ଗୋତରା ପଂଚାୟତ ଉପନିର୍ବାଚନ ପାଇଁ ବିଜେଡ଼ି ସରପଂଚ ପ୍ରାର୍ଥୀ ଭାବେ ପ୍ରହଲ୍ଲାଦ ପ୍ରଧାନଙ୍କ ନାମ ଘୋଷଣା କଲେ ବିଧାୟକ…

https://youtu.be/FeM3DY3ezEU ପୂର୍ବ ପଂଚାୟତ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟରେ ବିଜୟ ପାଇଁ ଶପଥ ମାହାଙ୍ଗା (ଦେବେନ୍ଦ୍ର ଷଢଙ୍ଗୀ): ନିର୍ବାଚନ କମିଶନରଙ୍କ ବିଜ୍ଞପ୍ତି ଅନୁଯାୟୀ ମାହାଙ୍ଗା ବ୍ଲକ ଗୋତରା ଗ୍ରାମପଂଚାୟତ ରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ…

କିମ୍‌ସରେ ଖୁବ ଶୀଘ୍ର ବର୍ଣ୍ଣ ୟୁନିଟ୍‌ ମାଗଣାରେ ହେବ ଗ୍ରହଣ ଖଣ୍ଡିଆ ଅସ୍ତ୍ରୋପଚାର

ଭୁବନେଶ୍ୱର ୧୫ ।୭: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ ସାଇନ୍‍ସେସ (କିମ୍‍ସ) ହସ୍ପିଟାଲରେ ଖୁବ ଶୀଘ୍ର ବର୍ଣ୍ଣ ୟୁନିଟ୍  କାର୍ଯ୍ୟକାରୀ କରାଯିବା ସହ ଗ୍ରହଣ ଖଣ୍ଡିଆର ମାଗଣା ଅସ୍ତ୍ରୋପଚାର କରାଯିବ । ଆଜି ବିଶ୍ୱ ପ୍ଲାଷ୍ଟିକ୍ ସର୍ଜରୀ ଦିବସ ପାଳନ ଅବସରରେ କିମ୍‍ସ ପକ୍ଷରୁ ଏହି…

ମନ୍ତ୍ରୀ ଜଗନ୍ନାଥ ସାରକା ଆଜି ନବରଙ୍ଗପୁର ଜିଲ୍ଲା ରାଇଘର ଓ ଉମରକୋଟ ଗସ୍ତ

ରାଇଘର/ନରସିଂ ବାଘ :ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଓ ଉମରକୋଟ ରେ ଆସି ଉପସ୍ଥିତ ପହଞ୍ଚିଲେ ଓଡିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ,କଲ୍ୟାଣ ବିଭାଗ,ଆଇନ ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ ସାରକା ରାଇଘର ଓ ଉମରକୋଟରେ ଥିବା ଜିଲ୍ଲା…

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୮୦% ରିହାତି ଦରରେ ବିଭିନ୍ନ କୃଷି ଯନ୍ତ୍ରପାତି କିଣିବା ପାଇଁ କାର୍ଯ୍ୟାଦେଶ ପ୍ରଦାନ

ନବରଙ୍ଗପୁର/ଅଶୋକ ସାହୁ: ତା ୧୫.୦୭.୨୦୧୩ ରିଖ ସ୍ଥାନୀୟ ମୁଖ୍ୟ ଜ଼ିଲ୍ଲା କୃଷି ଅଧିକାରୀ, ନବରଙ୍ଗପୁରଙ୍କ କାର୍ଯ୍ୟାଳୟରେ ଜ଼ିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଦ୍ୱାରା ୧୦ ଗୋଟି ସାଧାରଣ ବର୍ଗ ଏବଂ ୧୦ ଗୋଟି ଆଦିବାସୀ ବର୍ଗର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୮୦% ରିହାତି ଦରରେ ବିଭିନ୍ନ…

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରାକ୍ ପ୍ରସ୍ତୁତି ଓ ମୁକାବିଲା ସମ୍ପର୍କିତ ଆଲୋଚନା ଚକ୍ର-ସାମୁହିକ ଅଭ୍ୟାସ

https://youtu.be/Tk5lFTqnx7s ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଭାଗୃହରେ କଟକ ଜିଲ୍ଲା ମୁଣ୍ଡୁଳି ସ୍ଥିତ ଜାତୀୟ ବିପର୍ଯ୍ୟୟ ଉଦ୍ଧାର ସୁରକ୍ଷା ବାହିନୀ (NDRF) ଏବଂ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଦ୍ୱାରା ଏକ ସାମୁହିକ ଅଭ୍ୟାସ (ମକ ଡ୍ରିଲ) ଆଲୋଚନା ଚକ୍ର…

ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ଏକ ଘଣ୍ଟା ରେ ମୁଖ୍ୟମନ୍ତ୍ରୀଙ୍କ…

