ପ୍ରତାପଙ୍କ ଉଦ୍ୟମ ପାଇଁ ସଫଳ ହେବାକୁ ଯାଉଛି ମାହାଙ୍ଗାର ଦୁଃଖ କୁହାଯାଉଥିବା ଗୋବରୀ ନଦୀ ର ଉନ୍ନତିକରଣ କାର୍ଯ୍ୟ

 ବହୁ ବର୍ଷର ସମସ୍ୟା ସମାଧାନ ହେବାକୁ ଯାଉଥିବାରୁ ବିଧାୟକ ଶ୍ରୀ ଜେନା ଙ୍କୁ କୃତଜ୍ଞତା ଜ୍ଞାପନ କଲେ ମାହାଙ୍ଗାର ବୁଦ୍ଧିଜୀବୀ, କୃଷକ, ବରିଷ୍ଟ ନାଗରିକ  (ମାହାଙ୍ଗା - ଦେବେନ୍ଦ୍ର ଷଡ଼ଙ୍ଗୀ)- କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ମାହାଙ୍ଗା ବ୍ଲକ ଏକ କୃଷି ପ୍ରଧାନ ଅଞ୍ଚଳ ଅଟେ l…

ପ୍ରବୋଧ ରାଉତଙ୍କ ବିୟୋଗରେ ଶୋକ

ରାଉରକେଲା, (ବସନ୍ତ କୁମାର ଜେନା): ଓଡିଶା ସାହିତ୍ୟ ଏକାଡ଼େମୀର ସଚିବ ତଥା ଓଡିଶା ସରକାରଙ୍କ ଓପାକ(ପ୍ରଯୁକ୍ତି ବିଦ୍ୟା)ର ନିର୍ଦ୍ଦେଶକ ପ୍ରବୋଧ କୁମାର ରାଉତଙ୍କ କଟକ ଠାରେ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ଓଡିଶାର ସର୍ବତ୍ର ଦୁଃଖର ଶାୟା ଖେଳିଯାଇଛି । ଏହି ପରିପେକ୍ଷୀରେ…

ଛାତ୍ରୀ ଙ୍କୁ ଅସଦାଚରଣ କରି ଥିବା ଅଭିଯୋଗ ରେ ଶିକ୍ଷକ ଗିରଫ .

ବାସୁଦେବପୁର- ଶିକ୍ଷକଙ୍କ ନାମରେ ଆସିଲା ସଙ୍ଗୀନ ଅଭିଯୋଗ । ବିଦ୍ୟାଳୟରେ ଛାତ୍ରୀଙ୍କୁ କଲେ ଅସଦାଚରଣ । ପ୍ରଧାନ ଶିକ୍ଷକଙ୍କ ଅନୁପସ୍ଥିତିରେ ହୋଇଛି ଏଭଳି ଘଟଣା। ପାଠ ନାମରେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଡାକି କରିଥିଲେ କିଛି ଖରାପ କାମ । ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର…

ମୋ ଡାଏରୀ ଓ ଷ୍ଟୁଡେଣ୍ଟ୍ ନୋଟ୍ ବୁକ୍ ବିତରଣ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଗୁରୁବାର ଦିନ ମୋ ଡାଏରୀ ୨୦୨୩ -୨୪ ନିମନ୍ତେ ଷ୍ଟୁଡେଣ୍ଟ୍ ନୋଟ୍ ବୁକ୍ , ମୋ ପ୍ରୋଜେକ୍ଟ ନୋଟ୍ ବୁକ୍ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ସମସ୍ତ ୮୮୦ ଗୋଟି ସରକାରୀ…

ଗାଧୋଇବାକୁ ଯାଇ କେନାଲ ରେ ଭାସିଯାଇ ବୃଦ୍ଧ ମୃତ

ଢେଙ୍କାନାଳ/ରବିନ୍ ଦାସ ; ପରଜଙ୍ଗ ଥାନା ଅନ୍ତର୍ଗତ ଗେଙ୍ଗୁଟିଆ ଅଞ୍ଚଳ ଦେଇ ଯାଇଥିବା ରେଙ୍ଗାଳି ବାମ ପାର୍ଶ୍ଵ କେନାଲରେ ଜଣେ ଚାଷୀ ଗାଧୋଇ ବାକୁ ଯାଇ ଗତକାଲି ପାଣିରେ ଭାସି ଯାଇଥିଲେ । ସୂଚନା ଅନୁଯାୟୀ ଗେଙ୍ଗୁଟିଆ ଗ୍ରାମର ଚାଷୀ ଅନ୍ତର୍ଯ୍ୟାମୀ ସାହୁ ବୟସ (୬୦) ଚାଷ କାମ ସାରି କେନାଲ କୁ…

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର,୨୦/୦୭/୨୦୨୩: ଆଜି ପୂର୍ବାହ୍ନରେ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ୫୦ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ନେଇ ଶିକ୍ଷାନୁଷ୍ଠାନର ବିକାଶ ନିମନ୍ତେ ବିଦ୍ୟାଳୟ ଚଳାଇବା ଏବଂ ଅଧ୍ୟକ୍ଷମାନଙ୍କ ଦକ୍ଷତା ବୃଦ୍ଧି ସଂପର୍କରେ ଏକ କର୍ମଶାଳା…

ୟୁନିଟ୍-୯ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ଥାନାନ୍ତରଣ ନେଇ ଆଲୋଚନା

▪️ଖୁବ୍ ଶୀଘ୍ର ହେବ ସହମତିଭିତ୍ତିକ ସମାଧାନ ▪️ ଆଲୋଚନାରେ ସାମିଲ ହେଲେ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ଓ ଶିକ୍ଷକ ଶିକ୍ଷୟିତ୍ରୀ ଭୁବନେଶ୍ୱର, ୨୦/୭ : ୟୁନିଟ୍-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟା ଖୁବ୍ ଶୀଘ୍ର ସମାଧାନ ହେବ । ଏହି…

ଛାତ ଭୁଶୁଡିବା ପ୍ରତିବାଦ ରେ ସ୍କୁଲ ରେ ତାଲା ପକାଇଲେ ଗ୍ରାମବାସୀ

ଅସ୍ତରଙ୍ଗ,20/7-ଅସ୍ତରଙ୍ଗ ବ୍ଲକ ତାଳଦା ପଢ଼ିଆରୀ ବିଦ୍ୟାପୀଠ ରେ ବୁଧବାର ଦିନ ଷ୍ଟାଫ ଙ୍କ ବୈଠକ ଚାଲୁଥିବା ବେଳେ ହଠାତ ଛାତ ପଲସ୍ତରା ଖସି ପଡିଥିଲା । ଘଟଣା ସ୍ଥଳ ରେ ୩ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଗୁରୁତ୍ୱର ଆହତ ହୋଇଥିବା ବେଳେ , ଅନ୍ୟ ୨ ଜଣ କର୍ମଚାରୀ ଆହତ ହୋଇଥିଲେ । କିଛି ସମୟ ପରେ…