ଭେଡେନ ବ୍ଳକ୍ ରେ ଶିଶୁ ସୁରକ୍ଷା ଦିବସ ପାଳିତ l

0

ଭେଡେନ : – ସ୍ଥାନୀୟ ବ୍ଲକ୍ କାର୍ଯ୍ୟାଳୟ ଠାରେ ଶିଶୁ ସୁରକ୍ଷା ଦିବସ ପାଳିତ ହୋଇଯାଇଛି l ବରଗଡ ସିଡବ୍ଲୁସି ବବିତା ରାଉତ , ସୁରେନ୍ଦ୍ର ଦାଶ, ସିଡିପିଓ ଆଲଫାନି ଟେଟେ, ଭେଡେନ ଏବିଡିଓ, ଥାନା ଅଧିକାରୀ ଅତିଥି ଭାବେ ଯୋଗ ଦେଇ ଶିଶୁ ସୁରକ୍ଷା ଉପରେ ବୈଠକରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଉପାଧ୍ୟକ୍ଷ, ସମସ୍ତ ୱାର୍ଡ଼ ମେମ୍ବର, ସୁପରଭାଇଜର ସୁରେଶ୍ଵରୀ ଦାଶ, ସମସ୍ତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.