5T ଉପକ୍ରମରେ ପର୍ଯ୍ୟଟନ ବିଭାଗ ଜରିଆରେ ହେବ ବିକାଶ, ସ୍ଥାପିତ ହେବ ବୀର ସୁରେନ୍ଦ୍ର ସାଏ ଙ୍କ ପୂର୍ଣାବୟବ ପ୍ରତିମୂର୍ତ୍ତୀ . ସଂଗ୍ରହାଳୟ ଓ ପାଠାଗାର ପୁନରୁଦ୍ଧାର ସହ ସ୍ମୃତି ସଦନ ହେବ. ଖର୍ଚ୍ଚ ହେବ ୬ କୋଟି ୪୧ ଲକ୍ଷ ଟଙ୍କା। 5T ସଚିବ ଙ୍କ ସହ କଥା ହେଲେ…

ଶ୍ରୀମଦ୍ ଭାଗବତ୍ କଥାମୃତ ସପ୍ତାହ ଉଦ୍‌ଘାଟିତ : ମୁରଲୀଧର ରଥ ସମ୍ମାନିତ

ଭୁବନେଶ୍ୱର : ଭୁବନେଶ୍ୱରର ବୀର ସୁରେନ୍ଦ୍ର ସାଏ ନଗର ସ୍ଥିତ ‘ଭୁବନେଶ୍ୱରୀ ମନ୍ଦିର ପରିସରରେ ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ଆନୁକୁଲ୍ୟରେ ଶ୍ରୀଭାଗବତ ପାରାୟଣ ଓ ଭଗବତ୍ କଥା’ ସପ୍ତାହ ଉଦ୍‌ଘାଟିତ ହୋଇଯାଇଛି । ଏହି ଆଧ୍ୟାତ୍ମକ କାର୍ଯ୍ୟକ୍ରମକୁ ଶ୍ରୀ ଶ୍ରୀ ନିଗମାନନ୍ଦ ଆଶ୍ରମ…

ଆନନ୍ଦ ବଜାର ବିଶୃଙ୍ଖଳା ମମଲା:ଲାଗିବ ମହାପ୍ରସାଦ ରେଟ ଚାର୍ଟ; ଖୋଲିବ ପୋଲିସ ସହାୟତା କେନ୍ଦ୍ର

ପୁରୀ (ଅନିମେଶ ପଟ୍ଟନାୟକ): ଶ୍ରୀମନ୍ଦିର ଆନନ୍ଦ ବଜାରରେ ଏଥର ଲାଗିବ ମହାପ୍ରସାଦ ରେଟ ଚାର୍ଟ । ଅସାଧୁ ବ୍ୟବସାୟୀଙ୍କ କବଳରୁ ମୁକ୍ତ ହେବ ଅବଢା ଖଳା । ଖୋଲାଯିବ ପୋଲିସ ସହାୟତା କେନ୍ଦ୍ର । ଫଳରେ ଆଉ ଶୋଷଣ ଓ ଦୁର୍ବ୍ୟବହାରର ଶିକାର ହେବେ ନାହିଁ ଭକ୍ତ । ଶନିବାର ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ…

ଯୁବ କୁଶଳତା ଦିବସ ଅବସରରେ ଡାଲମିଆ ଭାରତ ଫାଉଣ୍ଡେସନ୍‍ ପକ୍ଷରୁ ୨୦୨୪ ଆର୍ଥିକ ବର୍ଷରେ ସମଗ୍ର ଭାରତରେ ୮ଟି ନୂଆ ଦୀକ୍ଷା…

- ଦୀକ୍ଷା କାର୍ଯ୍ୟକ୍ରମ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ନିମନ୍ତେ ୧ ଲକ୍ଷ ଯୁବକଙ୍କୁ କୁଶଳୀ କରିବା ଲକ୍ଷ୍ୟ ରଖିଛି ନୂଆଦିଲ୍ଲୀ/ ଭୁବନେଶ୍ୱର, ୧୫ ଜୁଲାଇ ୨୦୨୩ : ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍‍)ର କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହ ଶାଖା ଡାଲମିଆ ଭାରତ ଫାଉଣ୍ଡେସନ (ଡିବିଏଫ୍‍)…

କୋଭିଡ ରିଲିଫ୍ ପଦକ୍ଷେପ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ସିଏସଆର ହେଲଥ ଇମ୍ପାକ୍ଟ ଆୱାର୍ଡ

ଭୁବନେଶ୍ୱର: କୋଭିଡ ରିଲିଫ୍ ପଦକ୍ଷେପ ପାଇଁ ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ସିଏସଆର ହେଲଥ ଇମ୍ପାକ୍ଟ ଗୋଲ୍ଡ ପୁରସ୍କାର ମେଗା ପ୍ରୋଜେକ୍ଟ ବର୍ଗରେ ପ୍ରଦାନ କରାଯାଇଛି । ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ଏକ ସମାରୋହରେ ଜେଏସପିର ପ୍ରେସିଡେଣ୍ଟ ତଥା ଗୃପ ହେଡ…