ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ

ସୁନ୍ଦରଗଡ଼(ବସନ୍ତ କୂମାର ଜେନା): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢଉ ଚାଲିଥିବାର ଖବର ମିଳିଛି।ସେ ବର୍ତ୍ତମାନ ହେମଗିରି ଅଞ୍ଚଳ ପାଇଁ ଅତିରିକ୍ତ ନିର୍ବାହୀ…

ଏସ୍‌ପିସିବି ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ପରିବେଶ ଆଧାରିତ ଜୀବନଶୈଳୀ ଆପଣାଇବାକୁ ଆହ୍ୱାନ ରାଉରକେଲା (ବସନ୍ତ କୁମାର ଜେନା): ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋଡ(ର୍ଏସ୍‌ପିସିବି) ରାଉରେକଲା ଆଂଚଳିକ ଶାଖା ପକ୍ଷରୁ ବିଶ୍ୱ ପରିବେଶ ଦିବସ ଆଜି ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆରଏସପିର ଇଡି (ୱାକ୍ସ)ର୍…

ଜିଲ୍ଲା ମୁଖ୍ୟାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ସ୍ଥାନୀୟ ସଦଭାବନା ଭବନ ଠାରେ ଆଜି ଜିଲ୍ଲାପାଳ ଡା. ପରାଗ ଗଭାଲି ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ଙ୍କ ଦ୍ଵାରା ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି I ଆଜିର ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ରେ ମୋଟ 267 ଟି ଅଭିଯୋଗ ଆସିଥିଲା I ସେଥି…

ଜିଲ୍ଲା ରେଡକ୍ରସ ଦ୍ଵାରା ରାବନଡ଼ିହି ଜରାଶ୍ରମ ଠାରେ ବିଶ୍ଵ ପରିବେଶ ଦିବସ ପାଳିତ

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ରାବନଡ଼ିହି ସ୍ଥିତ ଜରାଶ୍ରମ ଠାରେ ଜିଲ୍ଲା ରେଡକ୍ରସ ଶାଖା ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି I କାଯ୍ୟକ୍ରମ ରେ ଡେପୁଟି କଲେକ୍ଟର ( ଆପତକାଳୀନ) ତଥା ଜିଲ୍ଲା ରେଡକ୍ରସ ଶାଖା ର ସମ୍ପାଦିକା ଶ୍ରୀମତୀ କୁନ୍ତୀ ରାଣୀ ନାୟକ କାର୍ଯ୍ୟକ୍ରମ ଆୟୋଜନ ର…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣୀରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ,…

କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ମୃତାହତ ଓ ଆହତଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ଅନୁଷ୍ଠିତ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ସହର ସ୍ଥିତ ଗାନ୍ଧୀ ଛକ ଠାରେ ଗାନ୍ଧୀ ପ୍ରତିମୂର୍ତ୍ତି ପାର୍ଶ୍ୱରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ହୋଇ ଥିବା ରେଳ ଦୁର୍ଘଟଣାକୁ ନେଇ ନିରବ ପ୍ରାର୍ଥନା କରାଯାଇଛି I ଏହି ଟ୍ରେନ ଦୁର୍ଘଟଣା ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଛି…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଦର୍ଶ ମୋ ସେବା କେନ୍ଦ୍ର ଉଦଘାଟିତ

ଜଗତସିଂହପୁର,ତା-୦୫.୦୬.୨୦୨୩/ସୁମନ୍ତକୁମାରଦାସ: 5ଟି-ଉପକ୍ରମରେ ଆଜି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟାୱରୀଙ୍କ କରକମଳରେ ଏକ ଆଦର୍ଶ ମୋ ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି I ଏହି ଆଦର୍ଶ ମୋ ସେବା କେନ୍ଦ୍ରରେ ଜନସାଧାରଣ ଆଧାର କାର୍ଡ ପଞ୍ଜିକରଣ ଏବଂ ଆଧାର…

ପୋଖରୀରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ଘଟଣା, ୨ ଗିରଫ

ରାଇଘର .ନରସିଂ ବାଘ( 05/06/23) : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁନ୍ଦେଇ ଥାନା ଅନ୍ତର୍ଗତ ରାସପୁର ଗ୍ରାମର ଏକ ପୋଖରୀ ମଧ୍ୟରୁ ଗତ ୨ ତାରିଖ ଦିନ ଖୁଡୁକୁ ପଞ୍ଚାୟତ ଅନ୍ତର୍ଗତ କଲଚୁଆ ଗ୍ରାମର ନାଥା ପାହାଡ଼ିଆ (୨୫)ଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା। ଏ ନେଇ କୁନ୍ଦେଇ ଥାନା ରେ…

ବାହାନାଗା ରେଳ ଦୁର୍ଘଟଣାଗସ୍ତଙ୍କୁ ଭେଟିଲେ ତାମିଲନାଡୁ ବିଜେପି ପ୍ରତିନିଧି ଦଳ

 ସ୍ଥାନୀୟ ଓଡିଆ ଭାଇ ଓ ଭଉଣୀ ସହଯୋଗ ପାଇଁ ଜଣାଇଲେ କୃତଜ୍ଞତା  ରାଜ୍ୟ ସଭାପତି ଏବଂ ସାଧାରଣ ସଂପାଦକ (ସଂଗଠନ) ଙ୍କ ସହ ଆଲୋଚନା କରିବା ସହ ବିଜେପି କାର୍ଯ୍ୟକର୍ତାଙ୍କୁ ଜଣାଇଲେ ଧନ୍ୟବାଦ୍ ଭୁବନେଶ୍ୱର, ତା.୦୫/୦୬: ଗତ ୨ ତାରିଖ ଦିନ ବାଲେଶ୍ୱର ଜିଲ୍ଲା ବାହାନାଗାଠାରେ…

ରେଳ ଦୁର୍ଘଟଣା ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟଜନସାଧାରଣଙ୍କ ସହଯୋଗ ଅତ୍ୟନ୍ତ ପ୍ରଶଂସନୀୟ: ମୁଖ୍ୟ ଶାସନ ସଚିବ

• ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମିକୁ ଆହୁରି ସୁଦୃଢ କରାଯିବ । • ଚିକିତ୍ସିତଙ୍କ ଚିକିତ୍ସା ଓ ମୃତକଙ୍କ ଚିହ୍ନଟକରଣକୁ ପ୍ରାଥମିକତା • ଓଡିଶା ସରକାରଙ୍କଖର୍ଚ୍ଚରେ ମୃତଦେହଗୁଡିକୁପହଁଚାଇବାର ବ୍ୟବସ୍ଥା • ସୂଚନା ଓ ଅନୁସନ୍ଧାନ ପାଇଁ…