ଜିଲ୍ଲା ସାଧାରଣ ସମ୍ପାଦକ ଭାବରେ ପ୍ରଫୁଲ୍ଲ ବିଶ୍ଵାଳ, ଭାଗିରଥି ବଳ ଘୋଷିତ

ବାସୁଦେବପୁର - ଭଦ୍ରକ ଜିଲ୍ଲାର ବିଜେଡ଼ି ର ସଂଗଠନ ରେ କିଛି ପଦବୀ ରେ ନୂତନ ନିଯୁକ୍ତି ଘୋଷଣା ହୋଇ ଥିବାର ସୂଚନା ମିଳିଛି। ଏହୀ କ୍ରମ ରେ ବାସୁଦେବପୁର ରେ ଜଣେ ଦକ୍ଷ ସଂଗଠକ ତଥା ପୂର୍ବତନ ସରପଂଚ ପ୍ରଫୁଲ୍ଲ ବିଶ୍ଵାଳ ଙ୍କୁ ଜିଲ୍ଲା ସାଧାରଣ ସମ୍ପାଦକ ପଦବୀ ରେ ନିଯୁକ୍ତି ଦିଆ ଯାଇଛି।…

ସୋନପୁର ସହର ସ୍ଥିତି ର ପରିଦର୍ଶନ କଲେ ଜିଲ୍ଲାପାଳ

ସହରର ଡ୍ରେନେଜ ବ୍ୟବସ୍ଥାକୁ ଅତିଶୀଘ୍ର ବ୍ୟବସ୍ଥିତ କରିବାକୁ ନିର୍ବାହୀ ଅଧିକାରୀ ଙ୍କୁ ନିର୍ଦେଶ  ସୁବର୍ଣ୍ଣପୁର,(ପ୍ରକାଶ କୁମାର ହାତୀ): ଆଗାମୀ ବର୍ଷା କୁ ଦୃଷ୍ଟିରେ ରଖି ଆଜି ସକାଳେ ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟ ସୋନପୁର ସହର ର ବିଭିନ୍ନ ୱାର୍ଡ ପରିଦର୍ଶନ କରି ସହର ର…

୬ ଟ୍ରେନି ଆଇଏଏସ୍ ଅଧିକାରୀଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପରିଦର୍ଶନ

ଭୁବନେଶ୍ୱର, : ଓଡିଶା କ୍ୟାଡର ୬ଜଣ ଟ୍ର୍ରେନି(ପ୍ରଶିକ୍ଷାର୍ଥି) ଆଇଏଏସ୍ ଅଧିକାରୀ ଶୁକ୍ରବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପରିଦର୍ଶନ କରିଛନ୍ତିା ଭୁବନେଶ୍ୱର ସ୍ଥିତ ଗୋପବନ୍ଧୁ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନରେ ତାଲିମ ନେଉଥିବା ଏହି ପ୍ରଶାସନିକ ଅଧିକାରୀ ଓଡିଶା ବିଦ୍ୟାଳୟ ଶିକ୍ଷା…

ରଶି ଯୁବକଙ୍କ ଲଗାଇ ଆତ୍ମହତ୍ୟା ।

ଅସ୍ତରଙ୍ଗ/ଦୁଃଶାସନ ନାୟକ : ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧୀନ କୁଅଁରପୂର ରାମରେ ଘଟିଛି ଏକ ଅଘଟଣ । ଉକ୍ତ ଗ୍ରାମର ଦୀପକ କୁମାର କାନୁନଗୋ( ୪୭)କୌଣସି କାରଣ କୁ ନେଇ ଶୁକ୍ରବାର ଦିନ ନ ଘଟିକା ସମୟରେ ତାଙ୍କ ସହଧର୍ମିଣୀ ସୁନୀତାଙ୍କ ପିନ୍ଧା ଲୁଗାରେ ରସି ଲଗାଇ ଆତ୍ମ ହତ୍ୟା କରିଥିବା…

