Sign in
Sign in
Recover your password.
A password will be e-mailed to you.
ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ନେଇ ଅନିୟମିତତା ଅଭିଯୋଗ
ବାଲେଶ୍ଵର ,ସିମୁଳିଆ (ଅକ୍ଷୟ କୁମାର ଜେନା)-ଅଭଝୁଣା ପଞ୍ଚାୟତ ଯୋଗ୍ୟ ଅଠର ରୁ ଉର୍ଦ୍ଧ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପାଇବାକୁ ଥିବା ହିତାଧିକାରୀ ଆଜି ସିମୁଳିଆ ବ୍ଲକ ପରିସର ରେ ଧାରଣା ଦେଇ ଥିଲେ। ସରପଞ୍ଚ ଙ୍କ ଅଜ୍ଞାତ ସାର୍ ରେ ଚଂଚକତା କରି ଯୋଗ୍ୟ ବାଦ୍ ପଡିବା ନେଇ ଜିଲ୍ଲାପାଳ ଏବଂ ପିଡି…
ମହିଳା ଙ୍କୁ ନେଇ ସଂଗଠନ ମଜବୁତ କରୁଛନ୍ତି ବର୍ଷା
ବରଗଡ଼ :- ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ହେଉଛନ୍ତି , ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ବିଧାୟିକା ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ବିଧାୟିକା ହୋଇଥିବା ପ୍ରଥମ ମହିଳା । ଏହା ପୂର୍ବରୁ ନିର୍ବାଚନ ମଣ୍ଡଳୀରୁ କୋଣସି ମହିଳା ପ୍ରାର୍ଥୀ ବିଧାନସଭା ପାଇଁ…
ଭାରତରେ ଦକ୍ଷତା ବୃଦ୍ଧି ପାଇଁ ଜବାହର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଏବଂ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏମଓୟୁ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତରେ ଦକ୍ଷତାର ବିଶ୍ଵସ୍ତରୀୟ ସ୍ଥିତିକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ୍ ୟୁନିଭରସିଟି , ଯାହାକି ଏହା ଭାରତର ପ୍ରାଥମିକ ଅନୁଷ୍ଠାନ ଏବଂ ସେଞ୍ଚୁରିଅନ୍ ୟୁନିଭରସିଟି ଯାହା ଭାରତର ପ୍ରଥମ ପ୍ରିମିୟର୍ ସ୍କିଲ୍ ବିଶ୍ୱବିଦ୍ୟାଳୟ ଓ ଦକ୍ଷତା ବିକାଶ ଏବଂ…
ସ୍ଵତନ୍ତ୍ର ଉନ୍ନୟନ ପରିଷଦର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ପୂର୍ବ ପ୍ରସ୍ତୁତି ବୈଠକ ଶୁକ୍ରବାର ଦିନ ଅଧ୍ୟକ୍ଷା ଶ୍ରୀମତୀ ମରୀୟମ ରଇତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ପୂର୍ବ ପ୍ରସ୍ତୁତି ବୈଠକରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଲକ୍ଷ୍ୟ ଓ…
ଇଂଲଣ୍ଡ ରାଷ୍ଟ୍ରୀୟ ଜ୍ୟୋତିର୍ବିଜ୍ଞାନ ବୈଠକରେ କିଟ୍ ଛାତ୍ର ସ୍ନେହାଦୀପ
ସର୍ବ କନିଷ୍ଠ ପ୍ରତିନିଧି ପଠାଇବାରେ କିଟ୍ ବିଶ୍ୱର ପ୍ରଥମ ଅନୁଷ୍ଠାନ
ଭୁବନେଶ୍ୱର, ୧୪ ।୭: ଇଂଲଣ୍ଡର ରାଷ୍ଟ୍ରୀୟ ଜ୍ୟୋତିର୍ବିଜ୍ଞାନ ବୈଠକରେ ଜଣେ କିଶୋରଙ୍କ ଉପରେ ସମସ୍ତଙ୍କ ଦୃଷ୍ଟି ରହିଥାଏ। କାରଣ ଏହି ବୈଠକରେ ଅନ୍ୟମାନେ ପ୍ରାୟ ପ୍ରବୀଣ ଓ ବୟସ୍କ ଥିଲେ। ଛାତ୍ର ଜଣକ ନିଜ ପରିଚୟ ଦେଇ…
ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ‘ଶ୍ରୀ ବିମଳା ରହସ୍ୟ’ ଗ୍ରନ୍ଥ ଅର୍ପଣ
ଭୁବନେଶ୍ୱର, ଜୁଲାଇ ୧୩: ଓଡିଶାର ଶ୍ରୀଜଗନ୍ନାଥ ସଂସ୍କୃତି ଭିତିକ ସଂଗଠନ ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ ଟ୍ରଷ୍ଟର ସଭାପତି ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ର, ସମ୍ପାଦକ ଗବେଷକ ଡକ୍ଟର ଭାସ୍କର ମିଶ୍ର…
ରୋବୋଟିକ ସର୍ଜରୀ କ୍ଷେତ୍ରରେ ଆମ୍ରି ହସ୍ପିଟାଲର ତିଆରି କରିଛି ଏକ ମାଇଲଖୁଣ୍ଟ
ଭୁବନେଶ୍ୱର: ପୂର୍ବାଞ୍ଚଳ ଭାରତ ପାଇଁ ପ୍ରଥମ ପ୍ରକାରର ସଫଳତାରେ, ଆମ୍ରି ହସ୍ପିଟାଲ ଭୁବନେଶ୍ୱର ୪ମାସ ମଧ୍ୟରେ ୧୦୦ଟି ରୋବୋଟିକ ଆଣ୍ଠୁ ପ୍ର୍ରତିରୋପଣକରିବାରେ ସଫଳ ହୋଇପାରିଛି । ଆମ୍ରିର କ୍ଲିନିକାଲ ଉକ୍ରର୍ଷତା ଓ ବୈଷୟିକ ଉନ୍ନତି, ଅସ୍ଥିଶଲ୍ୟ ଏବଂ ମିଳିତ ପ୍ରତିସ୍ଥାପନ ଏବଂଓଡ଼ିଶାକୁ ଏକ…
ଉସ୍କି ଆଶ୍ରମ ବିଦ୍ୟାଳୟ ଠାରେ ତମ୍ବାଖୁ ମୁକ୍ତ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ
ଯଶିପୁର: ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଅନ୍ତର୍ଗତ ଉସ୍କି ଆଶ୍ରମ ବିଦ୍ୟାଳୟ ଠାରେ ଯଶିପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ସୌଜନ୍ୟରୁ ତମ୍ବାଖୁ ମୁକ୍ତ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ…
ମାଉସୀ ମା ମନ୍ଦିର ପାଇଁ ଭୂମି ପୂଜନ l
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :ସ୍ଥାନୀୟ ଶାନ୍ତିନଗର ଠାରେ ମାଉସୀ ମା’ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା କରାଯାଇଛି l ସରୋଜ କୁମାର ରଥ ଓ ନୀଳିମା ରଥ କର୍ତ୍ତା ଭାବରେ ପୂଜା ସମ୍ପାଦନ କରିଥିଲେ l ପଣ୍ଡିତ ଅତ୍ରାହୀ ଭଞ୍ଜନ ପାଣିଗ୍ରାହୀ ପୂଜାକାର୍ଯ୍ୟ ତୁଲାଇଥିଲେ l ଏହି କାର୍ଯ୍ୟକ୍ରମରେ…
ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କର ଏକ ପ୍ରାକ୍ ପରିମାର୍ଜନ ସର୍ବେକ୍ଷଣ ପାଇଁ ତାଲିମ କାର୍ଯ୍ୟକ୍ରମ
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ଆଗାମୀ ସାଧାରଣ ନିର୍ବାଚନ ଓ ବିଧାନ ସଭା ନିର୍ବାଚନର ପ୍ରସ୍ତୁତି ସ୍ବରୂପ ଆଜି ରାଜବୋଡାସମ୍ବର ବ୍ଲକର ସମ୍ମିଳନୀ ଗୃହରେ ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କର ଏକ ପ୍ରାକ୍ ପରିମାର୍ଜନ ସର୍ବେକ୍ଷଣ ପାଇଁ ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି। ଏଥିରେ ପଦ୍ମପୁର…