Sign in
Sign in
Recover your password.
A password will be e-mailed to you.
ଆଠ ମାସ ହେଲା ପୋଲ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ଶୂନ୍ୟ ।
https://youtu.be/oCWXLLfgfHk
ତେନ୍ତୁଳିଖୁଣ୍ଟି/ ଅଶୋକ ସାହୁ: ଠିକାଦାର ଚଳାଇଛନ୍ତି ମନମୁଖୀ ଶାସନ। ପ୍ରଥମେ ତିଆରି କଲେ ପରେ ଦେଲେ ଭାଙ୍ଗି।ଗୋଟାଏ ପୋଲ ତିଆରି କରିବା ପାଇଁ କେତେ ବର୍ଷ ଲାଗିବ।କାଦୁଅ ପଚପଚ ରାସ୍ତା। ରାସ୍ତା ବନ୍ଦ୍ କରିବାକୁ କହୁଛନ୍ତି ଜମି ମାଲିକ।ଏପରି ଦେଖିବାକୁ…
୧୪ ବର୍ଷର ନାବାଳକର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
ଜଗତସିଂହପୁର,ତା-୨୫.୦୭.୨୦୨୩/ସୁମନ୍ତ କୁମାର ଦାସ:" ଧନରେ ତୁ ଫେରିଆ.. ତୁ ପରା ମୋର ଏକୋଇର ବଳା ବିସିକେଶନ.. ତୋ ଛଡା ମୋର ଆଉ କିଏ ଅଛି କହିଲୁ.. କାହା ମୁହଁ ଚାହିଁ ବଞ୍ଚିବି ଏବେ ସାରା ଜୀବନ.. ତୁ ଯଦି ନ ଫେରିବୁ ମୋତେ ତୋ ପାଖକୁ ନେଇଯା.. ତୁ ଏ କଣ କଲୁ ରେ ଧନ ତୋର ଯଦି କଣ ହେଇଥିଲା ତୁ…
ସାମାଜିକ ସେବା ପାଇଁ ଗଜପତିର ଦୁଇ ଜଣଙ୍କୁ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଠାରେ ରାଷ୍ଟ୍ର ପ୍ରେରଣା ଆୱାର୍ଡ଼ –…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ବିଶ୍ୱ ଗୁରୁ ଭାରତ ସମ୍ମିଳନୀ ଓ ବିଶ୍ଵ ବୁକ୍ ଅଫ୍ ଷ୍ଟାର ରେକର୍ଡ ଆନୁକୂଲ୍ୟରେ ଏକ ମିଳିତ ସଭାରେ ମଧ୍ୟପ୍ରଦେଶର ଇନ୍ଦୋର ସହରର ଦି ପାର୍କ ହୋଟେଲରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସମାରୋହରେ ଅନେକ ରାଜ୍ୟରୁ ଆସିଥିବା ସମ୍ମାନୀତ ବ୍ୟକ୍ତିଙ୍କୁ…
୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଜଣେ ମୃତ
ଚିଲିକା/ଖୋର୍ଦ୍ଧା: (ସେକ୍ କୌଶର) ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ହରିପୁର ଛକ ପେଟ୍ରୋଲ ପମ୍ପ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣେ ପ୍ରାଣ ହରାଇଥିବାର ଜଣାପଡ଼ିଛି। ମୃତକ ଜଣକ ସୋରଣ ଗ୍ରାମ ହରିଜନ ସାହିର ପହଲା ନାୟକଙ୍କ ପୁତ୍ର…
ଜିଲ୍ଲାପାଳଙ୍କ ଝରାପଡା ବସ୍ତି ପରିଦର୍ଶନ
ସୁବର୍ଣ୍ଣପୁର, (ପ୍ରକାଶ କୁମାର ହାତୀ)- ସୁବର୍ଣ୍ଣପୁର ଜିଲ୍ଲାପାଳ ଵିମଳେନ୍ଦୁ ରାୟ ଆଜି ବିନିକା ବ୍ଲକ ସେଲେଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝରାପଡ଼ା ପରିଦର୍ଶନ କରି ବସ୍ତି ରେ ବସବାସ କରୁଥିବା ୨୦ ଟି ପରିବାର ର ମୁଖ୍ୟ ତଥା ସଦସ୍ୟ ଙ୍କ ସହ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି…
