କାମାକ୍ଷାନଗର ଗୁଳିକାଣ୍ଡ ଘଟଣା : ଦାଦାବଟି ଆଦାୟ ମୁଖ୍ୟ କାରଣ।

ପିସ୍ତଲ ସହ ୪ଗୁଳି ଓ ୪ ମୋବାଇଲ ଜବତ, ୪ଗିରଫ: ଏସପିଙ୍କ ସୂଚନା। କାମାକ୍ଷାନଗର/ରିତେଶ ବ୍ରହ୍ମା-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଠିକାଦାର କାହ୍ନୁ ସାହୁଙ୍କୁ ଗୁଳିକାଣ୍ଡ ଘଟଣା ନେଇ ଗୁରୁବାର ଅପରାହ୍ନରେ ଅପରାଧିଙ୍କ ସଂପର୍କରେ ଏକ ଖବରଦାତା ସମିଳନିରେ ଏସପି ଜ୍ଞାନ ମହାପାତ୍ର ସୂଚନା…

ସାରା ରାଜ୍ୟ ଆପଣଙ୍କ ନିକଟରେ ଋଣୀ- ଶ୍ରୀ ପାଣ୍ଡିଆନ

ବାହାନଗା ହାଇସ୍କୁଲରେ 5T ସଚିବ, ଲୋକଙ୍କୁ କଲେ ଅଜସ୍ର ପ୍ରଶଂସା ବାହାନଗା ହେବ ଦେଶର ମଡେଲ ପଞ୍ଚାୟତ ବାହାନଗା ହାଇସ୍କୁଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨.୫୦ କୋଟି ଟଙ୍କା ମଂଜୁର ଲେଶ୍ବର ଜିଲ୍ଲାର 128ଟି ଉଚ୍ଚ ମାଧ୍ୟମିକ ସ୍କୁଲ ଓ କଲେଜର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ…

ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ 900 ରୁ ଉର୍ଧ୍ଵ ହିତାଧିକାରୀ ଙ୍କୁ ଗୃହ…

https://youtu.be/sI7Z7mTxf7A (ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର 27 ଗୋଟି ପଞ୍ଚାୟତର 900 ରୁ ଉର୍ଧ୍ଵ ଯୋଗ୍ୟ ହିତାଧିକାରୀ ଙ୍କୁ ଗୃହ…

କୃଷକ ଉତ୍ପାଦକ କମ୍ପାନୀମାନଙ୍କର ସମୀକ୍ଷା ବୈଠକ

ଗାଇସିଲାଟ/ ମନ ଡନସନା - ଗାଇସିଲାଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟା ଦେବଦତ୍ତ କ୍ଲବ ଠାରେ ନାବାର୍ଡ ସହାୟତାରେ ଗଠିତ କୃଷକ ଉତ୍ପାଦକ କମ୍ପାନୀ ମାନଙ୍କର ତ୍ରିମାସିକ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପାଇକମାଲ ଅହିଂସା କ୍ଲବ , ପଦ୍ମପୁର ତ୍ରିରଙ୍ଗା ଯୁବକ ସଂଘ , ନିଉ ଲାଇଫ…

ପୁରୀ ରଥ ଯାତ୍ରାରେ ଜେଏସପି ଫାଉଣ୍ଡେସନ ପକ୍ଷରୁ ଭକ୍ତମାନଙ୍କ ନିମନ୍ତେ ଭୋଜନ ସେବା

ବର୍ତ୍ତମାନ ପର୍ଯ୍ୟନ୍ତ, ୩୦୦,୦୦୦ରୁ ଅଧିକ ଭକ୍ତଙ୍କୁ ତାଜା ରନ୍ଧା ଖାଦ୍ୟ ଯୋଗାଣ ପୁରୀ ବସ୍ ଷ୍ଟାଣ୍ଡ ପରିସରରେ ନେତ୍ରୋତ୍ସବ ଦିନ ଠାରୁ ସେବା ଆରମ୍ଭ ଭକ୍ତମାନଙ୍କ ମଧ୍ୟରେ 5000 ଗ୍ଲୁକୋଜ ପ୍ୟାକେଟ୍ ବଣ୍ଟନ ଏବଂ ଜିଲ୍ଲା ପ୍ରଶାସନକୁ ୭୦୦ ରେନକୋଟ୍ ପ୍ରଦାନ ଭୁବନେଶ୍ୱର…

