ଓଡ଼ିଶା ବିଧାନସଭାରେ ନେଭା କାର୍ଯ୍ୟକାରିତାର ଅଗ୍ରଗତି ନେଇ ସମୀକ୍ଷା

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଓଡ଼ିଶା ବିଧାନସଭାରେ ମାନ୍ୟବର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଜାତୀୟ ଇ-ବିଧାନ (ନେଭା) କାର୍ଯ୍ୟକାରିତାର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିା ବୈଠକରେ ସଂପୂର୍ଣ୍ଣ ସ୍ୱଚ୍ଛତାର ସହ ଅଗଷ୍ଟ ମାସ ତୃତୀୟ…

ଚାରିଗୋଟି ଗ୍ରାମର 20 ଜଣଙ୍କୁ 47.27 ଏକଡ଼ର ଜମିପଟ୍ଟା ବଣ୍ଟନ

ବରଗଡ :- ବର୍ଗତଃ ଜିଲ୍ଲା ପାଇକମାଲ ତହସିଲ ଅନ୍ତର୍ଗତ କୁଆପଲି ଯୋଗେନ୍ଦ୍ରନାଥପୁର , ହରିଡାଟାଲ ଓ ମଣ୍ଡିଆଢ଼ିପା ଗ୍ରାମର 20 ଜଣ ଆଦିବାସୀ ସମ୍ପ୍ରଦାୟ ର ଲୋକଙ୍କୁ ଆଜି ଜଙ୍ଗଲ ଜମି ଅଧିକାର ଆଇନ ବଳରେ ସମୁଦାୟ 47 . 27 ଏକଡ଼ ଜମିର ପଟ୍ଟା ପ୍ରଦାନ କରାଯାଇଛି । ପାଇକମାଲ ତହସିଲ ଅଫିସ…

ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ରାଉରକେଲା ଗସ୍ତ

ସୁନ୍ଦରଗଡ଼ ଜିଲ୍ଲାର ରାଜସ୍ୱ ଓ ଜମିଜମା ବିଷୟରେ ବିସ୍ତୃତ ସମୀକ୍ଷା ଉଦିତ ନଗର ସରକାରୀ ଉଚ୍ଚ ବିଦ୍ୟାଳୟ , ଆହାର କେନ୍ଦ୍ର ଓ ସମ୍ପଦ କେନ୍ଦ୍ର କଲେ ପରିଦର୍ଶନ ରାଉରକେଲା, (ବସନ୍ତ କୁମାର ଜେନା ) : ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳାଇ ମଙ୍ଗଳବାର ଦିନ ରାଉରକେଲା ଗସ୍ତରେ…

ରାଉରକେଲାରେ ଓଡ଼ିଶା ମିଲେଟ ମିଶନର ଚିତ୍ତାକର୍ଷକ ଇଭେଣ୍ଟ

ରାଉରକେଲା : ଓଡ଼ିଶା ମିଲେଟ ମିଶନ ପକ୍ଷରୁ ରାଉରକେଲାରେ ସ୍ଥାନୀୟ ଲୋକମାନଙ୍କ ପାଇଁ ଏକ ସ୍ମରଣୀୟ ଇଭେଣ୍ଟର ଆୟୋଜନ କରାଯାଇଥିଲା । ଜୁଲାଇ ୧ ଓ ୨ ତାରିଖ ଦିନ ରାଉରକେଲାସ୍ଥିତ ପ୍ଲୋଟୋନ୍ ସପିଂ ମଲରେ “ଓଡ଼ିଶା ମିଲେଟ ବିଷୟରେ ଜାଣ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ…