ଅମଲା ତନ୍ତ୍ର ବିରୁଦ୍ଧରେ ବର୍ଷିଲେ ବିଜେପି କର୍ମୀ l
ଲଘୁଚାପ ଜନିତ ବର୍ଷା ସତ୍ତ୍ବେ ବି ବିଶାଳ ଗଣଧାରଣା
ସିମୁଳିଆ : ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ସରକାରି କର୍ମଚାରି ଙ୍କ ଦ୍ୱାରା ପାତର ଅନ୍ତର ନୀତି ହେଉଥିବା ବେଳେ ବିଶେଷ କରି ଗୋଟିଏ ନିର୍ଦ୍ଧିଷ୍ଟ ଦଳ ର ଆଙ୍ଗୁଳି ନିର୍ଦ୍ଦେଶ ରେ ମନମୁଖି କାର୍ଯ୍ୟ…
ରାଜ୍ୟସ୍ତରୀୟ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ଦ୍ୱାରା ୮ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
୧୨୫୦ କୋଟି ଟଙ୍କା ବିନିଯୋଗରେ ୩୬୪୦ ନିଯୁକ୍ତି ସମ୍ଭାବନା ରହିଛି
ଭୁବନେଶ୍ୱର:ଓଡ଼ିଶା ସରକାରଙ୍କ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ)ର ୧୨୦ତମ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ…
ସାହିତ୍ୟ ବିନା ଜୀବନ ଓ ଜୀବନ ବିନା ସାହିତ୍ୟ ସମ୍ଭବ ନୁହେଁ -ଅଶ୍ୱିନୀ କୁମାର ପାତ୍ର, ସଂସ୍କୃତି ମନ୍ତ୍ରୀ
ଓଡ଼ିଶା ସାହିତ୍ୟ ଏକାଡେମୀର ୬୬ତମ ସ୍ୱନକ୍ଷତ୍ର ଦିବସ
" ବର୍ତ୍ତମାନର ଯୁବପିଢ଼ି ସ୍ମାର୍ଟଫୋନ୍ ଓ ୟୁ-ଟ୍ୟୁବ ଆଦି ଦ୍ୱାରା ଏପରି କବଳିତ ଯେ ସାହିତ୍ୟ ପାଠ ଓ ଚର୍ଚ୍ଚା ସେମାନଙ୍କ ପାଇଁ ଅପ୍ରାସଙ୍ଗିକ ହୋଇପଡ଼ିଛି ।"
ଭୁବନେଶ୍ୱର, ୨୫ା୭: ସାହିତ୍ୟ ବିନା ଜୀବନ ଓ ଜୀବନ ବିନା ସାହିତ୍ୟ କେବେ…
ସମ୍ ସିଏଚ୍ଆର୍ –ବନ୍ଧ୍ୟାଦୋଷ ସମସ୍ୟା ଥିବା ଦମ୍ପତିଙ୍କର ଆଶାର କେନ୍ଦ୍ର
ଭୁବନେଶ୍ୱର, ୨୫/୦୭: ବନ୍ଧ୍ୟାଦୋଷ ସମସ୍ୟା ଥିôବା ଦମ୍ପତିଙ୍କର ଆଶାର କେନ୍ଦ୍ର ପାଲଟିଛି ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ ପରିଚାଳିତ ଇନଫର୍ଟିଲିଟି ଆଣ୍ଡ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ (ଆଇଭିଏଫ୍) କେନ୍ଦ୍ର ସେଂଟର ଫର୍ ହ୍ୟୁମାନ ରିପ୍ରଡକ୍ସନ୍ (ସିଏଚ୍ଆର୍) ।…
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ ପ୍ରମାଣପତ୍ର
ଭୁବନେଶ୍ବର / ନୂଆଦିଲ୍ଲୀ: ଭାରତର ଅନ୍ୟତମ ଅଗ୍ରଣୀ ଶିଳ୍ପ ସମୂହ ତଥା ଇସ୍ପାତ, ଶକ୍ତି, ଖଣି ଏବଂ ଭିତ୍ତିଭୂମି କ୍ଷେତ୍ରରେ ବିଶ୍ବର ଜଣାଶୁଣା କମ୍ପାନୀ, ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ଉନ୍ନତ କର୍ମକ୍ଷେତ୍ର ସଂସ୍କୃତି ପାଇଁ ଜୁଲାଇ ୨୦୨୩ ରୁ ଜୁଲାଇ ୨୦୨୪ ସମୟ ପର୍ଯ୍ୟନ୍ତ ଗ୍ରେଟ୍…