ସତ୍ୟନଗର ଲେଡ଼ିଜ୍ ଫୋରମ୍ ଓ ଜୟ ଓଡ଼ିଶା ପକ୍ଷରୁ ଆନ୍ତଃଜାତୀୟ ପ୍ଲାଷ୍ଟିକ ବ୍ୟାଗ୍ ଫ୍ରି ଦିବସ

ଭୁବନେଶ୍ୱର : ଆନ୍ତଃଜାତୀୟ ପ୍ଲାଷ୍ଟିକ ବ୍ୟାଗ୍ ଫ୍ରି ଦିବସ ଅବସରରେ, ସତ୍ୟନଗର ଲେଡ଼ିଜ୍ ଫୋରମ୍ ଓ ଜୟ ଓଡ଼ିଶା ର ମିଳିତ ଆନୁକୁଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ଥିବା ବେଳେ, ଅତିଥି ଭାବରେ…

“ବୁଗିନ ହୋ” ଶିକ୍ଷାକେନ୍ଦ୍ର, ଗୋଡିବାରି ଗ୍ରାମ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ "ବୁଗିନ ହୋ" ଶିକ୍ଷାକେନ୍ଦ୍ର, ଗୋଡିବାରି ଗ୍ରାମ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ "ଜୟ ଓଡ଼ିଶା" ର ଅଧ୍ୟକ୍ଷ ଶ୍ରୀ ରୁଦ୍ର ସାମନ୍ତରାୟ ଯୋଗ ଦେଇ ବୃକ୍ଷ ରୋପଣ ସହ ପିଲାମାନଙ୍କୁ ଭୁରି ଭୁରି ପ୍ରଶଂସା…

ଟ୍ରାକ ଲାଇନ ବିଦ୍ୟୁତ ଖୁଣ୍ଟରେ ଅଜଣା ମୃତ ଦେହ ଉଦ୍ଧାର

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ନିକଟ କମ୍ପର ଛକ ରେଲୱେ ଟ୍ରାକ୍ ଏକ ବିଦ୍ୟୁତ୍ ଖୁଣ୍ଟରେ ଜଣେ ଅଜଣl ବ୍ୟକ୍ତିଙ୍କ ଝୁଲନ୍ତା ମୃତ୍ୟୁ ଦେହ ଦେଖିବାକୁ ମିଳିଛି |ଖବର ପାଇ ଦରାଗୁଡ଼ା ପୋଲିସ୍ ଏସ.ଆଇ ଲଛମି ପରାଜା ଘଟଣା ସ୍ଥଳରେ ପହଞ୍ଚି…

କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ନବୀକରଣ କାମ ସମୀକ୍ଷା କଲେ 5T ସଚିବ

ଡିସେମ୍ବର ସୁଦ୍ଧା Clinical Block ଓ ଆବାସିକ ବ୍ଲକର କାମ ଶେଷ ପାଇଁ ପରାମର୍ଶ ଭୁବନେଶ୍ୱର:କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ଓଡିଶା ନୁହେଁ ସାରା ଦେଶର ଏକ ମର୍ଯ୍ୟଦାଜନକ ଚିକିତ୍ସା ପ୍ରତିଷ୍ଠାନ । ଶିକ୍ଷା ଓ ଚିକିତ୍ସା କ୍ଷେତ୍ରରେ ଏହାର ଏକ ବିଶେଷ ସୁନାମ ରହିଛି ।…

ଦୃଷ୍ଟିବାଧିତ ଓ ଶ୍ରୁତି ବାଧିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ରାଜ୍ୟ ପଣ୍ୟାଗାର ନିଗମ ର କର୍ପୋରେଟ ବିଲଡିଂର ଶିଳାନ୍ୟାସ  ଭୁବନେଶ୍ବର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ୟୁନିଟ -୩ ସ୍ଥିତ ଭୀମ ଭୋଇ ଦୃଷ୍ଟିହୀନ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଧନ୍ଦାମୂଳକ ଉଚ୍ଚ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

 ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ…

ବାଲ ମୁକୁନ୍ଦ ଅନ୍ତର୍ଗତ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାଳମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଜିଲ୍ଲାର ବିଭିନ୍ନ ଶିକ୍ଷା ଓ ଆଧ୍ୟାତ୍ମିକ ଅନୁଷ୍ଠାନମାନଙ୍କ ସହିତ ଯୋଡ଼ିତ ହୋଇ ପ୍ରତି ଶନିବାର ଓ ରବିବାର ଭ୍ରାମ୍ୟମାଣ କରି ସେହି ଗ୍ରାମରେ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ ଗୁଡ଼ିକ…

ସୁନ୍ଦରଗଡ଼ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସୁନ୍ଦରଗଡ଼, ୩/୭/୨୩(ବସନ୍ତ କୁମାର ଜେନା) : ସ୍ଥାନୀୟ ସଦଭାବନା ଭବନ ଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ସୁନ୍ଦରଗଡ ଏସପି ପ୍ରତ୍ୟୁଷ ଦିବାକର ଉପସ୍ଥିତ ରହି ସାଧାରଣ…

ଜିଲାପାଳଙ୍କ ଜନଶୁଣାଣି ଶିବିର, ୬୭ ମାମଲାର ତୁରନ୍ତ ସମାଧାନ

ନୟାଗଡ଼,(ଲକ୍ଷ୍ମୀଧର ସାହୁ) : ନୟାଗଡ଼ ସଦର ମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ଶୁଣାଣି ଶିବିରରେ ଗୋଟି ୧୮୫ ମାମଲା ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ବ୍ୟକ୍ତିଗତ ୧୩୨…

ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷତ୍ର ଦିବସ-୨୦୨୩ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ପରିସରରେ ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ-୨୦୨୩ ପାଳନ ଉପଲକ୍ଷେ ବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା…