Sign in
Sign in
Recover your password.
A password will be e-mailed to you.
ସୋଆ ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ
ଏନ୍ଆଇଆର୍ଏଫ୍ ରା଼ଙ୍କିଙ୍ଗରେ ଓଡ଼ିଶାରେ ପୁଣି ଏକ ନମ୍ବର ସ୍ଥାନରେ ସୋଆ
ଭୁବନେଶ୍ୱର, ଜୁନ ୫: ୨୦୨୩ ନିମନ୍ତେ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁସ୍ନାଲ ରା଼ଙ୍କିଙ୍ଗ ଫ୍ରେମ୍ୱାର୍କ (ଏନ୍ଆଇଆର୍ଏଫ୍) ରା଼ଙ୍କିଙ୍ଗରେ ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ୧୫ ତମ ସ୍ଥାନ ହାସଲ କରିଛି…
ଅଲଟ୍ରାଟେକ୍ ସିମେଣ୍ଟ କଟକ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳନ
ଭୁବନେଶ୍ୱର : 5 ଜୁନ୍ 2023 ରେ ଅଲଟ୍ରାଟେକ୍ ସିମେଣ୍ଟ କଟକ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିଲା। ଉତ୍ସବର ବିଷୟବସ୍ତୁ UNEP 2023 ଥିମ୍ # ପ୍ଲାଷ୍ଟିକ୍ ପ୍ରଦୂଷଣର ସମାଧାନ | ପ୍ରକଳ୍ପର ମୁଖ୍ୟ ଶ୍ରୀ ଦୀନେଶ ଗୁପ୍ତା ଏବଂ ଶ୍ରୀ ପୁରୁଷୋତ୍ତମ ଭେମୁରୀ ୟୁନିଟ୍ ମୁଖ୍ୟ ଏହି…
ଟ୍ରେନ ଦୁର୍ଘଟଣା ମୃତକଙ୍କ ଶବ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷିତ ରଖାଯାଇଛି : ପୂର୍ବତଟ ରେଳବାଇ
ଭୁବନେଶ୍ୱର : ବାହାନଗା ବଜାର (ବାଲେଶ୍ୱର ) ଟ୍ରେନ ଦୁର୍ଘଟଣା ମୃତ ଶରୀର ଗୁଡିକୁ ବୈଜ୍ଞାନିକ ପଦ୍ଧତିରେ ଭୁବନେଶ୍ୱର ର ବିଭିନ୍ନ ହସ୍ପିଟାଲ ମାନଙ୍କରେ ସଂରକ୍ଷଣ କରି ରଖାଯାଇଅଛି ବୋଲି ପୂର୍ବତଟ ରେଳବାଇ କର୍ତ୍ତ୍ତୃପକ୍ଷ ସୂଚନା ଦେଇଛନ୍ତି. |
ସୂଚନାଯୋଗ୍ୟ ଯେ ଏଯାବତ ମୃତକଙ୍କ ସଂଖ୍ୟା 275…
ବିଶ୍ଵ ପରିବେଶ ଦିବସ: ଟାଟା ଷ୍ଟିଲ ପକ୍ଷରୁ ସୁନା ନଦୀ କୂଳ ପରିଷ୍କାର
ଜୁନ ମାସରେ 4 ହଜାର ରୁ ଉର୍ଦ୍ଧ୍ୱ ଚାରା ରୋପଣ ଲକ୍ଷ୍ୟ
ଯୋଡା: (ପାର୍ଥ ସାରଥି ଷଡ଼ଙ୍ଗୀ)ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଟାଟା ଷ୍ଟିଲ ପକ୍ଷରୁ ସୁନା ନଦୀ ର କୁନ୍ଦୁରୁନଳା କୂଳ କୁ ପରିଷ୍କାର କରାଯାଇଛି I ଏହି ଅଭିଯାନ ରେ କମ୍ପାନୀ ର ପ୍ରାୟ 50 ଜଣ ସ୍ଵେଚ୍ଛାସେବୀ ଯୋଗଦେଇ ନଦୀକୂଳ କୁ…
ବୈଶାଖ ମେଳା ସମୀକ୍ଷା ବୈଠକ,ସମ୍ବର୍ଦ୍ଧିତ ହେଲେ ମେଳା କମିଟି
ବରଗଡ:- ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ନୃସିଂହନାଥ ଠାରେ ଚଳିତ ବର୍ଷ ସୁରୁଖୁର ରେ ଶେଷ ହୋଇଯାଇଥିବା ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳାର ସମୀକ୍ଷା ବୈଠକ ମନ୍ଦିର ଟ୍ରଷ୍ଟ ବୋର୍ଡ ର ମଧ୍ୟବର୍ତ୍ତୀ କାଳୀନ ଟ୍ରଷ୍ଟୀ ତଥା ପାଇକମାଳ ବିଡିଓ ସୁରେନ୍ଦ୍ର କୁମାର ସାହୁଙ୍କ…
