Sign in
Sign in
Recover your password.
A password will be e-mailed to you.
୬ ସାଙ୍ଗଠନିକ ଜିଲ୍ଲାରେ ବିଜେଡିର ନୂଆ ସଭାପତି /କାର୍ଯ୍ୟକାରୀ ସଭାପତି
ଭୁବନେଶ୍ୱର : ବିଜୁ ଜନତା ଦଳ ସଭାପତି ରାଜ୍ୟର ୬ ସାଙ୍ଗଠନିକ ଜିଲ୍ଲାରେ ନୂତନ ସଭାପତି /କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିଛନ୍ତି. ବିଧାୟକ ନୃସିଂହ ସାହୁଙ୍କୁ ଢେଙ୍କାନାଳ ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରିଥିବା ବେଳେ ଦେବି ପ୍ରସାଦ ଭୂତିଆଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି…
5T ଉପକ୍ରମ ରେ ନୂଆ ରୂପ ନେବ ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀ ମନ୍ଦିର ।
ବିକାଶ ଯୋଜନା ପ୍ରସ୍ତୁତ ।
ଖର୍ଚ୍ଚ ହେବ ପ୍ରାୟ ୧୯ କୋଟି ଟଙ୍କା
ଦୁଇଟି ପର୍ଯ୍ୟାୟରେ କାମ ସଂପୂର୍ଣ୍ଣ ହେବ ।
ଭୁବନେଶ୍ୱର: 5T ଉପକ୍ରମ ରେ ନୂଆ ରୂପ ନେବ ବ୍ରହ୍ମପୁର ବୁଢୀ ଠାକୁରାଣୀ ମନ୍ଦିର। ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ମନ୍ଦିରର ବିକାଶ ଯୋଜନା…
ଆଦର୍ଶ ସ୍ନାତକ କଲେଜ୍ ରେ ବନ ମହୋତ୍ସବ ପାଳିତ
ନବରଙ୍ଗପୁର/ ଅଶୋକ ସାହୁ : ନବରଙ୍ଗପୁର ଜିଲ୍ଲାର ଟିର୍ଲି ଅମ୍ବା ଗୁଡା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଅଛି। ପ୍ରଥମ ଜୁଲାଇ ରୁ ଆରମ୍ଭ କରି ସାତଦିନ ବ୍ୟାପୀ ବନ ମହୋତ୍ସବ ସପ୍ତାହ ସାରା ଭାରତ ରେ ପାଳନ କରା…
ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି: ୯ ଜଣ ଅଧିକାରୀଙ୍କ ଉପରେ…
3 ଜଣ ଚାକିରୀରୁ ବରଖାସ୍ତ,
୬ ଜଣଙ୍କ ପେନ୍ସନ ସ୍ଥାୟୀ ଭାବେ ବନ୍ଦ
ଏପର୍ଯ୍ୟନ୍ତ ୧୯୭ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ…
ପିରୋତର ମର୍ଫତ ଦାର ଫର୍କୁନ୍ ଅଲିଶାହାଙ୍କ ପରଲୋକ ।
ଅସ୍ତରଙ୍ଗ/ଦୁଃଶାସନ ନାୟକ : ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚକର ବିଶିଷ୍ଟ ବ୍ୟକ୍ତି,ପୂର୍ବତନ ମନ୍ତ୍ରୀ,ସୁରେନ୍ଦ୍ର ନାଥ ନାୟକ,କାକଟପୁର ର ସ୍ୱର୍ଗତ ବିଧାୟକ ବୈକୁଣ୍ଠ ନାଥ ସ୍ବାଇଁ , କାକଟପୁର ର ପୂର୍ବତନ ବିଧାୟକ, ସ୍ୱୋର୍ଗତ ବୃନ୍ଦାବନ ପାତ୍ର ,ଅସ୍ତରଙ୍ଗ ବ୍ଲକ ର ପୂର୍ବତନ ଅଧ୍ୟକ୍ଷ…
ଓଡିଶା ରାଜସ୍ଵ ଅମଲା ସଂଘ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସ୍ଵାଗତ ଜଣାଇଲା.
ନବରଙ୍ଗପୁର ୭.୭.୨୦୨୩ :ଅଶୋକ ସାହୁ, ଶାସକ ପ୍ରଶାସକ ଗତ ୧.୭.୨୦୨୩ ତାରିଖରେ ଡାବୁଗାଁ ସି ଡି ପି ଅ ନିଜ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ ସନ୍ତୋଷି କୁମାର ମିଶ୍ରଙ୍କୁ ଯେଉଁ ଅମାନୁଷିକ ବ୍ୟବହାର ଦେଖାଇଥିଲେ ତାକୁ ଓଡିଶା ରାଜସ୍ଵ ଅମଲା ସଂଘ ସହିତ ବିଭିନ୍ନ ଅନୁଷ୍ଠାନ ସଂଘ ଦୃଢ଼ ନିନ୍ଦା…
ଓଡିଶା ରାଜସ୍ଵ ଅମଲା ସଂଘ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସ୍ଵାଗତ ଜଣାଇଲା.
ନବରଙ୍ଗପୁର ୭.୭.୨୦୨୩ :ଅଶୋକ ସାହୁ, ଶାସକ ପ୍ରଶାସକ ଗତ ୧.୭.୨୦୨୩ ତାରିଖରେ ଡାବୁଗାଁ ସି ଡି ପି ଅ ନିଜ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ ସନ୍ତୋଷି କୁମାର ମିଶ୍ରଙ୍କୁ ଯେଉଁ ଅମାନୁଷିକ ବ୍ୟବହାର ଦେଖାଇଥିଲେ ତାକୁ ଓଡିଶା ରାଜସ୍ଵ ଅମଲା ସଂଘ ସହିତ ବିଭିନ୍ନ ଅନୁଷ୍ଠାନ ସଂଘ ଦୃଢ଼ ନିନ୍ଦା…
ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ସ୍ଥିତ ଅନୁକୁଣ୍ଡାଗୁଡ଼ା ଆବାସିକ ବାଳିକା ସେବାଶ୍ରମରେ ପ୍ରଧାନ ଶିକ୍ଷୟତ୍ରୀ ସୁନୀ ବଡମୁଣ୍ଡିଙ୍କ ତତ୍ତ୍ଵାବଧାନରେ ୩୦ ଗୋଟି ସ୍ଥାୟୀ ବାରମାସୀ ଗଛ ରୋପଣ କରାଯାଇଥିଲା। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅବସରରେ ''…
ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଡଃ ଜଗନମୋହନ ମହାପାତ୍ରଙ୍କ ଅକାଳ ବିୟୋଗରେ ଗଜପତି ପ୍ରେସ କ୍ଲବ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଜଗନମୋହନ ମହାପାତ୍ରଙ୍କ ଅକାଳ ବିୟୋଗରେ ଗଜପତି ପ୍ରେସ କ୍ଲବ ତରଫରୁ ଶୋକ ପ୍ରକାଶ କରାଯାଇଛି। ଗୁରୁବାର ଦିନ ସନ୍ଧ୍ୟା ୮ଘଣ୍ଟା ସମୟରେ ଗଜପତି ପ୍ରେସ କ୍ଲବର ସମସ୍ତ ସଦସ୍ୟ ତଥା ଜିଲ୍ଲାସ୍ତରୀୟ ସାମ୍ବାଦିକ ମାନେ…
ବିଜୁ ଯୁବ ଜନତା ଦଳର ରାଜ୍ଯ କାର୍ଯ୍ଯକାରିଣୀ ଅନୁଷ୍ଠିତ
ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ବିଜେଡିର ମୂଖ୍ଯ କାର୍ଯ୍ଯାଳୟ ଶଙ୍ଖ ଭବନ ଠାରେ ବିଜୁ ଯୁବ ଜନତା ଦଳର ରାଜ୍ଯ କାର୍ଯ୍ଯକାରିଣୀ ଅନୁଷ୍ଠିତ ହୋଇଯାଇଛି।ବିଜୁ ଯୁବ ଜନତା ଦଳର ରାଜ୍ଯ ସଭାପତି ତଥା ବିଧାୟକ ଡକ୍ଟର ବ୍ୟେମକେଶ ରାୟଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକାରିଣୀରେ ଆଭାସି…