ମିଶନ ଶକ୍ତି ଓ ପୌର ସଂସ୍ଥା ଅଧିକାରୀମାନଙ୍କ ନିମନ୍ତେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ. ଉଦୟଗିରି ବ୍ଲକ ପ୍ରେକ୍ଷାଳୟ ଗୃହରେ ମୁକ୍ତା ଯୋଜନା ପକ୍ଷରୁ ମିଶନ ଶକ୍ତି ଓ ପୌର ସଂସ୍ଥା ଅଧିକାରୀମାନଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ନଗର ଉନ୍ନୟନ ସଂସ୍ଥାର…

ମେଁ ମେଁ ହେଲା ମେମୁ ଟ୍ରେନ, ହେଲାନି ଷ୍ଟାର୍ଟ

ଯାତ୍ରୀଙ୍କ ହୋହଲ୍ଲା ଏବଂ ଚାପା ଉତ୍ତେଜନା ନୟାଗଡ଼,(ଲକ୍ଷ୍ମୀଧର ସାହୁ): ରେଳ ବିଭାଗର ଖାମଖିଆଲ ନୀତି ଯୋଗୁଁ ପୁଣି ଆଜି ମେମୁ ଟ୍ରେନ ସମ୍ପୂର୍ଣ୍ଣ ଅଚଳ ହୋଇଯିବା ସହିତ ଯାତ୍ରୀ ମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ଖବରରୁ ପ୍ରକାଶ ଯେ ଆଜି ସକାଳ ୬ଟା ୪୫ରେ ଏହି ଟ୍ରେନ…

ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି

ଗାଇସିଲାଟ/ମନ ଡନସନା- ଗାଇସିଲେଟ ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ୍ ସ୍ତରୀୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ,ଜାତୀୟ ସାମାଜିକ ସହାୟତା ଯୋଜନା , ପଞ୍ଚଦଶ ଅର୍ଥ ଆୟୋଗ ଯୋଜନା ସମ୍ପାଦିତ ହୋଇଥିବା ୨୦୨୨-୨୩ ଆର୍ଥିକ ବର୍ଷ ର ଜନଶୁଣାଣି ଶିବିର ଅନୁଷ୍ଠିତ…

ସାଧାରଣ ନିର୍ବାଚନ ପୂର୍ବରୁ ଛିଡା ସଂଗଠନ ସୁଧାରିବା ପାଇ ଚେଷ୍ଟା କରୁଛି କଂଗ୍ରେସ

ବରଗଡ :- ବରଗଡ଼ ଜିଲ୍ଲା କ ଗ୍ରେସ ସଭାପତି, ପୂର୍ବତନ ବିଧାୟକ ନିହାର ମହାନନ୍ଦ ନ୍ଯାର ନେତୃତ୍ୱରେ ସଂଗଠନ କୁ ସୁଧାରିବା ର ପ୍ରୟାସ କରୁଛି ଜିଲ୍ଲା କଂଗ୍ରେସ । ଏଠାରେ ସୂଚନାଯୋଗ୍ୟ ଯେ ଗତ 2019 ର ସାଧାରଣ ନିର୍ବାଚନ ରୁ କଂଗ୍ରେସ କୁ ଜିଲ୍ଲାରେ କୋଣସି ନିର୍ବାଚନ ରେ ଖାସ କିଛି ସଫଳତା…

ଅଞ୍ଚଳ ମହାବିଦ୍ୟାଳୟ ୭୪ତମ ବନ ମହୋତ୍ସବ ପାଳିତ

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପରିସରରେ ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଛି l ଅଧ୍ୟକ୍ଷ ଡଃ ଲଳିତେନ୍ଦୁ ନାୟକ ଙ୍କ ଅଧ୍ୟକ୍ଷତାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି ଅବସରରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି…

