ରାଜ୍ୟର ୧୧୫ଟି ପୌରାଞ୍ଚଳର ୨୦୦୦ଟି ବୃହତ ଜଳାଶୟର ନବୀକରଣ କରାଯିବ, ଦାୟିତ୍ୱ ନେବେ ମିଶନ ଶକ୍ତିର ମା ଓ ଶିକ୍ଷିତ ଯୁବକ…

ଆମ ପୋଖରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ   ଆମର ସାମାଜିକ ଓ ସାଂସ୍କୃତିକ ଜୀବନରେ ପୋଖରୀ ଖୁବ୍ ଗୁରୁତ୍ୱପୂର୍ଣ୍ଣ ସହରାଞ୍ଚଳର ଜନଜୀବନରେ ଗୁଣାତ୍ମକ ଉନ୍ନତି ଆସିବ – ମୁଖ୍ୟମନ୍ତ୍ରୀ ଆମ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରଷା ଆମକୁ ସବୁ କ୍ଷେତ୍ରରେ ଦକ୍ଷ କରିଛି –…

କଟକ , ବ୍ରହ୍ମପୁର ଓ ବୁର୍ଲା ତିନି ମେଡିକାଲ କଲେଜର ଅଗ୍ନିସୁରକ୍ଷା ପାଇଁ ୪୫ ପଦବୀ ମଂଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍. କେ.ସି.ଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବୁର୍ଲା ଭି.ଏସ୍.ଏସ୍ ମେଡିକାଲ କଲେଜ ଓ ହସ୍ପିଟାଲର ଅଗ୍ନି ସୁରକ୍ଷା ପାଇଁ ଅଗ୍ନିଶମ ବିଭାଗରେ ବିଭିନ୍ନ ସ୍ତରରେ ୪୫ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ…

ବରଗଡ଼ ଜିଲ୍ଲାର ରେଣୁ ଅଗ୍ରୱାଲ ଙ୍କୁ ଗ୍ଲୋବାଲ ସାହିତ୍ୟ ପୁରସ୍କାର

ବରଗଡ଼ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ନିର୍ଦଳୀୟ ପ୍ରକାଶନ ପକ୍ଷରୁ ଆୟୋଜିତ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ବରଗଡ ଜିଲ୍ଲା ବରପାଲି ଗଙ୍ଗାଧର ମେହେର ମାଟିର ବାସିନ୍ଦା ରେଣୁ ଅଗ୍ରୱାଲଙ୍କୁ ଏକ୍ ଅର୍ ରାଧା ପୁସ୍ତକ ପାଇଁ 'ଗ୍ଲୋବାଲ୍ ସାହିତ୍ୟ ପୁରସ୍କାର' ସମ୍ମାନରେ ସମ୍ମାନିତ କରାଯାଇଛି ।…

ବୃକ୍ଷ ରୋପଣ କାର୍ଯ୍ୟକ୍ରମ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ , ଜାଜପୁର ଠାରେ ୭୪ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ପାରଳାଖେମୁଣ୍ଡି ବନାଞ୍ଚଳ ଠାରୁ ପାଇଥିବା ବେଲ ଚାରା , ଲେମ୍ବୁ ଚାରା , ଅଳା ଚାରା ଭଳି ବହୁ ମୂଲ୍ୟବାନ ଚାରା ଗୁଡିକୁ ବିଦ୍ୟାଳୟ ପରିସରରେ…

ପିଲାଙ୍କ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହାରାଜଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ "ସ୍ୱାସ୍ଥ୍ୟ ଓ ସୁସ୍ଥତା ସକାଶେ ଆମ ପରିସଂସ୍ଥା"ମୁଖ୍ୟ ବିଷୟ ଉପରେ ଆଧାରିତ ପ୍ରକଳ୍ପ ଉପସ୍ଥାପନା ପ୍ରତିଯୋଗିତା ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ , ଭୁବନେଶ୍ୱର…

୫ ଦଫା ଦାବି ନେଇ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରିଲା ଜଗତସିଂହପୁର ରିଟେଲ ଡିଲର ସଂଘ

