ନବରଙ୍ଗପୁର /ଅଶୋକ ସାହୁ, ଶାସକ ପ୍ରଶାସକ : ନବରଙ୍ଗପୁର ସହରସ୍ଥିତ ଇସ୍କନ ମନ୍ଦିରରେ ନନ୍ଦଉଛବ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଧୂମଧାମରେ ପାଳିତ ହୋଇଯାଇଛି |
ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ତଥା ଏହା ପାଖଆଖର ଅନେକ ସୂବେଛୁ ଭକ୍ତ ଯୋଗଦେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବ୍ୟାସପୂଜା ଆରୋଧନl ଭଜନ କୀର୍ତନ ପୂଜାର୍ଚନା କରି ନଂଦ ଉଛବ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପୂଜ୍ୟ ପ୍ରଭୁପlଦଙ୍କ ଜନ୍ମ ଉଛବ ଆଦି ବିଭିନ୍ନ ଅନୁଷ୍ଠାନ କରିଥିଲେ |
ଏଥିରେ ପ୍ରଭୁ ସୁବଳହରି ଦାଶ, ମହାରାଜ ଦlଶନୁଦାଶ ଦାସ, ଗୌରାଙ୍ଗ ଦାସ, ଭୀଷ୍ମପିତା ଦାସ, କମଳ ଘୋଷ, ଆଦିକାନ୍ତ ତ୍ରିପାଠୀ, ଜବାହରଲାଲ ମିଶ୍ର, ଦେବେନ୍ଦ୍ର ପାତ୍ର, ଦୁର୍ଗାପ୍ରସାଦ ସାହୁ, ରିତେଶ ପୂଜାରୀ ସମେତ ଅନେକ ଭକ୍ତ ଯୋଗଦେଇ ପ୍ରଭୁଙ୍କ କୃପା ଲାଭ କରିଥିଲେ |
Sign in
Sign in
Recover your password.
A password will be e-mailed to you.