“ହରଘର ରକ୍ତଦାତା” ଅଭିଯାନଧାରୀ ଜୟଦେବ ରାଉତଙ୍କୁ ” ଆମ ମାହାଙ୍ଗା” ର ଅଧକ୍ଷ ଡ଼ଃ…

(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)- ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ମାହାଙ୍ଗାର ଐତିହ୍ୟ, କଳା, ସଂସ୍କୃତି, ସମାଜସେବା, ପରିବେଶ ସୁରକ୍ଷା, ପରୋପକାରୀ କାର୍ଯ୍ୟ କରି ସମସ୍ତ ଙ୍କ ପାଇଁ ଉଦାହରଣ ପାଲଟିଥିବା ସ୍ୱେଚ୍ଛାସେବୀ ସଂଗଠନ ର ଅଧକ୍ଷ ଡ଼ଃ ଅମରେନ୍ଦ୍ର ମହାନ୍ତି "ହର ଘର ରକ୍ତଦାତା"…

ବାଲେଶ୍ୱର ଜିଲ୍ଲା ପାଇଁ ମୋଟ 1 କୋଟି 55 ଲକ୍ଷ ଟଙ୍କା ମଞ୍ଜୁର ଏମପି ଲ୍ୟ।ଡ଼ ପାଣ୍ଠିରୁ ମଞ୍ଜୁର କଲେ ବୈଷ୍ଣବ

ବାହାନାଗା ଏବଂ ଏହାର ଆଖପାଖ ଗ୍ରାମଗୁଡିକରେ ବିକାଶମୂଳକ କାର୍ଯ୍ୟ ପାଇଁ 1 କୋଟି | ବାଲେଶ୍ୱର ଜିଲ୍ଲା ଡାକ୍ତରଖାନା ପାଇଁ ଉନ୍ନତ ଜୀବନ ସହାୟତା ଆମ୍ବୁଲାନ୍ସ ବାବଦରେ 35 ଲକ୍ଷ ଟଙ୍କା | ବାଲେଶ୍ୱର ଲାଏନ୍ସ ଚକ୍ଷୁ ଚିକିତ୍ସାଳୟ ମଡ୍ୟୁଲାର୍ ଅପରେସନ୍ ଥିଏଟର କ୍ରୟ ବାବଦରେ 20…

ଡିଏନ୍ ଗୃପ ଉପରେ ଆଇଟି ଚଢ଼ଉକୁ ନେଇ ବିଜେପି କରୁଛି ଡାର୍ଟି ପଲିଟିକ୍ସ : ବିଜେଡି

 ସ୍ପର୍ଶକାତର ମାମଲାରେ ମିଥ୍ୟା ଅଭିଯୋଗ ଆଣିବା ବିଜେପିର ପୁରୁଣା ଅଭ୍ୟାସ  ହୀନ ରାଜନୀତି କରିବା ବ୍ୟତୀତ ବିଜେପିର କୌଣସି ଏଜେଣ୍ଡା ନାହିଁ  ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ କେବେ ମୁହଁ ଖୋଲନ୍ତିନି ଓଡ଼ିଶା ବିଜେପି ନେତା ଭୁବନେଶ୍ୱର: ସ୍ପର୍ଶକାତର…

ରାଜ୍ୟର ୧୧୫ଟି ପୌରାଞ୍ଚଳର ୨୦୦୦ଟି ବୃହତ ଜଳାଶୟର ନବୀକରଣ କରାଯିବ, ଦାୟିତ୍ୱ ନେବେ ମିଶନ ଶକ୍ତିର ମା ଓ ଶିକ୍ଷିତ ଯୁବକ…

ଆମ ପୋଖରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ   ଆମର ସାମାଜିକ ଓ ସାଂସ୍କୃତିକ ଜୀବନରେ ପୋଖରୀ ଖୁବ୍ ଗୁରୁତ୍ୱପୂର୍ଣ୍ଣ ସହରାଞ୍ଚଳର ଜନଜୀବନରେ ଗୁଣାତ୍ମକ ଉନ୍ନତି ଆସିବ – ମୁଖ୍ୟମନ୍ତ୍ରୀ ଆମ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରଷା ଆମକୁ ସବୁ କ୍ଷେତ୍ରରେ ଦକ୍ଷ କରିଛି –…