ପ୍ରସ୍ତାବିତ ଘୁମୁସରଜିଲ୍ଲା ଦାବିରେ ଚକ ଅଖ ବନ୍ଦ୍ ଡାକରା ସଂପୂର୍ଣ୍ଣ ସଫଳ

ଭଞ୍ଜନଗରରୁ { ଉଦୟନାଥ ପଣ୍ଡା }: ପ୍ରସ୍ତାବିତ ଘୁମୁସରଜିଲ୍ଲା ଦାବିକୁ ନେଇ ଘୁମୁସର ଅନ୍ତର୍ଗତ ବିଭିନ୍ନ ସହର, ବ୍ଳକ, ଓ ସବ୍ ଡିଭିଜନରେ ଭିନ୍ନ ଭିନ୍ନ ସମୟରେ ଆନ୍ଦୋଳନ ଓ ବନ୍ଦ୍ ପାଳନ ହୋଇଆସିଛି। ସେହିପରି ଆଜି ମଧ୍ୟ ସଂପୂର୍ଣ୍ଣ ଚକ ଅଖ ବନ୍ଦ୍ ଡାକରା ସଫଳ ହୋଇଛି। ଘୁମୁସର ମିଳିତ…

ଡେରାବିଶ୍ ବ୍ଲକରେ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ।

କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସାରା ଜନସମ୍ପର୍କ ପଦଯାତ୍ରା ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ ରୁ ଆରମ୍ଭ ହୋଇଛି l ଦୀର୍ଘ ଏକ ମାସ ଧରି ଏହି ପଦଯାତ୍ରା ଚାଲିବ lକେନ୍ଦ୍ରାପଡା ଜିଲ୍ଲା ପାଟକୁରା…

‘ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା’ରେ ଓଡ଼ିଶା ପ୍ରକଳ୍ପ ସର୍ବଭାରତୀୟ ସ୍ତରରେ ତୃତୀୟ

ଭୁବନେଶ୍ୱର,୧୧/୧୦/୨୦୨୩:କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରାଳୟ ତତ୍ତ୍ଵାବଧାନରେ National Innovation Foundation ଦ୍ଵାରା ଆୟୋଜିତ ‘ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା’ରେ ଓଡ଼ିଶାରୁ ୫ଟି ପ୍ରକଳ୍ପ ପୁରସ୍କୃତ ହୋଇଛି ଏବଂ ଗୋଟିଏ ପ୍ରକଳ୍ପ…

ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପ୍ରଥମ ବ୍ଲକ୍‌ସ୍ତରୀୟ ବୈଠକ

ବିଭିନ୍ନ ଜିଲ୍ଲାରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ଯୋଗଦାନ ଭୁବନେଶ୍ୱର,୧୧/୧୦ ୨୦୨୩:ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଶୈକ୍ଷିକ ବିକାଶ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କର ପ୍ରଥମ ବ୍ଲକସ୍ତରୀୟ ବୈଠକର ଆୟୋଜନ…

ମହିଳା ସ୍ନାତକ ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ତରଫରୁ ପାଠଚକ୍ର ଅନୁଷ୍ଠିତ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର ଶିକ୍ଷା ବିଭାଗ ତରଫରୁ ସେମିନାର୍ ସହିତ ପ୍ରଥମ ବର୍ଷ ନୂତନ ଛାତ୍ରୀମାନଙ୍କୁ ଏକ ସ୍ଵାଗତ ଉତ୍ସବର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର…

ଗୁଣୁପୁର ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଓ ରଥର ଶୁଭାରମ୍ଭ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥାନୀୟ ମହାବିଦ୍ୟାଳୟ ରଙ୍ଗ ମଞ୍ଚ ଠାରେ ଗୁଣପୁର ପୋଲିସ ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ମିଳିତ ସହଯୋଗରେ ସାଇବର ସୁରକ୍ଷା ସଚେତନତା ସଭା ଏବଂ ସାଇବର ସୁରକ୍ଷା ଅଭିଯାନ ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି…

ଜିଲ୍ଲା ସ୍ତରରେ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ

ଜଗତସିଂହପୁର,ତା-୧୧.୧୦.୨୦୨୩/ସୁମନ୍ତ କୁମାର ଦାସ:ଗତିଶୀଳତା ହିଁ ସଶକ୍ତିକରଣ' ର ମୂଳମନ୍ତ୍ର ନେଇ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ 'ମିଶନ ଶକ୍ତି ସ୍କୁଟର ଯୋଜନା'ର ଶୁଭାରମ୍ଭ କରିଛନ୍ତି।ଏକ ବର୍ଣ୍ଣାଢ୍ଯ ପରିବେଶ ମଧ୍ଯରେ ଲୋକସେବା ଭବନ ର କନଫରେନ୍ସ ହଲ୍ ଠାରେ ଏହି…

ମିଶନ ଶକ୍ତି ସ୍କୁଟି ଯୋଜନାରେ ଜିଲ୍ଲାର ୭୭ଜଣକୁ ଦିଆଗଲା ଇ-ସ୍କୁଟି

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ:-ତା.୧୧/୧୦-  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ରାଜ୍ୟ ମୁଖ୍ୟାଳୟ ରେ ଶୁଭାରମ୍ଭ କରାଯାଇଥିବା ମିଶନ ଶକ୍ତି ସ୍କୁଟର ଯୋଜନା ଅନ୍ତର୍ଗତ ରାୟଗଡା ଜିଲ୍ଲାରେ ୭୭ଜଣ ସ୍ୱୟଂ ସହାୟକ ମହିଳାଙ୍କୁ ଇ-ସ୍କୁଟି ପ୍ରଦାନ କରାଯାଇଛି l ଭରଚୁଆଲ…

ଘୁମୁସର ଜିଲ୍ଲା ଦାବି ନେଇ ୧୨ ଘଣ୍ଟିଆ ବେଲଗୁଣ୍ଠା ବନ୍ଦ ଶାନ୍ତିପୂର୍ଣ୍ଣ,

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ଘୁମୁସର ଜିଲ୍ଲା ଦାବି ନେଇ ବେଲଗୁଣ୍ଠା ଓ ଭଞ୍ଜନଗର ଅଞ୍ଚଳର ବିଭିନ୍ନ ସଙ୍ଗଠନ ତରଫରୁ ହୋଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି ।ବେଲଗୁଣ୍ଠା ବ୍ଳକ ଓ ଏନ୍.ଏ.ସି ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିବା ସହିତ ବିଭିନ୍ନ ସରକାରୀ,…

ଅନ୍ତରାଷ୍ଟ୍ରୀୟ ଶିଶୁ କନ୍ୟା ଦିବସ ପାଳିତ

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ଅନ୍ତରାଷ୍ଟ୍ରୀୟ ଶିଶୁ କନ୍ୟା ଦିବସ ଜିଲ୍ଲା ଶିକ୍ଷା ବିଭାଗ, ରାୟଗଡ଼ ପକ୍ଷରୁ ପାଳନ କରାଯାଇଛି। ଏହି ଉପଲକ୍ଷେ ଜିଲ୍ଲାଶିକ୍ଷା ବିଭାଗ ତରଫରୁ ଆଜି ସ୍ଥାନୀୟ ସରକାରୀ ବାଳିକା ଉଚବିଦ୍ୟାଳୟରେ ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।…