Sign in
Sign in
Recover your password.
A password will be e-mailed to you.
ବିପୁଳ ମାତ୍ରାରେ କଫସିରପ ଓ ନିଶା ବଟିକା ଜବତ: ତିନି ଅଭିଯୁକ୍ତ ଗିରଫ
https://youtu.be/G-F8wJbBvYQ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଥାନାଧିକାରୀ ଙ୍କର ପ୍ରତକ୍ଷ ତତ୍ୱବାଧାନ ରେ ଆଜି ପାଇକମାଲ ପୋଲିସ ତରଫରୁ ଅବୈଧ ନିଶା ବ୍ୟବସାୟ ରେ ସମ୍ପୃକ୍ତ ଥିବା ତିନି ଜଣ ଅଭିଯୁକ୍ତ ଙ୍କର ଉପରେ ପୋଲିସ ଚଢ଼ାଉ କରି ବ୍ୟାପକ ମାତ୍ରାରେ କଫ ସିରଫ ଓ ନିଶା ବଟିକା ଜବତ…
ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାର ବାସିନ୍ଦାମାନଙ୍କୁ ମୌସୁମୀ ପ୍ରସ୍ତୁତି ପାଇଁ ସହାୟତା କରିଛି
ଏହାର ପ୍ରୟାସ ହେଉଛି ଜଳ ସଂରକ୍ଷଣକୁ ବୃଦ୍ଧି କରିବା, କ୍ଷତିକାରକ ପ୍ରଭାବକୁ କମ କରିବା ଓ ଜଳବାହିତ ରୋଗ ସଂପର୍କରେ ଜନ ସଚେତନତା ସୃଷ୍ଟି କରିବା
ଝାରସଗୁଡ଼ା : ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶାର ଝାରସଗୁଡ଼ା ବାସିନ୍ଦାମାନଙ୍କୁ ମୌସୁମୀ ଆରମ୍ଭ ହେବା ପୂର୍ବରୁ…
ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଭାରତ ରତ୍ନ ଜେଆର୍ଡି ଟାଟାଙ୍କ ୧୧୯ତମ ଜୟନ୍ତୀରେ କ୍ରସ୍ କଂଟ୍ରି ଦୌଡ଼ ଆୟୋଜିତ
୩୦୦ ରୁ ଅଧିକ ଯୁବ କ୍ରୀଡ଼ାବିତଙ୍କ ଅଂଶଗ୍ରହଣ
ଗୋପାଳପୁର, ୨୯ ଜୁଲାଇ ୨୦୨୩: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଭାରତ ରତ୍ନ ଜେଆର୍ଡି ଟାଟାଙ୍କ ୧୧୯ତମ ଜୟନ୍ତୀକୁ ହର୍ଷୋଲ୍ଲାସ ସହିତ ପାଳନ କରାଯାଇଛି । ଏହି ଅବସରରେ ଯୁବପିଢ଼ିଙ୍କ ମଧ୍ୟରେ ଖେଳୁଆଡ଼ ମନୋଭାବ ଓ…
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗାଇସିଲାଟରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ
ଗାଇସିଲାଟ: ସ୍ଥାନିୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗାଇସିଲାଟ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ଯ ଅତିଥି ଭାବରେ ଡକ୍ଟର ସୁନୀଳ କୁମାର ପଣ୍ଡା,ସମ୍ମାନୀତ ଅତୀଥି ଭାବରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ସଭାପତି ଶ୍ରୀଯୁକ୍ତ ଦିବ୍ୟକିଶୋର ପଣ୍ଡା…
୭୭ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୭୭ତମ ସ୍ଵାଧୀନତା ଦିବସ ଗଜପତି ଷ୍ଟାଡିୟମ୍ ଠାରେ ମହା ସମାରୋହରେ ପାଳିତ ହେବ। ଚଳିତ ବର୍ଷର ସ୍ଵାଧୀନତା ଦିବସଟିକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ନେଇ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ…