ସ୍ବର୍ଗତ ଲକ୍ଷ୍ମୀଧର ଖୁଣ୍ଟିଆ ଙ୍କ ସ୍ମୃତି ଚାରଣ ସଭା ।

କାକଟପୁର/ ଦୁଃଶାସନ ନାୟକ : କାକଟପୁର ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ବର୍ଗତ ଲକ୍ଷ୍ମୀଧର ଖୁଣ୍ଟିଆଙ୍କ ସ୍ମୃତି ଚରଣ ସଭା ତାଙ୍କ କାକଟପୁର ସ୍ଥିତ ବାସଭବନ ସମୂଖରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇ ଯାଇ ଅଛି । ଅତିଥି ମାନେ ସ୍ବର୍ଗତ ଖୁଣ୍ଟିଆ ଙ୍କ ଫଟୋ…

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ଅଡୋଟରିଅମ ହଲ ଠାରେ ନେହେରୁ ଯୁବ କେନ୍ଦ୍ର ଗଜପତି ୟୁନିଟ ପକ୍ଷରୁ ମହାବିଦ୍ୟାଳୟର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ପାଳନ…

ପଶ୍ଚିମ ଓଡିଶାରେ ‘ମୁଖ୍ୟମନ୍ତ୍ରୀ ସଭାଗୃହ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

https://youtu.be/t_3IggZfhx8 ୧୨୫ କୋଟି, ୨୦୦୦ ସଭାଗୃହ ୩୩ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିସ୍ଥାପନ ପଶ୍ଚିମ ଓଡିଶାର ବିକାଶରେ WODC ମୁଖ୍ୟ ଭୂମିକା ଗ୍ରହଣ କରିଛି ପଶ୍ଚିମ ଓଡିଶା ପାଇଁ ମୋର ସବୁ ବେଳେ ସ୍ୱତନ୍ତ୍ର ଧ୍ୟାନ ରହିଛି - ମୁଖ୍ୟମନ୍ତ୍ରୀ…

“ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାର ସାମଗ୍ରିକ ବିକାଶ ଆଜି ବିଶ୍ୱ ମାନଚିତ୍ରରେ…

https://youtu.be/biQWXmYICLI ବେଲଜିୟମ ଠାରେ ପ୍ରବାସୀ ଓଡିଆଙ୍କ ସମ୍ମିଳନୀରେ ଯୋଗଦେଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବେଲଜିୟମ/ଭୁବନେଶ୍ୱର, ୧୪/୦୭ : ବେଲଜିୟମ ଗସ୍ତରେ ଥିବା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଉଚ୍ଚଶିକ୍ଷା ଓ ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ…

ଆଦିବାସୀ ଅନାଥ କୁ ସାହା ହେଲେ ସମୀର ଦିବ୍ୟାଙ୍ଗ ଟ୍ରଷ୍ଟ ର ପ୍ରତିଷ୍ଠାତା କୀର୍ତ୍ତନ ଦାସ

ଗାଇସିଲେଟ/ମନ ଡନସନା- ଗାଇସିଲେଟ ବ୍ଲକ ଟେଙ୍ଗନାପାଲିର ସରୋଜ ପୂର୍ଲିଆ ଙ୍କ +2 ରେ ନାମଲେଖାଇଲେ ସମାଜ ସେବି ତଥା ସମୀର ଦିବ୍ୟାଙ୍ଗ ଟ୍ରଷ୍ଟ ର ପ୍ରତିଷ୍ଠାତା କୀର୍ତ୍ତନ ଦାସ l ଯେଉଁ ପିଲାଙ୍କ ମଁl ବାପା ଏ ଦୁନିଆଁ ଆଉ ନାହିଁ l ସରୋଜ ଙ୍କ ପରିବାର କହିଲେ ଦୁଇ ଭଉଣୀ ଓ ଦୁଇ ଭାଇ ଏମାନେ ଛୋଟ…