Sign in
Sign in
Recover your password.
A password will be e-mailed to you.
ଡାହାଣୀ ପ୍ରଥାକୁ ନା କୁହନ୍ତୁ , ଜିଲ୍ଲାରେ ହେବ ବ୍ୟାପକ ସଚେତନତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଡାହାଣୀ , ଗୁଣି ଗାରେଡି ଭଳି କୁପ୍ରଥା ଏବେ ବି ଚାଲିଛି , ଏହାକୁ ନେଇ ଲୋକଙ୍କୁ ସାମାଜିକ ବାସନ୍ଦ କରାଯାଉଛି ଏହାକୁ ବିଲୋପ କରିବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା କରିବାକୁ ସ୍ଥିର ହୋଇଛି । ଏହି…
ମୁକ୍ତା ଅଧିନରେ ଥିବା ଏସଏଚଜି ଗୁଡିକ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଓଡିଶାର ସହରାଞ୍ଚଳରେ ଥିବା ସମସ୍ତ ବର୍ଗଙ୍କର ଅର୍ନ୍ତଭୁକ୍ତି ବିକାଶ ସହିତ ଜୀବନଯାପନକୁ ସହଜ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ୍ (ମୁକ୍ତା) ଅଧୀନରେ ଥିବା ପ୍ରତ୍ୟେକ ୱାର୍ଡ ସକାଶେ…
ଚର୍ଦାପାଲି ରେ ବିଧାୟିକାଙ୍କ ବିବାହ ବାର୍ଷିକୀ ପାଳନ ଅବସରରେ ରକ୍ତଦାନ ଶିବିର : ୩୧ ୟୁନିଟ୍ ସଂଗ୍ରହ
ଉପାନ୍ତ ଅଞ୍ଚଳରେ ପ୍ରଥମ ଥର ପାଇଁ ଆୟୋଜିତ ଶିବିରରେ ରକ୍ତ ଦାନ କଲେ ୨୭ ନୂଆ ରକ୍ତଦାତା, ୬ ମହିଳା
ପଦ୍ମପୁର/ଶିବାଶିଷ ପଟ୍ଟନାୟକ : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚର୍ଦାପାଲି ଗ୍ରାମରେ ବିଧାୟିକା ବର୍ଷା ସିଂ ବରିହାଙ୍କ ବିବାହ ବାର୍ଷିକୀ ପାଳନ ଅବସରରେ ସ୍ଥାନୀୟ ଗ୍ରାମପଞ୍ଚାୟତ…
ବାହାନଗା ହାଇସ୍କୁଲର ପୁନଃନିର୍ମାଣ ପାଇଁ ୨.୪୯ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ବାଲେଶ୍ବର ଜିଲ୍ଲାର ବାହାନଗା ହାଇସ୍କୁଲର ୫ଟି ଉପକ୍ରମରେ ପୁନଃନିର୍ମାଣ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୁଇ କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରାଯାଇଛି ।
ସୂଚନାଯୋଗ୍ୟ ଯେ ଗତ ୨…
ବିଶ୍ୱ ସଙ୍ଗୀତ ଦିବସ ଅବସରରେ ଗଠିତ ହେଲା ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତଧାରା’
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଜୁନ ୨୧ ବିଶ୍ୱ ସଙ୍ଗୀତ ଦିବସ ଅବସରରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ସଙ୍ଗୀତାନୁଷ୍ଠାନ ମାନଙ୍କୁ ନେଇ ଗଠିତ ହେଲା 'ସଙ୍ଗୀତଧାରା' । ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭୂ ମାନଙ୍କୁ ଲୋକ ଲୋଚନକୁ ଆଣି ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ…
ଆର .ଏମ .ସି କେନ୍ଦୁପାଟଣା ଏବଂ ନରସିଂହପୁର ଉପରେ ସମୀକ୍ଷା
https://youtu.be/w5-Tc-rJ2b4
ମାର୍କେଟ ୟାର୍ଡରେ ଭିତ୍ତିଭୂମି ସୃଷ୍ଟି ପାଇଁ କାର୍ୟକାରୀ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର: ଆଜି ଲୋକ ସେବା ଭବନରେ ନିୟନ୍ତ୍ରିତ ମାର୍କେଟିଂ ସୋସାଇଟି (ଆରଏମସି) କେନ୍ଦୁପାଟଣା ଏବଂ ନରସିଂହପୁର ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ…
ରାଜ୍ୟ ଆହାର ସୋସାଇଟିକୁ ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆହାର କେନ୍ଦ୍ର ପରିଚାଳନା ପାଇଁ ଗଠିତ ରାଜ୍ୟସ୍ତରୀୟ ଆହାର କମିଟିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଟିରୁ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
ସୂଚନାଯୋଗ୍ୟ ଯେ ୨୦୧୫-୧୬ରୁ ୨୦୨୧-୨୨ ପର୍ଯ୍ୟନ୍ତ…
ସମଗ୍ର ଭୁବନ ଅଞ୍ଚଳରେ ବେଆଇନ କାରବାରର ପ୍ରାବଲ୍ୟ
ବେଧଡକ ଚାଲିଛି ମଦ , ଗଞ୍ଜେଇ , କୋଇଲା ଆଦିର ଚୋରା କାରବାର
ପୋଲିସ କୁ ଖୋଲା ଚ୍ୟାଲେଞ୍ଜ କରି ଲୁଟ କରୁଛନ୍ତି ଲୁଟେରା
ରାଜ୍ୟ ସ୍ତରୀୟ ପଦକ୍ଷେପ ନେବାକୁ ଦାବି ଜୋର ଧରିଛି ।
ଢେଙ୍କାନାଳ/ (ରବିନ୍ ଦାସ) ; ସାରା ବିଶ୍ବରେ ପରିଚିତ ଏସିଆ ମହାଦେଶର ସର୍ବବୃହତ ଗ୍ରାମ ଭୁବନ…
ଗରିବ, ଅସହାୟ ଛାତ୍ରଛାତ୍ରୀଙ୍କୁ ସହାୟତାର ହାତ ବଢାଇଲେ ସମାଜସେବୀ
ଗାଇସିଲାଟ/ମନ ଡନସନା - ଦଶମ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଲେ। ଏଥିରେ ଅନେକ ଗରିବ, ଅସହାୟ ମେଧାବୀ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଏମାନଙ୍କ ପାଖରେ ଅର୍ଥର ଅଭାବ ଯୋଗୁଁ ଉଚ୍ଚ ଶିକ୍ଷା କରିବାର ଆଶା ମଉଲି ଯାଇଛି। ଏପରି ଦୁଇଟି ପରିବାର ବିଷୟ ରେ ଆମ ଗାଇସିଲାଟ ଅଞ୍ଚଳର ଜଣାଶୁଣା…