Sign in
Sign in
Recover your password.
A password will be e-mailed to you.
“ଜଳଜୀବନ ମିଶନ” ଅଧିନରେ ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ମଧ୍ୟରେ ଉଚ୍ଚ ସଫଳତା ଜିଲ୍ଲା ରହିଛି ‘ନୂଆପଡା’
ସଚିବସ୍ତରୀୟ ବୈଠକ ଅନୁଷ୍ଠିତ
• ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପ୍ରଶିକ୍ଷଣକୁ ଗୁରୁତ୍ୱ
• ଜନକଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡିକର ସୂଚନା, ଶିକ୍ଷା ଓ ଯୋଗାଯୋଗ ବ୍ୟବସ୍ଥା ସଂପର୍କରେ ବିସ୍ତୃତ ଆଲୋଚନା
• ଇ-କମର୍ସ ପୋର୍ଟାଲ ଜରିଆରେ…
ପ୍ରଦ୍ୟୁମ୍ନ ଙ୍କର ଉଦ୍ୟମରେ ଗୁରୁତର ଆହତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମିଳିଲା ସହାୟତା
ରେଳ ଲାଇନ ପାର ହେଉଥିବା ବେଳେ ଯୁବକଙ୍କ ଗୋଡ଼ କଟିଯିବା ଘଟଣା
ବରଗଡ଼ : ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ ପାଟକୁଲୁଣ୍ଡାର ରେଳ ଗୁରୁତର ଆହତ ସୁଶାନ୍ତ ମହାନନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଚିକିତ୍ସା ସହାୟତା ମିଳିଛି। ଗତ ରବିବାର ସୁଶାନ୍ତ ବରପାଲି ଜଗନ୍ନାଥ ନଗର ରେଳ ଲାଇନ ପାର…
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର: ଆରମ୍ଭ ହେଲା ଦିଗଦର୍ଶନ କାର୍ଯ୍ୟକ୍ରମ
ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ଯୋଗଦାନ
ଭୁବନେଶ୍ୱର: ଶୈକ୍ଷିକ ବାତାବରଣ ସହ ଜଡ଼ିତ ସବୁ ବର୍ଗର ଲୋକଙ୍କୁ ପୁରସ୍କୃତ ତଥା ସମ୍ମାନିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଅଭିନବ ପ୍ରୟାସ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରା ଏହି ପୁରସ୍କାର କାର୍ଯ୍ୟକ୍ରମର କାର୍ଯ୍ୟକାରିତା…
“ଇର୍ଷାରେ ଜଳିଯାଉଛନ୍ତି ବିରୋଧୀ, ଲୋକଙ୍କ ପାଖରେ ପ୍ରଶାସନ ପହଁଚିଲେ ଏମାନଙ୍କ ଛାତିରେ ଛନକା ପଶି ଯାଉଛି”
ପୃଥିବୀର କୌଣସିଶକ୍ତି ଅଟକାଇ ପାରିବେ ନାହିଁ
ଲୋକଙ୍କ ପାଖକୁ ଯାଇ ସମସ୍ୟା ସମାଧାନକୁ ବିରୋଧ କାହିଁକି
ଲୋକଙ୍କ ଦୁଆରମୁହଁକୁ ଯାଉଛିମୁଖ୍ୟମନ୍ତ୍ରୀଙ୍କ ଦପ୍ତର
ଶୀତତାପ ନିୟନ୍ତ୍ରିତ କୋଠରୀରେ ବସିଥିବା ଲୋକେ ଏହା ବୁଝିପାରୁ ନାହାନ୍ତି…
ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା ଛତୁଚାଷ ତାଲିମ କାର୍ଯ୍ୟକ୍ରମର ଉଦଘାଟନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ଛତୁଚାଷ ତାଲିମ କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଶୁଭ ଉଦଘାଟିତ ହୋଇଯାଇଛି। ଏହି ଛତୁଚାଷ ତାଲିମ କାର୍ଯ୍ୟକ୍ରମ ଦଶ ଦିନିଆ ତାଲିମ ପ୍ରଦାନ…
କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମକୁ ଯାଇ ହଟହଟା ହେଲେ ପର୍ଜଙ୍ଗ ବିଧାୟକ
ଜଳସେଚନ ସମସ୍ୟା ନେଇ ସଭାସ୍ଥଳରେ ଘେରିଲେ ଚାଷୀ
ଢେଙ୍କାନାଳ/ରବିନ୍ ଦାସ ; ପରଜଙ୍ଗ ନିର୍ବାଚନ ମଣ୍ଡଳୀ କଙ୍କଡାହାଡ଼ ବ୍ଲକ କଣ୍ଟାପାଳରେ କର୍ମୀ ସମ୍ମିଳନୀ କୁ ଯାଇ ହଟ ହଟା ହେଲେ ବିଧାୟକ ନୃସିଂହ ଚରଣ ସାହୁ । ସାଥିରେ ଥିଲେ ନୂତନ ପର୍ଯ୍ୟ ବେକ୍ଷକ ଦାଇତ୍ୱ ପାଇଥିବା ଆଶିଷ ଚକ୍ରବର୍ତ୍ତୀ । ଚାଷ…
ତାଲପାଲି ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରେ ମିଶନ ଗ୍ରୀନ
ଗାଇସିଲେଟ/ମନ ଡନସନା- ତାଲପାଲି ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରେ ମିଶନ ଗ୍ରୀନ | ଏହିି ମିଶନର ଆରମ୍ଭ ଆଜି ତାଳପାଲି ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରେ ଭିନ୍ନ ଭିନ୍ନପ୍ରକାର ବୃକ୍ଷ ରୋପଣ ରୁ ଆରମ୍ଭ ହୋଇଥିଲା । ଡାକ୍ତର ସୁମିତ ମିଶ୍ର ଏହି ମିଶନ ଆରମ୍ଭ କରି କହିଥିଲେ ଖୁବ୍ ଶୀଘ୍ର ଏହି…
ମାହାଙ୍ଗା ବ୍ଲକ ସ୍ତରୀୟ 789 ଜଣଙ୍କୁ ଭତ୍ତା ବଣ୍ଟନ , ତିନିଚକିଆ ସାଇକେଲ, ଶ୍ରବଣଯନ୍ତ୍ର ବଣ୍ଟନ ଓ ମହିଳା ସ୍ୱୟଂ ସହାୟକ…
https://youtu.be/sWUL7O5bQAM
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିକାଶମୂଳକ ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀ ଙ୍କୁ ସାମିଲ କରିବା ଆମର ଦାୟିତ୍ୱ - ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା l
(ମାହାଙ୍ଗା - ଦେବେନ୍ଦ୍ର ଷଡ଼ଙ୍ଗୀ) : ମାହାଙ୍ଗା ବ୍ଲକ…
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ନୂତନ ମୁଖ୍ୟ କାର୍ଯ୍ୟାଳୟ ସୌଧର ଶିଳାନ୍ୟାସ
ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ନୂତନ ମୁଖ୍ୟ କାର୍ଯ୍ୟାଳୟ ସୌଧ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତିା ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ୧୯୫୮ ମସିହାରେ ପ୍ରତିଷ୍ଠିତ ହୋଇଥିଲାା ଏହି ନିଗମ ରାଜ୍ୟର ୩୦ଟି…
ଛତିଶଗଡ଼ ରାଜଭବନରେ ଏକକ ବ୍ୟବହାର ପ୍ଲାଷ୍ଟିକ ନିଷେଧ ପାଇଁ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର/ ରାୟପୁର : ଅନ୍ତରାଷ୍ଟ୍ରିୟ ପ୍ଲାଷ୍ଟିକ ବ୍ୟାଗ୍ ବ୍ୟବହାର ମୁକ୍ତ ଦିବସ ଅବସରରେ ଛତିଶଗଡ଼ ରାଜଭବନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇ ଉପସ୍ଥିତ ଅଧିକାରୀଙ୍କୁ ରାଜଭବନରେ ସଂପୂର୍ଣ୍ଣ ରୂପେ ଏକକ ବ୍ୟବହାର ପ୍ଲାଷ୍ଟିକ୍କୁ ନିଷେଧ…