ପଦ୍ମପୁର ଉପଖଣ୍ଡ ଗୋଁଣ୍ଡ ସମାଜ କର୍ମଚାରୀ ବିକାଶ ମଞ୍ଚ ତରଫରୁ ସମ୍ବର୍ଦ୍ଧନା

ପଦ୍ମପୁର : ପଦ୍ମପୁର ଉପଖଣ୍ଡ ଗୋଁଣ୍ଡ ସମାଜ କର୍ମଚାରୀ ବିକାଶ ମଞ୍ଚ ତରଫରୁ ପଦ୍ମପୁର ସ୍ଥାନୀୟ ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ରଶ୍ମିତା ନେତମ୍ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଓଡିଶାଶିକ୍ଷା ପ୍ରଶାସନିକ ସେବା ରେ କୃତକାର୍ଯ୍ୟ ହୋଇ କୁମାରୀ ନେତମ୍ କଳାହାଣ୍ଡି ଜିଲ୍ଲା ଗୋଷ୍ଠୀ ଶିକ୍ଷା…

ଝାରବନ୍ଧ ରେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର - ଝାରବନ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି | ମିଶନ ଶକ୍ତି ବିଭାଗ ସହଯୋଗ ରେ ବ୍ଲକ ସ୍ତରୀୟ ସଙ୍ଘ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ରାଣୀ ସିଂ ବରିହା ପ୍ରଦୀପ…

ଟାଇମ୍‍ସ ହାୟର ଏଜୁକେସନ୍‍ ୟଙ୍ଗ୍‍ ୟୁନିଭରସିଟି ରାଙ୍କିଙ୍ଗ୍‍

କିଟ୍‍ ୧୨ତମ ଶ୍ରେଷ୍ଠ ଭାରତୀୟ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର(0୪/୦୭) : କିଟ୍‍ ସର୍ବଦା ବିଭିନ୍ନ ରାଙ୍କିଙ୍କ ଓ ମାନ୍ୟତାରେ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଆସିଛି । ପ୍ରତିବର୍ଷ ସମୟକୁ ସମୟ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଦ୍ୱାରା ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନର ବିଭିନ୍ନ…

“ଜଳଜୀବନ ମିଶନ” ଅଧିନରେ ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ମଧ୍ୟରେ ଉଚ୍ଚ ସଫଳତା ଜିଲ୍ଲା ରହିଛି ‘ନୂଆପଡା’

ସଚିବସ୍ତରୀୟ ବୈଠକ ଅନୁଷ୍ଠିତ • ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପ୍ରଶିକ୍ଷଣକୁ ଗୁରୁତ୍ୱ • ଜନକଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡିକର ସୂଚନା, ଶିକ୍ଷା ଓ ଯୋଗାଯୋଗ ବ୍ୟବସ୍ଥା ସଂପର୍କରେ ବିସ୍ତୃତ ଆଲୋଚନା • ଇ-କମର୍ସ ପୋର୍ଟାଲ ଜରିଆରେ…

ପ୍ରଦ୍ୟୁମ୍ନ ଙ୍କର ଉଦ୍ୟମରେ ଗୁରୁତର ଆହତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମିଳିଲା ସହାୟତା

ରେଳ ଲାଇନ ପାର ହେଉଥିବା ବେଳେ ଯୁବକଙ୍କ ଗୋଡ଼ କଟିଯିବା ଘଟଣା ବରଗଡ଼ : ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ ପାଟକୁଲୁଣ୍ଡାର ରେଳ ଗୁରୁତର ଆହତ ସୁଶାନ୍ତ ମହାନନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଚିକିତ୍ସା ସହାୟତା ମିଳିଛି। ଗତ ରବିବାର ସୁଶାନ୍ତ ବରପାଲି ଜଗନ୍ନାଥ ନଗର ରେଳ ଲାଇନ ପାର…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର: ଆରମ୍ଭ ହେଲା ଦିଗଦର୍ଶନ କାର୍ଯ୍ୟକ୍ରମ

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ଯୋଗଦାନ ଭୁବନେଶ୍ୱର: ଶୈକ୍ଷିକ ବାତାବରଣ ସହ ଜଡ଼ିତ ସବୁ ବର୍ଗର ଲୋକଙ୍କୁ ପୁରସ୍କୃତ ତଥା ସମ୍ମାନିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଅଭିନବ ପ୍ରୟାସ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରା ଏହି ପୁରସ୍କାର କାର୍ଯ୍ୟକ୍ରମର କାର୍ଯ୍ୟକାରିତା…