Sign in
Sign in
Recover your password.
A password will be e-mailed to you.
ପୁନର୍ବାର ନିଜର ଉପସ୍ଥିତି ଜାହିର କଲେ ମାଓବାଦୀ
ବରଗଡ ଜିଲ୍ଲାରେ ପୁଣି ମାଓ ପୋଷ୍ଟର
ବରଗଡ :- ଦୀର୍ଘ ଦିନର ନୀରବତା ପରେ ଆଜି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅଞ୍ଚଳ ରେ ପୁଣି ମାଓବାଦୀ ମାନେ ନିଜର ଉପସ୍ଥିତ ଜାହିର କରିଛନ୍ତି । ପାଇକମାଲ ବ୍ଲକ ଜାମସେଠ ମୁଖ୍ୟ ଛକ ନିକଟରେ ମାଓବାଦୀ ମାନେ ଗତ ରାତି ରେ ଦୁଇ ଗୋଟି ଲାଲ ବେନର ମାରି ଆସନ୍ତା 28…
ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ଦଶପଲ୍ଲା ଷ୍ଟେସନ ନିରୀକ୍ଷଣ, ଖୁବଶୀଘ୍ର ଦଶପଲ୍ଲାକୁ ଗଡ଼ିବ ଟ୍ରେନ
ନୟାଗଡ଼,୨୬/୭: ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟ ରେଳ ସୁରକ୍ଷା ଅଧିକାରୀ ଏ.ଏମ.ଚୌଧୁରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ବୈଷୟିକ ମଣ୍ଡଳୀ ଆଜି ପୂର୍ବାହ୍ନରେ ନୂଆଗାଁ ରୋଡ଼-ଦଶପଲ୍ଲା ରେଳ ଲାଇନର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଏଣୁ ଖୁବଶୀଘ୍ର ଦଶପଲ୍ଲାକୁ ଟ୍ରେନ ଗଡ଼ିବା ପାଇଁ ବିଭାଗ…
ଭର୍ଚୁଆଲ ଷ୍ଟୁଡିଓ ଉଦ୍ଘାଟନ କଲେ ଜିଲ୍ଲାପାଳ
‘ଆମ ପ୍ରେରଣା’ କାର୍ଯ୍ୟକ୍ରମରେ 430ଟି ସ୍କୁଲର ଛାତ୍ରଛାତ୍ରୀଙ୍କୁ ସଫଳତାର କାହାଣୀ କହିଲେ କୈବଲ୍ୟ ସାହୁ
କେନ୍ଦୁଝର: କେନ୍ଦୁଝର ସହର ସ୍ଥିତ ଜନଜାତି ସାଧନ କେନ୍ଦ୍ର(ଟିଆରସି) ଠାରେ ମଙ୍ଗଳବାର ଭର୍ଚୁଆଲ ଷ୍ଟୁଡିଓର ଉଦ୍ଘାଟନ କରିଛନ୍ତି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ। ରାଜ୍ୟ ସରକାରଙ୍କ…
ଟିପିଏସ୍ଓଡିଏଲ୍ ପକ୍ଷରୁ ଜିଆଇଏସ୍ ମୋବାଇଲ୍ ଆପ୍ ଆରମ୍ଭ
ବ୍ରହ୍ମପୁର: ଟିପିଏସ୍ଓଡିଏଲ୍ ପକ୍ଷରୁ ଅଂଶୀଦାରମାନଙ୍କୁ ସଶକ୍ତ କରିବା ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି । କଂପାନି ପକ୍ଷରୁ ଏକ ନୂଆ ମୋବାଇଲ୍ ଆପ୍ ଉନ୍ମୋଚନ କରାଯାଇଛି ଯାହାକୁ ଭୌଗୋଳିକ ସୂଚନା ବ୍ୟବସ୍ଥା (ଜିଆଇଏସ୍) ଅପ୍ଡେଟ୍ କରିବା ଲାଗି ଡିଜାଇନ୍ କରାଯାଇଛି ।
ବାସ୍ତବ ସମୟ…
ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରଫେସର ପତିପାବନ ମିଶ୍ର ମେମୋରିଆଲ୍ ସ୍ମାର୍ଟ ଶ୍ରେଣୀଗୃହ ମଙ୍ଗଳବାର ଉଦ୍ଘାଟିତ
କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରଫେସର ପତିପାବନ ମିଶ୍ର ମେମୋରିଆଲ୍ ସ୍ମାର୍ଟ ଶ୍ରେଣୀଗୃହ ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ‘ମୋ କଲେଜ’ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ଯୋଗ ଦେଇ ଶ୍ରେଣୀଗୃହକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଶ୍ରୀ…
ନବ ନିଯୁକ୍ତ ପିଜିଟିମାନଙ୍କର ଛଅଦିନିଆ ପ୍ରବେଶକାଳୀନ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ
ଭୁବନେଶ୍ୱର,୨୫/୦୭/୨୦୨୩: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଆର.ଆଇ.ଇ ଭୁବନେଶ୍ୱର ଓ ଓସେପା ମିଳିତ ପ୍ରୟାସରେ ଆୟୋଜିତ ନବନିଯୁକ୍ତ ପିଜିଟିମାନଙ୍କର ଛଅଦିନିଆ ପ୍ରବେଶକାଳୀନ ପ୍ରଶିକ୍ଷଣ ଶିବିର ଆର.ଆଇ.ଇ ଭୁବନେଶ୍ୱର ଠାରେ ଉଦ୍ଘାଟିତ ହୋଇଯାଇଛିାଏଥିରେ ଯୋଗଦେଇ ବିଦ୍ୟାଳୟ ଓ…
ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଶ୍ରୀଅରବିନ୍ଦ ପାଠଚକ୍ର ସମ୍ମିଳନୀ
https://youtu.be/Aqxwh0m3tso
ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ସହର ର ଦଶହରାପଦାସ୍ଥିତ ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଜିଲ୍ଲା ସ୍ତରୀୟ ପାଠଚକ୍ର ତଥା ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସମୂହର ବାର୍ଷିକ ସମ୍ମିଳନୀ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ…
୬୧୦ ସ୍କିମ୍ ର ଜିଲ୍ଲାରେ ୨୦ ଟି ସ୍କୁଲର ଶିକ୍ଷା ଅବସ୍ଥା ଦୟନୀୟ
ଜଗତସିଂହପୁର,ତା-୨୫.୦୭.୨୦୨୩/ସୁମନ୍ତ କୁମାର ଦାସ: ସରକାରଙ୍କ 5t ଯୋଜନା ଅନୁସାରେ ପ୍ରତ୍ୟେକ ବିଦ୍ୟାଳୟର ନୂତନ ନବୀକରଣ କରାଯାଉଛି l ଜଗତସିଂହପୁର ଜିଲ୍ଲାରେ ୬୧୦ ସ୍କିମ୍ ର ୨୨ଟି ବିଦ୍ୟାଳୟ ଅଛି l ସେଗୁଡିକ 5t ଅଧିନକୁ ଯାଇ ବିଦ୍ୟାଳୟର ଭିତ୍ତିଭୂମିକୁ ସୁଦୃଢ କରିଥିବା ସତ୍ୱେ ମଧ୍ୟ…
ପାରଳା ପୌରାଞ୍ଚଳରେ କେନ୍ଦ୍ର ସରକାରଙ୍କ ସମନ୍ୱିତ ସ୍ଵାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପୌରାଞ୍ଚଳରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ଜାତୀୟ ସ୍ୱାସ୍ଥ୍ୟ ସହରାଞ୍ଚଳ ମିଶନ ଆନୁକୁଲ୍ୟରେ ଭାରତ ସରକାରଙ୍କ ଏମଡିଡି କାର୍ଯ୍ୟକ୍ରମ ଅନ୍ତର୍ଗତରେ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ…
ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ
ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଜଗତସିଂପୁର ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି…