ବନ ବିଭାଗର ତତ୍ପରତା : ଗଣ୍ଡପାଲି ଜଙ୍ଗଲରେ ପହଞ୍ଚିଲା ଦନ୍ତା ହାତୀ l

0

https://youtu.be/P6frf6LHrds 

ପଦ୍ମପୁର :- କିଛି ଦିନ ହେଲା ପାଇକମାଲ ରାଜରାସ୍ତାରେ ଦନ୍ତାହାତୀ ବୁଲୁଥିବା ର ଖବର ମିଳିଥିବା ବେଳେ ଆଜି ସକାଳୁ ଆଜି ସାଲେଗେଡି ରେ ବୁଲୁଥିବା ଖବର ପାଇ ପଦ୍ମପୁର ବନ ବିଭଗ କର୍ମଚାରୀ ତତ୍ପରତାର ସହିତ ସେଠାରେ ପହଞ୍ଚି ଲୋକଙ୍କୁ ସଚେତନ କରାଇ ହାତୀକୁ ଘଉଡାଇ ଥିଲେ l ଫଳରେ ହାତୀ ଦେଉଳି, ସତୀଭଟା ଛକ ଦେଇ ଧୂମାଭଟା ଛକରେ ପହଞ୍ଚିଥିଲା l ପରିସ୍ଥିତି ଅଣାୟତ୍ତ ହେବା ଆଶଙ୍କା କରି ସେଠାରେ ପାଇକମାଲ, ନୃସିଂହନାଥ ଓ ଘେଁସ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀ କୁ ଘଉଡାଇ ବାଦୀକଟା ନିକଟସ୍ଥ ଗଣ୍ଡପାଲି ଜଙ୍ଗଲରେ ଛାଡିଥିଲେ l

ବୋଡାସମ୍ବର ମାଟିର ସୁଯୋଗ୍ଯ ସନ୍ତାନ ତଥା ପଦ୍ମପୁର ର ପୂର୍ବତନ ବିଧାୟକ ସ୍ଵର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ରେ

ବିଜୁ ଜନତା ଦଳ ପଦ୍ମପୁର ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ?

Leave A Reply

Your email address will not be published.