Sign in
Sign in
Recover your password.
A password will be e-mailed to you.
ଚୈତନ୍ୟଙ୍କୁ ମିଳିଲା ଉପଯୁକ୍ତ ଚିକିତ୍ସା: ପରିବାର ବି.ଏସ୍.କେ.ୱାଇ. ରେ ଅନ୍ତର୍ଭୁକ୍ତ
ଭୁବନେଶ୍ୱର; ଧର୍ମଶାଳା ବ୍ଲକ୍ ଏଣ୍ଡଳବା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୋତୁଅ ଗ୍ରାମର ୫୬ ବର୍ଷ ବୟସ୍କ ଚୈତନ୍ୟ ନାୟକଙ୍କ ଦୁଃଖ କଥା ଚଳିତ ମାସ ୧୭ ତାରିଖ ଦିନ ଗଣମାଧ୍ୟମରୁ ଜାଣିବାମାତ୍ରେ ରାଜ୍ୟ ବି.ଏସ୍.କେ.ୱାଇ. ଟିମ୍ ପକ୍ଷରୁ ତାଙ୍କର ସହାୟତା ନିମନ୍ତେ ତୁରନ୍ତ ପଦକ୍ଷେପ ନିଆଯାଇଥିଲା…
ଜଗତସିଂହପୁର ଜିଲ୍ଲା : ଖରିଫ ଚାଷ କାମକୁ ଆଗେଇ ନେବା ପାଇଁ ଅଣ୍ଟା ଭିଡିଛନ୍ତି ଚାଷୀ ଭାଇ
ଜଗତସିଂହପୁର,ତା-୨୮.୦୭.୨୦୨୩/ସୁମନ୍ତ କୁମାର ଦାସ:ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ମୌସୁମୀ ସକ୍ରିୟ ରହିଛି। ଯାହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହୋଇଛି । ସେହିପରି ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଭଲ ବର୍ଷା ହୋଇଛି। ଜିଲ୍ଲାର ୮ଟି…
“ସେପଟେ ଆନ୍ଧ୍ର ଅନୁପ୍ରବେଶ କରୁଛି , ଏପଟେ ଆନ୍ଧ୍ର ମନ୍ତ୍ରୀଙ୍କୁ ବିଜେଡି ନେତା ସମ୍ବର୍ଦ୍ଧନା…
ବିବାଦୀୟ ଆନ୍ଧ୍ର ମନ୍ତ୍ରୀଙ୍କୁ ବିଜେଡି ନେତା ଗୋଷାଣୀ ବ୍ଲକ୍ ଚେରମେନଙ୍କ ସମ୍ବର୍ଦ୍ଧନାକୁ କଂଗ୍ରେସ ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିବାଦୀୟ ଆନ୍ଧ୍ର ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା , ପ୍ରତିବାଦ ଜଣାଇଲା କଂଗ୍ରେସ। ଆନ୍ଧ୍ର ସରକାରଙ୍କ…
ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କ ସୁନ୍ଦରଗଡ଼ ଗସ୍ତ
ସୁନ୍ଦରଗଡ଼, 27/07/2023(ବସନ୍ତ କୁମାର ଜେନା): ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ର ଅଧ୍ୟକ୍ଷ ଶ୍ରୀ ଅବନୀକାନ୍ତ ସାହୁ ଆଜି ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରି କ୍ଷେତ୍ର ପରିଦର୍ଶନ କରିବା ସହିତ ବିଭିନ୍ନ ବିଭାଗର ସମୀକ୍ଷା କରିଛନ୍ତି I ସବଡେଗା ବ୍ଳକ ପରିସରରେ ଅୟୋଜିତ ଏହି ସମୀକ୍ଷା ବୈଠକରେ ଆୟୁକ୍ତ…
ସ୍ବାଧୀନତା ଦିବସ ପାଳନ ନିମନ୍ତେ ରାଉରକେଲାରେ ପ୍ରସ୍ତୁତି ବୈଠକ
ରାଉରକେଲା,୨୭ ଜୁଲାଇ ୨୦୨୩(ବସନ୍ତ କୁମାର ଜେନା): ୭୭ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ଆଇଟିଡିଏ ସମ୍ମିଳନୀ କକ୍ଷ ଠାରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର ଆୟୁକ୍ତ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।…