ଘୁ.ଉଦୟଗିରିର ବିଭିନ୍ନ ସମସ୍ୟାକୁ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କଲେ ପ୍ରେସ କ୍ଲବ ସଦସ୍ୟ
ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅଞ୍ଚଳର ବିଭିନ୍ନ ସମସ୍ୟା ସହ କାଲିଗାଡୁ ହିଲ ଭିୟୁ ପର୍ଯ୍ୟଟନ ସ୍ଥଳୀ ଓ ରାଜାଗାଡ଼ା ଜଳପ୍ରପାତର ବିକାଶ, ଘୁ.ଉଦୟଗିରି ସହରରେ ବାଇପାସ ରୋଡ଼ ନିର୍ମାଣ, ସରକାରୀ /ବେସରକାରୀ ବସଷ୍ଟାଣ୍ଡର କାର୍ଯ୍ୟକ୍ଷମକୁ ନେଇ…
ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ
ପ୍ରତିବର୍ଷ ଜୁଲାଇ ମାସ୨୯ ତାରିଖ କୁ ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ରୂପେ ପାଳନ କରାଯାଏ l ଇଂରାଜୀରେ ଏହାକୁ ଗ୍ଲୋବାଲ ଟାଇଗର ଡେ କୁହଯାଏ l ଏହି ଦିବସ ପାଳନ ନିମେନ୍ତ ୨୦୧୦ ମସିହା ରେ ସେନପିଟର ବର୍ଗ ଠାରେ ଅନୁଷ୍ଠିତ ବାଘ ଶୀର୍ଷ କ ସମ୍ମିଳନୀ ରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l ବ୍ୟାଘ୍ର…
ପୁନର୍ଗଠିତ ହେଲା ଟିମ ନଡ୍ଡା: ଓଡିଶାରୁ କେବଳ ବୈଜୟନ୍ତ
ଲଗାତାର ତୃତୀୟ ଥର ପାଇଁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ନିଯୁକ୍ତ
file photo
ନୂଆଦିଲ୍ଲୀ : ପୁନର୍ଗଠିତ ହେଲା ବିଜେପିର ଜାତୀୟ ଟିମ | ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ପୁନର୍ଗଠିତ ଏହି ୩୮ ଜଣିଆ ନୂଆ ଟିମ୍ ଘୋଷଣା କରିଛନ୍ତି ଓଡ଼ିଶାର ଏକମାତ୍ର ସଦସ୍ୟ ବୈଜୟନ୍ତ…
ପିଡ଼ିଏସ୍ ଚାଉଳ ବିତରଣ କେନ୍ଦ୍ର ଉଦଘାଟନ କଲେ ବିଧାୟିକା
ପଦ୍ମପୁର :- ସ୍ଥାନୀୟ ରଜାପଡା ଠାରେ ୦୧,୦୮,୦୯,୧୦ ଓ ୧୧ ନମ୍ବର ୱାର୍ଡ ପାଇଁ ଏକ ପିଡିଏସ ଚାଉଳ ବିତରଣ କେନ୍ଦ୍ର ଉଦଘାଟିତ ହୋଇଛି l ଏହି ବିତରଣ କେନ୍ଦ୍ର କୁ ବିଧାୟିକା ବର୍ଷା ସିଂ ବରିହା ଉଦଘାଟନ କରିଥିଲେ l ରାଜ୍ୟ ସମ୍ପାଦକ ରାଜୁ ଘିଭେଲା, ସହକାରୀ ଯୋଗାଣ ଅଧିକାରୀ ସନ୍ତୋଷ କୁମାର ପ୍ରଧାନ…
ଖଣି ପରେ ଏବେ କଣ ଭୁବନେଶ୍ୱର ଜମି ଉପରେ ପ୍ରଭାକରନଙ୍କ ଲୋଲୁପ ନଜର ??
ଉଦବେଗ ପ୍ରକାଶ କଲେ ଭୁବନେଶ୍ୱର ସାଂସଦ ଅପରାଜିତା
ଭୁବନେଶ୍ୱର : ଗତ କିଛି ବର୍ଷ ଧରି ବେଆଇନ ଖଣି କାରବାରରେ ଲିପ୍ତ ଥିବା ଅଭିଯୋଗ ହେଉଥିବା ତାମିଲ ଖଣି ବେପାରୀ ପ୍ରଭାକରନଙ୍କୁ ନେଇ ସଦ୍ୟ ଏକ ଅଭିଯୋଗ ଆସିଛି ରାଜନୀତିରେ ଏକାଧିକ ଜମି ହାତେଇବା ଘଟଣାକୁ ନେଇ | ସରକାରୀ ପ୍ରୋତ୍ସାହନରେ…