ପଞ୍ଚାୟତ ସ୍ତରରେ ଜାତୀୟ ପେନସନ ପ୍ରଦାନ କରାଯାଉ: ବିଜେଡି

 ମଧୁବାବୁ ପେନସନ ଢାଞ୍ଚାରେ ଦେବାକୁ ବିଜେଡିର ଦାବି  ବ୍ୟାଙ୍କ୍‍ ଶାଖା ଅଭାବରୁ ହଟହଟା ହେଉଛନ୍ତି ବୁଢାବୁଢୀ  ଲୋକେ ହଇରାଣ ହେଉଥିବାବେଳେ ବିଜେପି ମନ୍ତ୍ରୀ ଓ ନେତାଙ୍କ ପାଟି ଖୋଲୁନି ଭୁବନେଶ୍ୱର: ଓଡିଶାରେ ଜାତୀୟ ପେନ୍‍ସନ ପାଉଥିବା ୨୦ ଲକ୍ଷ ଲୋକ ଅଛନ୍ତି…

ଅଗ୍ରଣୀ ସ୍ବେଛାସେବୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଆସ୍ଥା ତରଫରୁ କାନିକା ପ୍ରସାଦ ବଣ୍ଟନ

ରାଉରକେଲା (ବସନ୍ତ କୁମାର ଜେନା): ରାଉରକେଲା ର ଅଗ୍ରଣୀ ସ୍ଵେଚ୍ଛାସେବୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଆସ୍ଥା ତରଫରୁ ଗତ ତା୨୦ ଋଖ ଦିନ ସେକ୍ଟର -୩ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ( ଅହିରାବନ୍ଧ) ଠାରେ ଶ୍ରୀଗୁଣ୍ଡିଚା ଯାତ୍ରା ଉପଲକ୍ଷେ କାନିକା ପ୍ରସାଦ ବଣ୍ଟନ କରାଯାଇଥିଲା । ଶ୍ରୀ ଜୀଉ…

ପୂର୍ବତଟ ରେଳପଥ ପକ୍ଷରୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ -2023 ପାଳିତ |

ଭୁବନେଶ୍ୱର: ଗତକାଲି ପୂର୍ବ ତଟ ରେଳପଥ ପକ୍ଷରୁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥ ରେଳ ବିହାର ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି ଯେଉଁଠାରେ ଆୟୋଜିତ ଯୋଗ ଅଭ୍ୟାସରେ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମାଙ୍କ ନେତୃତ୍ୱରେ ରେଳ କର୍ମଚାରୀ ଏବଂ ଅଧିକାରୀମାନେ ଯୋଗ ଅଭ୍ୟାସରେ…

ରଥଯାତ୍ରା ପାଳନ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତିକ ପରିଷଦର ମିଳିତ ଆନୁକୁଲ୍ୟରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରଥଯାତ୍ରା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୨୮ତାରିଖ ତଥା…

ଭାରତର ଶ୍ରେଷ୍ଠ ବୈଜ୍ଞାନିକଙ୍କ ମଧ୍ୟରେ ସୋଆର ଦୁଇ ଗବେଷକ

ଭୁବନେଶ୍ୱର, ଜୁନ ୨୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଦୁଇ ଜଣ ବରିଷ୍ଠ ବୈଜ୍ଞାନିକଙ୍କୁ ୨୦୨୩ ନିମନ୍ତେ ସେମାନଙ୍କ ନିଜ ଗବେଷଣା କ୍ଷେତ୍ରରେ ଭାରତର ସର୍ବୋଚ୍ଚ ୧୦ ଜଣ ଗବେଷକଙ୍କ ମଧ୍ୟରେ ସ୍ଥାନ ମିଳିଛି ।ପ୍ରଫେସର ପ୍ରଦୀପ୍ତ କିଶୋର ଦାଶ ଓ ପ୍ରଫେସର କୁଳମଣି…