Sign in
Sign in
Recover your password.
A password will be e-mailed to you.
ନୟାଗଡ଼ ଜିଲ୍ଲାର ପ୍ରଥମ ଆମ୍ଫି ଥିଏଟରରେ ଉଦଘାଟିତ ହେଲା ନାଟକ ‘ଝଡ଼ ଆଲୁଅର ଖେଳ’
ନୟାଗଡ଼,(ଲକ୍ଷ୍ମୀଧର ସାହୁ):ବଲାଙ୍ଗୀ ପାର୍କ ପରିସରସ୍ଥ ଆମ୍ଫି ଥିଏଟରରେ ଉଦଘାଟିତ ହେଲା ପ୍ରଥମ ସାଂସ୍କୃତିକ କାର୍ଯ୍ୟକ୍ରମ ସାମାଜିକ ନାଟକ। ପ୍ରାୟ ଦେଢ ହଜାରରୁ ଉର୍ଦ୍ଧ୍ବ ଦର୍ଶକଙ୍କ ଉପସ୍ଥିତିରେ ନୟାଗଡ ନାଟ୍ୟ ନିର୍ଦ୍ଦେଶକ ମହାସଂଘ ତରଫରୁ ମଞ୍ଚସ୍ଥ ହେଲା ନାଟକ "ଝଡ ଆଲୁଅର ଖେଳ" । ଇଂ…
ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡିରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ
https://youtu.be/gh7WJySKEcI
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା-ଆନ୍ଧ୍ର ସୀମାନ୍ତ ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଶ୍ରୀମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପ ଠାରେ ରବିବାର ଦିନ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପାରମ୍ପରିକ ରୀତିନୀତି ପ୍ରକାରେ ପବିତ୍ର ଦେବସ୍ନାନ…
ଏମ୍ସ ସମେତ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ମୃତଦେହ ସଂରକ୍ଷିତ: ଚିହ୍ନଟ ପ୍ରକ୍ରିୟା ଜାରି
ବାଲେଶ୍ୱର ବାହାନଗାଠାରେ ଟ୍ରେନ୍ ଦୁର୍ଘଟଣା ପ୍ରସଙ୍ଗ
• ମୃତକମାନଙ୍କସଂଖ୍ୟା,ଆହତମାନଙ୍କ ଚିକିତ୍ସା ଓ ମୃତକଙ୍କ ଚିହ୍ନଟକରଣସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା
• ଓଡିଶା ରାଜ୍ୟ ସରକାରଙ୍କ ତରଫରୁ www.osdma.org, www.srcodisha.nic.inଏବଂ www.bmc.gov.in ଓ୍ୱେବ୍…
ଅମର ଆତ୍ମାର ସଦଗତି ପାଇଁ ବିଜେଡ଼ି ପକ୍ଷରୁ କ୍ୟ।ଣ୍ଡଲ ଶୋଭାଯାତ୍ରା ଓ ନୀରବ ପ୍ରାଥନା।
ବାସୁଦେବପୁର - ବାହାନଗା ଟ୍ରେନ ଦୁର୍ଘଟଣା ରେ ନୀରବ ହୋଇ ଯାଇଛି ସାରା ଦୁନିଆ। ସହଜ ରେ ଗ୍ରହଣ ହୋଇ ପାରୁ ନାହିଁ ଲୌହ ଦାନବ ର ଏ ତାଣ୍ଡବ ଲୀଳା। ଭଦ୍ରକ ଜିଲ୍ଲାର ବାସୁଦେବପୁର ରେ ମଧ୍ୟ ଦେଖାଯାଉଛି ଜନ ସାଧାରଣ ଙ୍କ ମନରେ ଗଭୀର ଶ୍ରଦ୍ଧାଂଜଳି ଓ ଶୋକ ପାଳନ। ରବିବାର ସଂଧ୍ୟା ସମୟ ରେ…
ବିଧାୟକ ପ୍ରତାପ ଜେନା ଙ୍କ ଦ୍ୱାରା ଦେବସ୍ନାନ ପୂର୍ଣ୍ଣିମା ଅବସରରେ 18 କୋଟି 35 ଲକ୍ଷ ଅଟକଳ ମୂଲ୍ୟର ବିଜୁ ସେତୁ…
ପର୍ଯ୍ୟଟନ ସ୍ଥଳୀ ଓଡିଶା ପ୍ରସିଦ୍ଧ ନେମାଳ ପଦ୍ମବନ ପୀଠ ସର୍ବୋପରି ଲୁଣା-ଚିତ୍ରୋତୋଳା ଦ୍ବୀପାଞ୍ଚଳ ଅଞ୍ଚଳବାସୀଙ୍କ ଗମନାଗମନ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ
(ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ ) ବହୁ ଦିନର ପ୍ରତୀକ୍ଷା, ଜନସାଧାରଣ ଙ୍କ ଦାବି ଆଜି ପୂର୍ବତନ ମନ୍ତ୍ରୀ ତଥା…
ରେଳବାଇ ଦେଇଥିଲା ଭୁଲ ତଥ୍ୟ : ମୁଖ୍ୟ ସଚିବ
ବାହାନାଗା ଟ୍ରେନ୍ ଦୁର୍ଘଟଣା : ସବିଶେଷ ସୂଚନା ଦେଲେ ମୁଖ୍ୟ ସଚିବ
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଓଡ଼ିଶା ଶ୍ରୀ ପ୍ରଦୀପ କୁମାର ଜେନା ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟାରେ ତ୍ରୁଟି ରହିଛି। ଗତ ସନ୍ଧ୍ୟାରେ ରେଳ କର୍ତ୍ତୃପକ୍ଷ ଦେଇଥିବା…
ମନରେଗା ଯୋଜନାରେ ମହା ଦୁର୍ନୀତି ର ଗନ୍ଧ
ଚାରି ଅଧକାରୀ ଙ୍କର ନିକଟରୁ 3ଲକ୍ଷ 70 ହଜାର ଟଙ୍କାର ରିକଭରି ଆଦେଶ
ଦୁଇ ଜଣ ଙ୍କର ନାମରେ ଥାନାରେ ମାମଲା
ବରଗଡ :- ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ର ବରଗଡ଼ ଅଫିସ ଓ ଏହାର ଅଧୀନରେ ଥିବା ଅନେକ ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କ ଦ୍ୱାରା କରାଯାଉଥିବା ଆର୍ଥିକ…
କୋଭିଡ ପରିଚାଳନା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା
ଭୁବନେଶ୍ୱର, ଜୁନ ୪: ୨୦୨୦ ମସିହାରେ କୋଭିଡ ସଂକ୍ରମଣ ଆରମ୍ଭ ହେବା ପରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯିଏ କି କରୋନା ସହ ଯୁଦ୍ଧ କରିବା ପାଇଁ ପଦକ୍ଷେପ ଆରମ୍ଭ କରିଥିଲା । ଯାହାଦ୍ୱାରା କି ସାରା ଦେଶରୁ ସବୁଠାରୁ କମ୍ ମୃତ୍ୟୁ ଓଡ଼ିଶାରେ ହିଁ ହୋଇଥିଲା ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା…
ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗଆକ୍ସନ ମୂଡ଼ରେ
ନବରଙ୍ଗପୁର /ଅଶୋକ ସାହୁ: ଜିଲ୍ଲା ପରିଷଦ ବୈଠକରେ ପ୍ରବଳ ବାକବିତଣ୍ଡା ମଧ୍ୟରେ ଜିଲ୍ଲା ଅବକାରୀ ବିଭାଗ ହତବାନ୍ଧି ବସିଥିବା ଅଭିଯୋଗ ଆସିବା ପରେ ଜିଲ୍ଲପାଳ ଡାକ୍ତର କମଳଲୋଚନ ମିଶ୍ରଙ୍କ ତାଗିତ ଓ ଜିଲ୍ଲା ଅବକାରୀ ଅଧିକ୍ଷିକ ଶ୍ରୀ ଗଙ୍ଗା ପାଇକରାୟ ନିର୍ଦେଶକ୍ରମେ ବର୍ତମାନ ଜିଲ୍ଲା ଅବକାରୀ…
ଜିଲ୍ଲା ସ୍ତରୀୟ ଅମଲାଙ୍କ ସମୂହ ଛୁଟି ଓ ଶାନ୍ତି ପୂର୍ଣ୍ଣ ଧାରଣା
https://youtu.be/UK5HPH0AWmw
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦ୍ୱିତୀୟ ଦିନରେ ଜିଲ୍ଲା ସ୍ତରୀୟ ଅମଲାଙ୍କ ସମୂହ ଛୁଟି ଓ ଶାନ୍ତି ପୂର୍ଣ୍ଣ ଭାବେ ଧାରଣାରେ ବସିଥିବାର…