ରେଳ ଦୁର୍ଘଟଣା ଦୁର୍ଗତଙ୍କୁ ସହାୟତାର ହାତ ବଢ଼ାଇଲେ ଏନ୍.ଏସ୍.ଏସ୍. ଏବଂ ଯୁବ ରେଡ଼କ୍ରସ ସ୍ଵେଛାସେବୀ
ଭୁବନେଶ୍ୱର, (ଶାସକ ପ୍ରଶାସକ): ବାଲେଶ୍ୱରର ବାହାନଗାଠାରେ ସଂଘଠିତ ଭୟଙ୍କର ରେଳ ଦୁର୍ଘଟଣାରେ ଦୁର୍ଗତମାନଙ୍କୁ ସହାୟତା କରିବା ପାଇଁ ଏବଂ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟୟନରତ ୧୦୦୦ରୁ ଅଧିକ ଏନ୍.ଏସ୍.ଏସ୍. ଏବଂ ଯୁବ…
ବାଣୀ ବୈଖରୀର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ,
"ସାହିତ୍ୟ ପଲ୍ଲୀ ଜୀବନକୁ କରେ ରୁଦ୍ଧିମନ୍ତ"
ଓଡଗାଁ ୪।୬(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ମେଡିକାଲ ଛକ କଲ୍ୟାଣୀ ମଣ୍ଡପ ଠାରେ ଅବସରପ୍ରାପ୍ତ ଅଧ୍ୟାପକ ଡଃ ଅଧିବାସ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବାଣୀ ବୈଖରୀ ସାହିତ୍ୟ ପରିବାରର ପ୍ରଥମ ବାର୍ଷିକ ଉତ୍ସବ ରବିବାର…
୩୯୫ କୋଟି ୪୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ମେଗା ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ
ଓଡ଼ଗାଁ ଓ ରଣପୁର ବ୍ଲକର ସାଢେ ୩ଲକ୍ଷ ଲୋକ ହେବେ ଉପକୃତ
ଓଡ଼ଗାଁ,୪।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ ଭୂତଳ ଜଳ ସ୍ତର ହ୍ରାସ ପାଇ ଚାଲିଛି । ଖରା ଦିନେ ପିଇବା ପାଣି ଟୋପାଏ ପାଇଁ ହାହାକାର ପଡ଼ିଯାଏ । ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁଙ୍କ ପ୍ରଚେଷ୍ଟାରେ…
ଆତ୍ମା ଯୋଜନା ମାଧ୍ୟମରେ ନନ୍ଦିଘୋର ବେଢ଼ା ଓ ଓଡ଼ଗାଁ ରାମସାଗର ପୁଷ୍କରିଣୀରେ ଆରମ୍ଭ ହେଲା ବତକ ପାଳନ
ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ସରକାରଙ୍କ ପ୍ରାଣୀ ସମ୍ପଦ ବିକାଶ ବିଭାଗ ନୟାଗଡ଼ ଶାଖା ଆନୁକୂଲ୍ୟରେ ଆତ୍ମା ଯୋଜନା ଅଧିନରେ ନନ୍ଦିଘୋର ବେଢ଼ା ପୁଷ୍କରିଣୀ ଓ ଓଡ଼ଗାଁ ଏନଏସି ରାମସାଗର ପୁଷ୍କରିଣୀରେ ବତକ ପାଳନ ଯୋଜନାର ଆଜି ଶୁଭାରମ୍ଭ ହୋଇଛି। ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ…
ଡ଼ଃ ବାଞ୍ଜାରି ଗ୍ରାମରେ ବାଲ୍ ମୁକୁନ୍ଦ କେନ୍ଦ୍ର ତରଫରୁ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାଲ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଭ୍ରାମ୍ୟମାଣ କରି ଗୋଷାଣୀ ବ୍ଲକ ଡ଼ଃ ବାଞ୍ଜରି ଗ୍ରାମର ଶବର ସମାଜ କଲ୍ୟାଣ ସମିତିର ସତସଙ୍ଗ ଗୃହରେ ସତସଙ୍ଗର ଉପଦେଷ୍ଟା ଗଙ୍ଗାଧର ଶବର ଓ ପୂର୍ବତନ ସଭାପତି ରାମ ଶଙ୍କର ଶବର ଦ୍ୱୟଙ୍କ…