ମହାନ ବୈଜ୍ଞାନିକ ତଥା ଭାରତର ଭୁତପୂର୍ବ ରାଷ୍ଟ୍ରପତି ଏ ପି ଜେ ଅବଦୁଲ କଲାମଙ୍କ ପୁଣ୍ୟ ତିଥି ଅବସରରେ ବିଜ୍ଞାନ ମେଳା
ବରଗଡ :- ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପାଇକମାଳ ଠାରେ ଭାରତର ପୂର୍ବତନ ରାଷ୍ଟ୍ରପତି, ମହାନ ବୈଜ୍ଞାନିକ ବୈଜ୍ଞାନିକ ତଥା ଭାରତ ରତ୍ନ ଏ.ପି.ଜେ. ଅବଦୁଲ କଲାମଙ୍କ ପୁଣ୍ୟ ତିଥି ଅବସରରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ବିଜ୍ଞାନ ମେଳାରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ…
ଜାଗା ମିଶନର ସମୀକ୍ଷା ବୈଠକ ଅନୁଷ୍ଠିତ l
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ରାଜାଜୀ ଟାଉନ ହଲ ଠାରେ ଜାଗା ମିଶନର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ରାଜ୍ୟ ପରାମର୍ଶ ଦାତା ଶ୍ରୀମତୀ ଶାଶ୍ଵତି ମିଶ୍ର, ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ଯୋଗଦେଇ ସମୀକ୍ଷା କରିଥିଲେ l ସର୍ଭେ ଅନୁଯାୟୀ…
ପାଇକମାଲ ବ୍ଳକ : ନବନିଯୁକ୍ତ ପଞ୍ଚାୟତ ସଭାପତିଙ୍କୁ ସମ୍ଵର୍ଦ୍ଧିତ କଲେ ବିଧାୟିକା
ପଦ୍ମପୁର/ଶିବାଶିଷ ପଟ୍ଟନାୟକ : :- ପାଇକମାଲ (ସାଲେପାଲି) ସ୍ଥିତ ବିଜୁ ଜନତା କାର୍ଯ୍ୟାଳୟ ଠାରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ପାଇକମାଲ ବ୍ଲକର ୨୨ ଗୋଟି ପଞ୍ଚାୟତ ପାଇଁ ଚୟନ ହୋଇଥିବା ସଭାପତି ମାନଙ୍କୁ ବିଧାୟିକା ବର୍ଷା ସିଂ ବରିହା, ବ୍ଲକ୍…
ପଦ୍ମପୁର ପୋଲିସ ର ସଫଳତା : ଦୁର୍ଘଟଣା ଘଟାଇ ଫେରାର ମାରିଥିବା ଚାଳକ ଗିରଫ, ବୁଲେଟ ଜବତ
ପଦ୍ମପୁର/ଶିବାଶିଷ ପଟ୍ଟନାୟକ : ଗତ ୨୪ ତାରିଖ ଅପରାହ୍ନରେ ଦ୍ରୁତଗତିରେ ଆସୁଥିବା ଏକ ବୁଲେଟ ବରଗଡ଼ ରୋଡ଼ ସ୍ଥିତ ପେଟ୍ରୋଲ ପମ୍ପ ସମ୍ମୁଖରେ କପସିଲା ନିବାସୀ ବାଲାଜୀ ପାଣ୍ଡେ କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା l ଫଳରେ ଘଟଣା ସ୍ଥଳରେ ହିଁ ବାଲାଜୀ ର ମୃତ୍ଯୁ ଘଟିଥିଲା l ପରେ ପୋଲିସ…
ଦୁବାଇରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ. ସାତଦିନ ପରେ ବାଣପୁର କୁ ଫେରିଲା ମର ଶରୀର
ବାଣପୁର /ଖୋର୍ଦ୍ଧା :( ସେକ୍ କୌଶର) ଦୁବାଇରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ. ସାତଦିନ ପରେ ବାଣପୁର କୁ ଫେରିଲା ମର ଶରୀର .ଶୋକାକୁଳ ପରିବେଷରେ ଗ୍ରାମ ସ୍ମଶାନ ରେ ହେଲା ଶବ ସଂସ୍କାର ଘରର କରଜ ସୁଜିବା ନିମନ୍ତେ . ଅଧିକ ରୋଜଗାର ଆଶାରେ ବାଣପୁର ବିଜ୍ଞାପିତଅଞ୍ଚଳ ଜଗନ୍ନାଥପୁର ଗ୍ରାମର…