫସିଥିବା ୪ ଓଡିଆ ଯୁବକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି।  ଏଠାରେ…

ବାଣିଜ୍ୟରେ ରୋନକ ବାଜପେୟୀ କଲେଜ ଟପର

ପଦ୍ମପୁର: ଅଞ୍ଚଳ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗରେ ଅଧ୍ୟୟନ କରୁଥିବା ରୋନକ ବାଜପେୟୀ ୬୦୦ରୁ ୫୦୪ ମାର୍କ ରଖି କଲେଜ ଟପର ହୋଇଛନ୍ତି। ସେ ଜଣେ ଶାନ୍ତଶିଷ୍ଟ ଓ ସମୟାନୁବର୍ତ୍ତି କର୍ମଠ ଛାତ୍ର। ସବୁବେଳେ ଉଚ୍ଚାଭିଳାଷ ରଖି ଅଧ୍ୟୟନରେ ମନ ରଖିଥାନ୍ତି। ପରୀକ୍ଷା ଫଳ ପରେ ସେ ଅଧିକ ଆଶା ରଖୁଥ‌ିବା…

ବାହାନଗା ରେଳ ଦୁର୍ଘଟଣା : ଅନୁକମ୍ପା ରାଶି ବାବଦରେ ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୧.୯୫ କୋଟି ଟଙ୍କା

ଚିହ୍ନଟ ହୋଇଛନ୍ତି ଓଡିଶାର ୩୯ ଜଣ ମୃତକ ୭ଟି ଜିଲ୍ଲାର ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ ସହାୟତା ପ୍ରଦାନ ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାହାନଗା ଟ୍ରେନ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଓଡିଶାର ୩୯ ଜଣ ମୃତକଙ୍କ ପାଇଁ ୧.୯୫ କୋଟି ଟଙ୍କା…

ଓଡ଼ିଶା ସରକାର ଓ ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ ମିଳିତ ସହଯୋଗରେ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମ ଓ ଗବେଷଣା ନିମନ୍ତେ…

ଭୁବନେଶ୍ୱର, ତା.୦୬/୦୬:  ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି । ଏକ ନୂତନ ପଦକ୍ଷେପ ସ୍ୱରୂପ, ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ଏବଂ ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଡିନ୍…