ଜଗତସିଂହପୁ/ସୁମନ୍ତକୁମାରଦାସ: ଜଗତସିଂହପୁର ରିଟେଲ ଡିଲର ସଂଘ ପକ୍ଷରୁ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରାଉ କରାଯାଇଛି । ୫ଦଫା ଦାବି ପୂରଣ ନିମନ୍ତେ ଡିଲରମାନେ ଦୀର୍ଘ ଦିନ ଧରି ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ନେହୁରା ହୋଇଥିଲେ ମଧ୍ୟ ଏଥି ପ୍ରତି କେହିଁ…

ଜଟିଳ କର୍କଟ ରୋଗ ନିମନ୍ତେ ମହିଳାଙ୍କର ୧୧ ବର୍ଷରେ ୫ ଥର ଅସ୍ତ୍ରୋପଚାର

ଭୁବନେଶ୍ୱର, ଜୁଲାଇ ୫: ଜଟିଳ କ୍ୟାନ୍ସର ରୋଗ “ରିଟ୍ରୋପେରିଟୋନିଆଲ୍ ଲିପୋସାର୍କୋମା” ରେ ପୀଡ଼ିତ ଥିବା ବୌଦ୍ଧ ଜିଲ୍ଲାର ଜଣେ ୩୮ ବର୍ଷୀୟ ମହିଳାଙ୍କର ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର କରାଯାଇଛି । ୫ମ ଥର ପାଇଁ ସମରେ ତାଙ୍କର ଏହି ସମସ୍ୟା…

ବିଷ୍ଣୁ ଦାସଙ୍କ ଶ୍ରାଦ୍ଧବାର୍ଷିକୀ ପ୍ରତିମୂର୍ତ୍ତି ଉନ୍ମୋଚନ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁରର ପୂର୍ବତନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଵର୍ଗତ ବିଷ୍ଣୁ ବିଧାୟକ ତଥା ମନ୍ତ୍ରୀ ବିଷ୍ଣୁ ଦାଶଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଦାସଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି। ଏହି ପ୍ରତିମୂର୍ତ୍ତି ଉତ୍ସବ ତାଙ୍କ ଜଗତସିଂହପୁରସ୍ଥିତ…

ନୃସିଂହନାଥ ବନାଞ୍ଚଳ ରେ ୭୪ତମ ବନମହୋତ୍ସବ

ନୂତନ ଭାବରେ ସୃଷ୍ଟି କରାଯିବ ହାର୍ବଲ ଗାର୍ଡେନ ବରଗଡ : ବରଗଡ଼ ଜିଲ୍ଲା ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାର୍ବତରେ ପୁରୀ ରହିଛି ଅସଂଖ୍ୟ ପ୍ରକାରର ଔଷଧୀୟ ବୃକ୍ଷ। ପ୍ରଚୁର ମାତ୍ରାରେ ଔଷଧୀୟ ଗଛ , ଲତା , ଓ ଗୁଳ୍ମ ଭାରି ରହିଥିବା କାରଣରୁ ଗନ୍ଧମାର୍ଦ୍ଦନ ର ପାଦଦେଶରେ ଶ୍ରୀ ଶ୍ରୀ ନୃସିଂହନାଥ…

ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ : ଆଜି ପୁରୀ ଠାରୁ ଛାଡିବାକୁଥିବା 18477 ପୁରୀ – ଯୋଗ ନଗରୀ ଋଷିକେଶ କଳିଙ୍ଗ…

ଭୁବନେଶ୍ୱର : ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ : ଆଜି ପୁରୀ ଠାରୁ ଛାଡିବାକୁଥିବା 18477 ପୁରୀ - ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ବାତିଲ ରହିବ l ଋଷିକେଶ ଠାରୁ ପୁରୀ ପହଞ୍ଚିବାକୁ ଥିବା ସଂଯୋଗକାରୀ ଟ୍ରେନ ର ମାତ୍ରାଧିକ ବିଳମ୍ବ ଯୋଗୁଁ ଏବଂ ଟ୍ରେନ ଚଳାଚଳର…